୧୮ ଡିସେମ୍ବର, ମଙ୍ଗଳବାର

Published By : Prameya-News7 Bureau | December 18, 2018 IST

ମେଷ – ଖର୍ଚ୍ଚାନ୍ତ ଯୋଗ ଥାଇ ଆର୍ଥିକ ଦୂରବସ୍ଥା ଦୂର ହେବ । ଚଞ୍ଚଳ ସ୍ୱଭାବର ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପପାରନ୍ତି ।


ବୃଷ – ରୋଜଗାର ଆଶାନୁରୂପ ହୋଇପାରେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି । ଯଶସ୍ୱୀ ହେବେ । ଚଞ୍ଚଳ ପ୍ରକୃତିର ହେବେ ।


ମିଥୁନ - ସତର୍କ ରହି ମଧ୍ୟ କ୍ଷତିରେ ପଡିବା ଆଶା କରାଯାଉଛି । କୁଳ ଦୀପକ ହେବେ । ମନରେ ପ୍ରସନ୍ନ ଭାବ ଜାତ ହୋଇପାରେ । ଦୟାଳୁ ସ୍ୱଭାବର ହୋଇପାରନ୍ତି ।


କର୍କଟ- ଯେପରି ଗୃହ ବିବାଦ ନ ଉପୁଜିବ ସେଥିପ୍ରତି ଯତ୍ନବାନ ହେବାକୁ ପଡିବ । ବିଭିନ୍ନ ସ୍ତରରୁ ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସହ ଯୋଗ ମିଳିବ ।


ସିଂହ – ଶାରିରୀକ କଷ୍ଟ ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଶାରିରୀକ ଦୁର୍ବଳତା ଅନୁଭବ କରିପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


କନ୍ୟା – ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସାବଧାନରେ ଚଳିବେ ।


ତୁଳା – ମନରେ ଦାମ୍ଭିକ ଭାବ ଆସି ପାରେ । ଅନାବଶ୍ୟକ ଖର୍ଚ୍ଚ କରିପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ତ ଓ ନିରାମୟ ରହିବେ ।


ବିଛା – ଚାକିରି କ୍ଷେତ୍ରରେ ମନ ଯୋଗୀ ହେବେ । ଅନୁରୋଧ ରକ୍ଷା କରି କାର୍ଯ୍ୟ କରିବେ । ଚଞ୍ଚଲ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଧନ ଲାଭ ହୋଇପାରେ ।


ଧନୁ – ଘାତଚନ୍ଦ୍ର ଭୋଗ ହେତୁ ଯାନବାହନ ଚଳାଚଳରେ ସତର୍କତା ଅବଲମ୍ବନ କରି ଉଦାର ସ୍ୱଭାବର ହେବେ । ଦାନଶୀଳ ହୋଇପାରନ୍ତି ।


ମକର – ଆପଣଙ୍କ ପ୍ରଭାବ ହୋଇପାରେ । ମନ ପ୍ରସନ୍ନ ରହିବ । ଆସ୍ତିକ ପ୍ରକୃତିର ହେବେ । ମିଷ୍ଟଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି ।


କୁମ୍ଭ - ଧୈର୍ଯ୍ୟର ସୀମା ଅତିକ୍ରମ କଲେ ବି ମାନସିକ ସ୍ତରରେ ସ୍ଥିର ରହିବେ । ସୌଭାଗ୍ୟଶାଳୀ ହୋଇପାରନ୍ତି । ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।


ମୀନ - ଯେକୌଣସି ସୂତ୍ରରୁ ଅର୍ଥ ପ୍ରାପ୍ତ ହେବ । ବନ୍ଧୁ ଓ ସରକାରୀ ସହ ଯୋଗ ପାଇ ଲାଭବାନ ହୋଇପାରନ୍ତି । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.