Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୧୫ ଡିସେମ୍ବର, ଶନିବାର

15/12/2018 at 11:04 AM

ମେଷ – ଏକ ନୂତନ ସଂପର୍କ ସ୍ଥାପନ କରି ଲାଭବାନ୍ ହେବେ । ମନ ପ୍ରସନ୍ନ ରହିବ । ଉତ୍ତମ ବୁଦ୍ଧିମାନ୍ ବ୍ୟକ୍ତିର ପରିଚୟ ସୃଷ୍ଟି କରିବେ । ଅର୍ଥ ମିଳିବ ।


ବୃଷ – କାର୍ଯ୍ୟରେ ସଫଳତା ଲାଭ କରିବେ । କର୍ମକ୍ଷେତ୍ରରେ ଉନ୍ନତି ଘଟିବ । ସେବା ଭାବନା ମନରେ ଜାଗ୍ରତ ହୋଇପାରେ । ନିର୍ଭର ଶୀଳ ହେବାକୁ ଚେଷ୍ଟା କରିବେ ।


ମିଥୁନ – ଅଯଥା ଆଶଙ୍କାରେ ମନ ବିଚଳିତ ହେବ । ପରୋପକାର କରି ସୁନାମ ଅର୍ଜନ କରିବେ । କୌଣସି କାର୍ଯ୍ୟ କରିବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ ।


କର୍କଟ- ସଞ୍ଚୟ କରିବାର ସୁଯୋଗ ମିଳିବ । ଏଥି ପାଇଁ କଷ୍ଟ ସହିବାକୁ ପଡିବ । କାର୍ଯ୍ୟରେ ବୋରୋଧତା ଦେଖା ଦେଇପାରେ. ଶାରିରୀକ ପୀଡା ଅନୁଭବ କରିପାରନ୍ତି ।


ସିଂହ – ଉଚ୍ଚ ଆଶା ଫଳବତୀ ହୋଇପାରେ । ଧର୍ମ- କର୍ମ ସଂପାଦନ କରିପାରନ୍ତି । ଠାକୁରଙ୍କ କାର୍ଯ୍ୟରେ ମନ ବଳାଇବେ । ଉଚିତ୍ ବୁଝାମଣା ହେବାରୁ ସାମୟିକ ଭାବେ ଆଶ୍ୱସ୍ତି ଅନୁଭବ କରିପାରନ୍ତି ।


କନ୍ୟା – ନିଜେ କରିଥିବା ଯୋଜନାରେ ଦୃଢ ରହିବେ । ମନୋବଳ ବୃଦ୍ଧି ହେବ । ବିଳାସ ବ୍ୟସନ କରିପାରନ୍ତି । ପ୍ରଶଂସିତ ହୋଇପାରନ୍ତି ।


ତୁଳା – ନିଜକୁ ଅସହାୟ ମନେ କରିପାରନ୍ତି । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ବିଜୟ ଉଲ୍ଲାସ ଜାରିର ରହିବ । ଧର୍ମକର୍ମରେ ନିୟୋଜିତ ହୋଇପାରନ୍ତି ।


ବିଛା – ସ୍ମରଣ ହାନି ଘଟିପାରେ । ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ । ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ ହେବ ।


ଧନୁ – ଉତ୍ସାହିତ ହୋଇ କାର୍ଯ୍ୟ ସଂପାଦନ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ଦୃଢ ସଂକଳ୍ପ ନେଇ କାର୍ଯ୍ୟରେ ଆଗେଇବେ ।


ମକର – ଦୂର ସ୍ଥାନ ଗମନ ଓ ପ୍ରକୃତି ଶୋଭା ଦର୍ଶନ କରିବାର ସୁଖ ମିଳିବ । ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କରିବା କଷ୍ଟକର ହୋଇପାରେ ।


କୁମ୍ଭ – ସୁଖ-ସନ୍ତୋହ ଲାଭ କରିବେ । କର୍ମରେ ଉତ୍ସାହୀ ହେବେ । ଠାକୁରଙ୍କ କାର୍ଯ୍ୟରେ ମନ ବଳାଇ ପାରନ୍ତି । ଆର୍ଥିକ ଅବସ୍ଥାର ପରିବର୍ତ୍ତନ ଘଟାଇ ପାରନ୍ତି ।


ମୀନ – ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ କାର୍ଯ୍ୟ କରିବାକୁ ପଡିବ । ଖର୍ଚ୍ଚାନ୍ତ ହେବେ । ମିଷ୍ଟଭାଷୀ ହେବେ । ସୁଭାଷୀ ଓ ସୁ ବୁଦ୍ଧି ଯୁକ୍ତ ହେବେ ।

   Related Posts