ଫେବୃଆରୀ ୨୭ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 27, 2021 IST

ମେଷ – ଆଜିର କର୍ମକ୍ଷେତ୍ରରେ ପରିସ୍ଥିତିବଶତଃ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି । କୌଣସି ବିବାଦୀୟ ଘଟଣାରେ ମୁଣ୍ଡ ନ ପୂରାଇବା ଭଲ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

•     ଚାଷୀ- ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

•     ରୋଗୀ- ଅସୁସ୍ଥ ଅନୁଭବ କରିବେ ।

•     ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ ।

•     କର୍ମଜୀବି- ସମ୍ମାନିତ ହେବେ ।

•     ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

•     ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ବୃଷ – ସକାଳୁ କିଛି ଘରର କଥା, ଉଚ୍ଛ ମତାନ୍ତର, ଦୂରଯାତ୍ରା ଓ ବନ୍ଧୁବର୍ଗଙ୍କ ବିଷୟରେ ଚିନ୍ତା କରିବେ । ପରିବାରର ପୂର୍ଣ୍ଣ ସମର୍ଥନ ପାଇବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୭ ।

•     ଗୃହିଣୀ- ସୁଖୀ ହେବେ ।

•     ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

•     କର୍ମଜୀବି- ସମ୍ମାନ ପାଇବେ ।

•     ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

•     ରୋଗୀ- ଆୟୁର୍ବେଦିକ ଚିକିତ୍ସା ଲାଭ ଦେବ ।

•     ଚାଷୀ- ଅଧିକା ବର୍ଷା ହେତୁ , ହତାସ ହୋଇପାରନ୍ତି ।

ମିଥୁନ – ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ । ସୁନ୍ଦର କଥା ଓ ସରଳ ବ୍ୟବହାର ହେତୁ ବିପଦରୁ ରକ୍ଷା ପାଇବେ । ଶୁଭ ରଙ୍ଗ ମେରୁନ୍‌ । ଶୁଭ ଅଙ୍କ ୫ ।

•     ଚାଷୀ- ଉତ୍ତମ ଫଳ ପାଇବେ ।

•     ରୋଗୀ- ଅସୁସ୍ଥ ଅନୁଭବ କରିବେ ।

•     ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।

•     କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

•     ବ୍ୟବସାୟୀ- ଅର୍ଥ ଲାଭ ହେବ ।

•     ଗୃହିଣୀ- ପାରିବାରିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ – ପାରିବାରିକ ଜୀବନରେତ୍ତଉତ୍‌ଥାନ ପତନ ଯୋଗୁ ମାନସିକ ସ୍ଥିତି ଭଲ ନ ରହିପାରେ । ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସାମଧାନ ହେବାର ଆଶା ରହିଛି । ଶୁଭ ରଙ୍ଗ ଗ୍ରୀନ୍‌ । ଶୁଭ ଅଙ୍କ ୮ ।

•     ଗୃହିଣୀ- ଘର କାମରେ ବ୍ୟସ୍ତ ରହିବେ ।

•     ବ୍ୟବସାୟୀ- ଲୋକପ୍ରିୟତା ମିଳିବ ।

•     କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।

•     ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

•     ରୋଗୀ- ଚକ୍ଷୁ ପୀଡା ହେବ ।

•     ଚାଷୀ- ଉତ୍ତମ ଫଳ ପାଇବେ ।

ସିଂହ – କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ଭାବେ କାର୍ଯ୍ୟ ମନ୍ଥର ହୋଇପାରେ । ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇପାରନ୍ତି । ଶୁଭ ରଙ୍ଗ ଲାଲ୍‌ । ଶୁଭ ଅଙ୍କ ୨ ।

•     ଚାଷୀ- ଶ୍ରମ ସାର୍ଥକ ହେବ ।

•     ରୋଗୀ- ସତର୍କତାର ଦିନ ।

•     ଛାତ୍ରଛାତ୍ରୀ- ସାଠରେ ମନ ଦେବେ ।

•     କର୍ମଜୀବି- ଅର୍ଥ ହାନୀ ହେବ ।

•     ବ୍ୟବସାୟୀ- ନୂଆ ବ୍ୟବସାୟ ଲାଭ ହେବ ।

•     ଗୃହିଣୀ- ସୁଖ ଅନୁଭବ କରିବେ ।

କନ୍ୟା – ଅତୀତ ଘଟଣାକୁ ଯେତିକି ଭାବୁଥିବେ ସେତିକି ମନ ବିଷାଦ ରହିବ । ବିଭିନ୍ନ ପ୍ରତିବନ୍ଧକ ହେତୁ କାମ ବିଶୃଙ୍ଖଳିତ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୬ ।

•     ଗୃହିଣୀ- ସୁଖୀ ହେବେ ।

•     ବ୍ୟବସାୟୀ- ଚୌର ଭୟ ଅଛି ।

•     କର୍ମଜୀବି- କର୍ମଚଞ୍ଚଳ ରହିବେ ।

•     ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

•     ରୋଗୀ- ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।

•     ଚାଷୀ- ଅନ୍ୟ ଚାଷ କରିବାକୁ ମନ ବଳାଇବେ ।

ତୁଳା – କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ । ଶୁଭ ରଙ୍ଗ ପିଙ୍କ୍‌ । ଶୁଭ ଅଙ୍କ ୧ ।

•     ଚାଷୀ- ଜମିରୁ ବର୍ଷା ପାଣି ବାହାରିବାର ବ୍ୟବସ୍ଥା କରନ୍ତୁ ।

•     ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।

•     ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

•     କର୍ମଜୀବି- ସମ୍ମାନିତ ହେବେ ।

•     ବ୍ୟବସାୟୀ- ସଫଳତାକୁ ହାତଛଡା କରନ୍ତୁ ନାହିଁ ।

•     ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବିଛା – ପ୍ରତିକୂଳ କାରଣରୁ କୌଣସି କାମରେ ପୁର୍ଣ୍ଣ ସନ୍ତୋଷ ମିଳିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ପାରିବାରିକ ସମର୍ଥନ କର୍ମକ୍ଷେତ୍ରକୁ ତ୍ୱରାନ୍ୱିତ କରିବ ।  ଶୁଭ ଅଙ୍କ ଲାଲ୍‌ । ଶୁଭ ଅଙ୍କ ୮ ।

•     ଗୃହିଣୀ- ଭାଗ୍ୟଶାଳୀ ହେବେ ।

•     ବ୍ୟବସାୟୀ- ବିଦେଶୀ ଜିନିଷରେ କ୍ଷତି ହେବ ।

•     କର୍ମଜୀବି- ନୂଆ ଜବ୍‌ ମିଳିବା କଷ୍ଟ ।

•     ଛାତ୍ରଛାତ୍ରୀ- ମିତ୍ରଙ୍କ ସହଯୋଗ ମିଳିବ ।

•     ରୋଗୀ- ଚକ୍ଷୁ ପୀଡା ହେବ ।

•     ଚାଷୀ- ଶ୍ରମ ସାର୍ଥକ ହେବ ।

ଧନୁ – ପରିବାରରେ କଳହ କିମ୍ବା ରାସ୍ତାରେ ଅନ୍ୟମନସ୍କ କାରଣରୁ ଧନ ହାନିର ସୂଚନା ରହିଛି । କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୩ ।

•     ଚାଷୀ- ଜଳ ସଞ୍ଚୟ କରନ୍ତୁ ।

•     ରୋଗୀ- ବ୍ୟାୟାମ୍‌ କରିବା ଉଚିତ୍‌ ।

•     ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।

•     କର୍ମଜୀବି- ସମ୍ମାନିତ ହେବେ ।

•     ବ୍ୟବସାୟୀ- ସଫଳତା ହାତଛଡା ହୋଇଯିବ ।

•     ଗୃହିଣୀ- ନୂଆବସ୍ତ୍ର ଲାଭ ହେବ ।

ମକର – ସ୍ୱାସ୍ଥ୍ୟ ସମସ୍ୟା ମନକୁ ବିଶେଷ ଭାବରେ ବିଚଳିତ କରିବାର ଆଶଙ୍କା ରହିଛି । ଅନ୍ୟର ମନ ଅନୁଯାୟୀ କାମ କରି କର୍ମକ୍ଷେତ୍ରରେ ବାହାବା ନେଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

•     ଗୃହିଣୀ- ମାନସିକ ଶାନ୍ତି ପାଇବେ ।

•     ବ୍ୟବସାୟୀ- ମଧୁରଭାଷୀ ହେବେ ।

•     କର୍ମଜୀବି- ସମ୍ମାନ ପାଇବେ ।

•     ଛାତ୍ରଛାତ୍ରୀ- ମନରେ ଗର୍ବ ଭାବ ଆସିବ ।

•     ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

•     ଚାଷୀ- ଗୋବର କ୍ଷତର ବ୍ୟବହାର କରିବା ଉଚିତ୍‌ ।(ପରୀକ୍ଷିତ)

କୁମ୍ଭ  – ଆବଶ୍ୟକତା ପୂରଣ ସକାଶେ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି । ଅଫିସରେ କୌଣସି ଘଟଣା ମନକୁ ବିବ୍ରତ କରିପାରେ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୭ ।

•     ଚାଷୀ- ଆଧୁନିକ ପଦ୍ଧିର ଯନ୍ତ୍ରପାତି ବିଷୟରେ ଜ୍ଞାନ ନିଅନ୍ତୁ ।

•     ରୋଗୀ- ୟୋଗା କରନ୍ତୁ ।

•     ଛାତ୍ରଛାତ୍ରୀ- ଚିନ୍ତାଧାରା ଉନ୍ନତ ହେବ ।

•     କର୍ମଜୀବି- କାର୍ଯ୍ୟ ବ୍ୟସ୍ତ ରହିବେ ।

•     ବ୍ୟବସାୟୀ- ଅର୍ଥ ହାନୀ ହେବ ।

•     ଗୃହିଣୀ- ସୁଖ ଅନୁଭବ କରିବେ ।

ମୀନ-   କର୍ମକ୍ଷେତ୍ରରେ ସାହାର୍ଯ୍ୟ ସହ-ଯୋଗ ସାଙ୍ଗକୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି । ଦିନଟି ଉତ୍ତମ କଟାଇବାର ସୌଭାଗ୍ୟ ଲାଭ କରିବେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୯ ।

•     ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

•     ରୋଗୀ- ସତର୍କତାର ଦିନ ।

•     ଛାତ୍ରଛାତ୍ରୀ- ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

•     କର୍ମଜୀବି- ଉନ୍ନତିର ମାର୍ଗ ମିଳିବ ।

•     ବ୍ୟବସାୟୀ- ସ୍ୱାଭିମାନୀ ହେବେ ।

•     ଗୃହିଣୀ- ସଜାସଜିରେ ବ୍ୟସ୍ତ ରହିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.