Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

୧୩ ଡିସେମ୍ବର, ଗୁରୁବାର

13/12/2018 at 10:03 AM

ମେଷ – ନୂତନ ନିଯୁକ୍ତି ପାଇବାର ସୂଚନା ମିଳୁଛି । ମନରେ ଭକ୍ତିଭାବ ଉଦ୍ରେକ ହେବ । ଦାନକୁ ଜୀବନର ବ୍ରତଭାବେ ଗ୍ରହଣ କରିବେ ।


ବୃଷ – ଯୋଗାଯୋଗରେ ସଫଳ ହେବେ । ଧନକ୍ଷୟ ହେବାର ସମ୍ଭାବନା ଅଛି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ଶତ୍ରୁଘାତୀ ହୋଇପାରନ୍ତି ।


ମିଥୁନ – ଷଡଯନ୍ତ୍ରରୁ ଉଧୁରି ଯାଇପାରନ୍ତି । ସୁଖ-ସନ୍ତୋଷ ଲାଭ କରିବେ । ଦାତା,ଭୋକ୍ତା,ଗୁଣବାନ,ଧନୀ ଓ ମାନୀ ହୋଇପାରନ୍ତି । ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ ।


କର୍କଟ- ଗୋପନ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । କ୍ରୋଧ ସମ୍ବରଣ କଲେ ସୁଫଳ ମିଳିବ । ପତ୍ନୀଙ୍କ ସ୍ୱାସ୍ଥ୍ୟ ପ୍ରତି ନଜର ଦେବେ ।


ସିଂହ – ନିଜ ମତା-ମତ ଉପରେ ଦୃଢ ମନୋଭାବ ପ୍ରକାଶ କରିବେ । ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି । ଶତ୍ରୁନାଶ କରିପାରନ୍ତି ।


କନ୍ୟା – ପାରସ୍ପରିକ ବୁଝାମଣା ହେବ । ନିଜକୁ ଅସହାୟ ମନେ କରିପାରନ୍ତି । ପରଧନରେ ଧନୀ ହୋଇପାରନ୍ତି । ଯୁବତୀ ମାନ ରଜତ ଧନ ଦ୍ୱାରା ଧନଶାଳୀ, ଯୌବନରେ ରସିକ ହେବାର ଆଶା କରାଯାଏ ।


ତୁଳା – ପ୍ରତାରିତ ହୋଇପାରନ୍ତି । ଧର୍ମ ପ୍ରିୟ ହେବେ । ପାଣ୍ଡିତ୍ୱର ପରିପ୍ରକାଶ ଘଟାଇ ପାରନ୍ତି । ଶିଳ୍ପୋଦ୍ୟୋଗୀ ହେବା ଆଶା କରାଯାଏ ।


ବିଛା – କର୍ତ୍ତୃପକ୍ଷଙ୍କ ସହ ମତ ଭେଦ ଘଟିପାରେ । ଅନ୍ୟର ଅନୁରୋଧ ରକ୍ଷା କରି କାର୍ଯ୍ୟ ସମ୍ପାଦନ କରିପାରନ୍ତି । ଶତ୍ରୁଦାନ କରି ଧନ ଭୋଗ କରିପାରନ୍ତି ।


ଧନୁ – ଯୋଗା ଯୋଗରେ ସଫଳତା ମିଳିବ. ତଥାପି ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ । କୁଧନ ଅର୍ଜନ କରିବାରେ ସକ୍ଷମ ହେବେ ।


ମକର – ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଅନୁଭବ କରିପାରନ୍ତି । ବେଳେ ବେଳେ ଅନ୍ୟ ମନସ୍କ ରହିପାରନ୍ତି । ବ୍ୟୟ ପରିମାଣ ଅତ୍ୟଧିକ ହୋଇପାରେ ।


କୁମ୍ଭ – ଆପଣଙ୍କ ଶ୍ରମର ମୂଲ୍ୟାଙ୍କନ ହେବ । ନାନା ସୁଖ ଭୋଗ କରିପାରନ୍ତି । ବିଶାଳ ଯଶର ଅଧିକାରୀ ହେବେ । ଦାନ-ଧର୍ମକୁ ନିଷ୍ଠାପର ଭାବେ ପାଳନ କରିବେ ।


ମୀନ – ଆୟ ବୃଦ୍ଧିର ସୂଚନା ମିଳୁଛି । ସୁଭାଷୀ ହୋଇପାରନ୍ତି । ସୁ ବିଦ୍ୟାଯୁକ୍ତ ହେବେ । ଭୋଗୀ ହେବେ । ଦର୍ଶନୀୟ ହୋଇପାରନ୍ତି । ତେଜୀୟାନ ହେବେ ।

   Related Posts