Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

୨୧ ନଭେମ୍ବର, ବୁଧବାର

21/11/2018 at 9:22 AM

ମେଷ – ସୁଯୋଗର ଉପଯୋଗ କରିବେ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଆର୍ଥିକ ସହାୟତା ପାଇ କାର୍ଯ୍ୟ ହାସଲ କରିପାରନ୍ତି ।

ବୃଷ – କଷ୍ଟ ଦାୟକ କାର୍ଯ୍ୟରୁ ମୁକ୍ତ ହୋଇପାରନ୍ତି । ଶ୍ରମର ମୂଲ୍ୟାଙ୍କନ ହେବ । ଦ୍ରବ୍ୟ ଲାଭର ସୂଚନା ମିଳୁଛି । ପରୋପକାରୀ ହେବେ ।

 

ମିଥୁନ – ଆଶା କରୁଥିବା ସାହାର୍ଯ୍ୟ ମିଳିବ, ତଥାପି ଧନକ୍ଷୟର ଆଶଙ୍କା ଅଛି । ଠାକୁରଙ୍କ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ସୁଖ ପ୍ରାପ୍ତ କରିବେ ।

କର୍କଟ- ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ନିଜ କାର୍ଯ୍ୟ ତୃପ୍ତିକର ହୋଇପାରେ ।

ସିଂହ – ଉପକାରୀର ପ୍ରତ୍ୟୁପକାର କରିବାକୁ ଚେଷ୍ଟା କରିବେ । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡିବ । ବହୁ ସୁଖର ଅଧିକାରି ହେବେ ।

କନ୍ୟା – ଗୃହକାର୍ଯ୍ୟ ଆନନ୍ଦଦାୟକ ହେବ । ବିଚାର ବିମର୍ଶ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ହସ ଖୁସିରେ ସମୟ ବିତାଇ ପାରନ୍ତି ।

ତୁଳା – ପଡୋଶୀମାନଙ୍କ ଫମ୍ପା ଉପଦେଶ ଆପଣଙ୍କ ପକ୍ଷେ ବିରକ୍ତିକର ହୋଇପାରେ । ଧର୍ମ କାର୍ଯ୍ୟରେ ମନୋନିବେଶ କରିପାରନ୍ତି ।

ବିଛା – ସୁଦୃଢ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ହର୍ଷ ଉଲ୍ଲାସ ମଧ୍ୟରେ ଦିନଟି ଅତିବାହିତ ହେବ ।

ଧନୁ – ଆଶାବାଦୀ ହୋଇପାରନ୍ତି । ଆଶା ପୂରନ ହେବ । କର୍ମକୁଶଳତା ପ୍ରକାଶ ପାଇବ । ଧର୍ମ ଅନୁଷ୍ଠାନର ନେତୃତ୍ୱ ନେଇ ପାରନ୍ତି । କୃଷିରୁ ଲାଭବାନ ହେବେ ।

ମକର – ମନରେ ବ୍ୟାକୁଳତା ବୃଦ୍ଧି ହୋଇପାରେ । ସୌଜନ୍ୟତା ପ୍ରକାଶ କରିପାରନ୍ତି । ଆୟ ଉତ୍ତମ ଧରଣର ହେବ । ଉଚ୍ଚ ସମ୍ମାନ ଲାଭ କରିବେ ।

କୁମ୍ଭ – ବ୍ୟୟ ଯୋଗ ଅଛି । ଧର୍ମାସକ୍ତ ହେବେ । ମତିମାନ ହୋଇପାରନ୍ତି । ପୁତ୍ର,ମିତ୍ର ହେତୁକ ସୁଖ ଭୋଗ କରିବେ । ନାନା ସୁନ୍ଦର ବସ୍ତୁ ଲାଭ କରିପାରନ୍ତି ।

ମୀନ – ବିବାଦୀୟ ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ମନସ୍କାମନା ପୂରଣ ହୋଇପାରେ । ବ୍ୟବସାୟ ଲାଭଜନକ ହେବ ।

   Related Posts