Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

୧ ଡିସେମ୍ବର, ଶନିବାର

1/12/2018 at 11:42 AM

ମେଷ – ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ । ଆଶାବାଦୀ ହୋଇପାରନ୍ତି । ଭୁଲ ଖବର ପାଇ ବିବ୍ରତ ହେବାର ସୂଚନା ମିଳୁଛି । ପ୍ରଭାବ ବିସ୍ତାର କରିବେ ।

ବୃଷ – ଦିନଟି ଶୁଭଙ୍କର । ଆୟ ବୃଦ୍ଧିର ସୂଚନା ମିଳୁଛି । ରୁଚିକର ଭୋଜନ ମିଳିବ । ସୁସ୍ଥ ଓ ନିରାମୟ ରହିବେ । ବନ୍ଧୁ ଓ ସରକାରୀ ସହାୟତାରୁ ଲାଭବାନ ହେବେ ।

ମିଥୁନ – ପାରିବାରିକ ସ୍ତରରେ ସୁଖ-ଶାନ୍ତିର ବାତାବରଣ ସୃଷ୍ଟି ହେବ । କାର୍ଯ୍ୟରେ ବିଘ୍ନ ଘଟିପାରେ । ବନ୍ଧୁ ମିଳନ ଘଟିବ । ଚେଷ୍ଟାରେ ସଫଳତା ମିଳିବ ।

କର୍କଟ – ଆବଶ୍ୟକ କ୍ରୟ କରିପାରନ୍ତି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଲାଭ କରିବେ । ଉଚ୍ଚପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ମିଳିବ ।

ସିଂହ – ପରିଶ୍ରମ ମୂଲ୍ୟ ମିଳିବ । କର୍ମକ୍ଷେତ୍ରରେ ଜୟଯୁକ୍ତ ହେବେ । ରାଜନୀତି କ୍ଷେତ୍ରରେ ଆଗକୁ ବଢି ଚାଲିବେ । ବନ୍ଧୁମାନଙ୍କ ଗହଣରେ କିଛି ମନ୍ତବ୍ୟ ଦେବା ପୂର୍ବରୁ ଆଉ ଥରେ ଚିନ୍ତା କରିବେ ।

କନ୍ୟା – ବ୍ୟୟ ବୃଦ୍ଧି ରୋକିବାରେ ସକ୍ଷମ ହେବେ । ସଜ୍ଜନଙ୍କ ସଂସ୍ପର୍ଶରେ ଆସିପାରେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଦାମ୍ପତୟ ଜୀବନ ସୁଖପ୍ରଦ ହେବ ।

ତୁଳା – ଶାରିରୀକ ପୀଡା ଅନୁଭବ କରିପାରନ୍ତି । ଅପ୍ରିୟ ସତ୍ୟ କହି ବିରୋଧୀ ହେବା ସହ ଅଡୁଆରେ ପଡିପାରନ୍ତି । ଅଯଥା ଖର୍ଚ୍ଚାନ୍ତରେ ପଡି ପାରନ୍ତି ।

ବିଛା – ଗୁପ୍ତଧନର ସନ୍ଧାନ ପାଇବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । କାର୍ଯ୍ୟ ହାସଲ କରିବା ପାଇଁ ସଙ୍କଟ ଉପୁଜି ପାରେ ।

ଧନୁ – ନିଜ ଚିନ୍ତାଧାରା ପ୍ରୟୋଗ କରି କାର୍ଯ୍ୟ କଲେ ସଫଳତା ମିଳିବ । ଜନ ସମାଜରେ ପ୍ରଭାବ ବିସ୍ତାର କରିବେ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ ।

ମକର – ଆୟ ବୃଦ୍ଧିର ସୂଚନା ମିଳୁଛି । ପ୍ରାଥମିକ ଶତ୍ରୁ ଉତ୍ପାତ ବୃଦ୍ଧି ପାଇଲେ ବି ଶେଷରେ ଶତ୍ରୁ ନାଶ କରିବାରେ ସିଦ୍ଧ ହସ୍ତ ହେବେ ।

କୁମ୍ଭ – ଶୁଭକାର୍ଯ୍ୟ ସମ୍ପାଦନ କରି ଆତ୍ମ ତୃପ୍ତି ଲାଭ କରିବେ । ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି । ଅସୁସ୍ଥତାରୁ ଆରୋଗ୍ୟ ହେବାର ସୂଚନା ମିଳୁଛି ।

ମୀନ – ଅନେକ କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରତିଯୋଗିତାରେ ବିଜୟୀ ହେବେ । ରାଜନୀତି କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । କାର୍ଯ୍ୟରେ ସଫଳତା ମିଳିବ ।

   Related Posts