Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

୧୧ ଡିସେମ୍ବର, ମଙ୍ଗଳବାର

11/12/2018 at 9:17 AM

ମେଷ – ପିଲାମାନଙ୍କ କାର୍ଯ୍ୟ କଳାପ ମନରେ ଅସୂୟାଭାବ ସୃଷ୍ଟି କରିପାରେ । ଗୁରୁତ୍ନପୂର୍ଣ୍ଣ କାର୍ଯ୍ୟ କରିବା ପାଇଁ ସୁଯୋଗ ମିଳିପାରେ ।


ବୃଷ – ଯୋଗାଯୋଗରେ ସଫଳତା ଲାଭ କରିପାରନ୍ତି । ଶାରିରୀକ ଓ ମାନସିକ ସ୍ତରରେ କଷ୍ଟ ଭୋଗିବେ । ବ୍ୟବସାୟରୁ ସାମାନ୍ୟ ମାତ୍ରାର ଲାଭ ପାଇବେ ।


ମିଥୁନ – ଗୃହ କାର୍ଯ୍ୟ ଆନନ୍ଦ ଦାୟକ ହେବ । ବନ୍ଧୁ ମିଳନ ଘଟିବାର ସୁଯୋଗ ସୃଷ୍ଟି ହୋଇଛି । ଅଭୀଷ୍ଟ ସିଦ୍ଧି ହୋଇପାରେ । ବିଭିନ୍ନ ଦିଗରୁ ସହ ଯୋଗ ମିଳିବ ।


କର୍କଟ- ଲୋଭଗ୍ରସ୍ତ ହେବେ । ଆତ୍ମ ଗର୍ବୀ ହେବେ । ଶୁଭକର୍ମ ପାଇଁ ବାତାବରଣ ଅନୁକୂଳ ଅଛି । ପାରିବାରିକ ସୁଖ ଅନୁଭବ କରିପାରନ୍ତି ।


ସିଂହ – ପାରିବାରିକ ଅଶାନ୍ତି ବୃଦ୍ଧି ହୋଇପାରେ । ଚିନ୍ତାଗ୍ରସ୍ତ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି ।


କନ୍ୟା – ଦାୟିତ୍ୱରେ ପରିବର୍ତ୍ତନ ଘଟି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କରିପାରନ୍ତି । ଖର୍ଚ୍ଚାନ୍ତ ହେବାର ଯୋଗ ଅଛି । ଅଜଣା ବ୍ୟକ୍ତିଙ୍କ ସହିତ ସମ୍ପର୍କ ରକ୍ଷା ନ କରିବା ଉଚିତ୍ ।


ତୁଳା – ପ୍ରତାରଣାର ଶିକାର ହୋଇପାରନ୍ତି । ସମସ୍ତ କାର୍ଯ୍ୟ ଜଗି ରଖି କଲେ ସଫଳତା ମିଳିବ । ଯଶସ୍ୱୀ ହେବେ । ଲୋକପ୍ରିୟତା ବୃଦ୍ଧି ହୋଇପାରେ ।


ବିଛା – ବିଶିଷ୍ଟି ବ୍ୟକ୍ତିଙ୍କ ସହାୟତା ମିଳିପାରେ । ସ୍ୱାଧୀନ ଭାବେ ନିଜ ଶକ୍ତି ପ୍ରଦର୍ଶନ କରିପାରନ୍ତି । ଭାଗ୍ୟର ପରିବର୍ତ୍ତନ ଘଟିବ । ବିଭିନ୍ନ ଦିଗରୁ ଧନାଗମ ହୋଇପାରେ ।


ଧନୁ – ଚାଲୁ ରଖିଥିବା କାର୍ଯ୍ୟ ଫଳଦାୟକ ହେବ । ଖର୍ଚ୍ଚାନ୍ତ ହୋଇପାରନ୍ତି । ବିଭିନ୍ନ ଦିଗରୁ ଧନ ପ୍ରାପ୍ତର ସୂଚନା ମିଳୁଛି । ଶୁଭ ଖବର ପାଇ ଖୁସି ହୋଇପାରନ୍ତି ।


ମକର – ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ବାଧା ବିଘ୍ନକୁ ଏଡାଇ କାର୍ଯ୍ୟରେ ଆଗେଇବେ ।


କୁମ୍ଭ – ଦିନଟି ଘାତଚନ୍ଦ୍ର ଭୋଗ ହେଉ ଥିବାରୁ ସତର୍କତା ସହ ଚଳିବାକୁ ପଡିବ । ଆପଣଙ୍କ ପରାମର୍ଶ ଉପାଦେୟ ହେବ । ବିଶୃଙ୍ଖଳିତ କାର୍ଯ୍ୟକୁ ଶୃଙ୍ଖଳିତ କରିପାରନ୍ତି ।


ମୀନ – କାର୍ଯ୍ୟ ଆୟତ୍ତାଧୀନ ହେବ । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ । କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ସବୁ କିଛି ମିଳିପାରେ ।

   Related Posts