Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଜୁନ୍ ୮ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/06/2020 at 6:46 AM

ମେଷ – ଆଜି ଅଷ୍ଟମ ଚନ୍ଦ୍ର କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୨ ।
ଚାଷୀ- ଜଳବାୟୁ ଉପରେ ସତର୍କ ରୁହନ୍ତୁ । ରୋଗୀ- ଦେହ ଖରାପ ରହିବ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବି- ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀ- ସଫଳତା ମିଳିବ । ଗୃହିଣୀ- କାର୍ଯ୍ୟରେ ବ୍ୟସ୍ତ ରହିବେ ।

ବୃଷ – ନୀଚସ୍ଥ ଚନ୍ଦ୍ରଙ୍କ ଯୋଗୁ ଅଫିସରେ ସହକର୍ମୀଙ୍କ ସହ ମତାନ୍ତର ଘଟିବାରେ ସମ୍ୟକ୍ ସୂଚନା ରହିଛି । କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।
ଚାଷୀ- ଜଳ ସଞ୍ଚୟ କରନ୍ତୁ । ରୋଗୀ- ଦେହ ସୁସ୍ଥ ରହିବ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- ଟେନ୍‌ସନ୍‌ରେ ରହିବେ । ବ୍ୟବସାୟୀ- ଅର୍ଥ ମିଳିବ । ଗୃହିଣୀ- ସୁଖ-ସୌଭାଗ୍ୟ ଭୋଗ କରିବେ ।

ମିଥୁନ – ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ । ଋଣ ପରିଶୋଧ କରିବା ସକାଶେ ବିିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।
ଚାଷୀ- କୃଷିବିଭାଗରୁ ଭଲ ବିହନ ଆଣନ୍ତୁ । ରୋଗୀ- ପାଗ ପରିବର୍ତ୍ତନ ପାଇଁ ଦେହ ଅସୁସ୍ଥ ହୋଇପାରେ ।
ଛାତ୍ରଛାତ୍ରୀ- କ୍ରୀଡାରେ ମନ ଦେବେ । କର୍ମଜୀବି- ଅର୍ଥ ହାନୀ ହେବ । ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ ।ଗୃହିଣୀ- ଧର୍ମ କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ – ବକ୍ରୀ ଶୁକ୍ରଙ୍କ କାରଣରୁ ପରିବାରର କେତେକ ବ୍ୟତିକ୍ରମ କଥାକୁ ନେଇ ଚିନ୍ତିତ ରହିବେ । ସାଧାରଣ କଥାକୁ ବଡ କରି କଳହର ମାତ୍ରାକୁ ବଢାଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୮ ।
ଚାଷୀ- କିଛି ଦିନ ଜଳବାୟୁ ପ୍ରତି ସଜାଗ ରୁହନ୍ତୁ । ରୋଗୀ- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ । କର୍ମଜୀବି- କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟୀ- ଅର୍ଥ ପ୍ରାପ୍ତ ହେବ । ଗୃହିଣୀ- ପିଲାମାନଙ୍କ ପାଇଁ ଚିନ୍ତାରେ ରହିବେ ।

ସିଂହ – କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବା ଭଲ ହେବ । ପିଲାମାନଙ୍କୁ କେନ୍ଦ୍ର କରି କୌଣସି ସମସ୍ୟା ଆସିପାରେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।
ଚାଷୀ- କୃଷି ବିଭାଗ ସହ ସଂପର୍କ ରଖନ୍ତୁ । ରୋଗୀ- ରୋଗ ମୁକ୍ତ ହେବେ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ନାହିଁ ।
କର୍ମଜୀବି- ଅର୍ଥ ହାନୀ ହେବ । ବ୍ୟବସାୟୀ- ବନ୍ଧୁ ସହ-ଯୋଗ କୁ ହାତଛଡା କରନ୍ତୁ ନାହିଁ । ଗୃହିଣୀ- ଦେହ ସୁସ୍ଥ ରହିବ ।

କନ୍ୟା – ଅତୀତର କୌଣସି ଘଟଣାବଳୀକୁ କେନ୍ଦ୍ର କରି ମନରେ ଅବାଗତ ଭୟ ଓ ଆଶଙ୍କା ସୃଷ୍ଟି ହେବ । ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ଆଶଙ୍କା ରହିଛି । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୬ ।
ଚାଷୀ- ଚାଷ କାର୍ଯ୍ୟ ପାଇଁ ଚିନ୍ତିତ ରହିବେ । ରୋଗୀ- ଚର୍ମ ରୋଗ ପାଇଁ ଚିନ୍ତିତ ରହିବେ । ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ । କର୍ମଜୀବି- କାର୍ଯ୍ୟ ଭାର ବଢିବ । ବ୍ୟବସାୟୀ- ସଫଳତା ପାଇବେ । ଗୃହିଣୀ- ପୂଜା ପାଠରେ ମନ ଦେବେ ।

ତୁଳା – ଅଧିକାଂଶ ସମୟ ମନ ଅସ୍ଥିର ରହିବା କାରଣରୁ ଦୃଷ୍ଟି କୋଣ ବଦଳି ଯାଇପାରେ । ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ ଉଠିବା ପରି ଆଶଙ୍କା ଦେଖା ଦେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୧ ।
ଚାଷୀ- କିଟନାଶକ ଔଷଧ ସଠିକ୍ ସମୟରେ ବ୍ୟବହାର କରନ୍ତୁ । ରୋଗୀ- କିଛି ଦିନ ପାଇଁ ସଜାଗ ରୁହନ୍ତୁ ।
ଛାତ୍ରଛାତ୍ରୀ- ବିଦ୍ୟା ଆରୋହଣ କରିବେ । କର୍ମଜୀବି- ସମ୍ମାନ ମିଳିବ । ବ୍ୟବସାୟୀ- ସହଯୋଗକୁ ହାତଛଡା କରନ୍ତୁ ନାହିଁ । ଗୃହିଣୀ- ପୂଜା ପାଠରେ ବ୍ୟସ୍ତ ରହିବେ ।

ବିଛା – ରାଶିରେ ଦୁର୍ବଳତା ପ୍ରଭାବରୁ ଦୁର୍ଭାବନା ଜନିତ ଅଭାବ ଅସୁବିଧା ନ ଥିଲେ ମଧ୍ୟ ମନଡା ଗୋଳେଇଘାଣ୍ଟି ଲାଗିବ । ଅନ୍ୟ କଥାରେ ଭାସି ନ ଯାଇ ଲୋକଙ୍କୁ ପରଖି ଯାହା କରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।
ଚାଷୀ- ଚାଷ କାର୍ଯ୍ୟରେ ପାଇଁ ସଜାଗ ରୁହନ୍ତୁ । ରୋଗୀ- ସାମାନ୍ୟ ସୁସ୍ଥ ରହିବ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- ଅର୍ଥ ହାନୀ ହେବ । ବ୍ୟବସାୟୀ- ସହ-ଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

ଧନୁ – ଧନସ୍ଥାନସ୍ଥ ବଳବାନ୍ ଶନି ହେତୁ ଜମା ଅଭାବ ଅନୁଭବ କରିପାରିବେ ନାହିଁ । ଯେତେବେଳେ ଯାହା ଚାହିଁବେ ତାହା ପାଇପାରିବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ ।
ଚାଷୀ- କିଟ ପ୍ରତି ସଜାଗ ରୁହନ୍ତୁ । ରୋଗୀ- ସୁସ୍ଥ ରହିବେ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ ।
କର୍ମଜୀବିି- କାର୍ଯ୍ୟ ବଢିବ । ବ୍ୟବସାୟୀ- ଅସଫଳ ହେବେ । ଗୃହିଣୀ- ଧର୍ମ କାର୍ଯ୍ୟ କରିବେ ।

ମକର – ଘର ଲୋକ ହୁଅନ୍ତୁ କିମ୍ବା ବାହାର ଲୋକ ହୁଅନ୍ତୁ, ସଭିଏ ଆପଣଙ୍କ କଥାକୁ ମାନି ଚଳିବେ । କର୍ମକ୍ଷେତ୍ରରେ ସାମସ୍ୟାରୁ ମୁକୁଳି ଯାଇ ପାରନ୍ତି । ଶୁଭ ରଙ୍ଗ ଧାଳା । ଶୁଭ ଅଙ୍କ ୯ ।
ଚାଷୀ- ସଠିକ୍ ପରାମର୍ଶ ପାଇଁ କୃଷି ବିଭାଗ ସହ ସଂଯୋଗ ରଖନ୍ତୁ । ରୋଗୀ- ସାମନ୍ୟ ସୁସ୍ଥ ଅନୁଭବ କରିବେ ।
ଛାତ୍ରଛାତ୍ରୀ – ବିଦ୍ୟାରେ ମନ ଦେବେ ନାହିଁ । କର୍ମଜୀବି- ଅର୍ଥ ପ୍ରାପ୍ତି ହେବ । ବ୍ୟବସାୟୀ- ସୁଯୋଗ ହାତ ଛଡା ହୋଇଯିବ । ଗୃହିଣୀ- ସୁଖୀ ରହିବେ ।

କୁମ୍ଭ – ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ବହୁ ସମ୍ଭାବନା ରହିଛି । ବିନା ଖର୍ଚ୍ଚରେ କିମ୍ବା ସରଳ ଓ ସହଜରେ କୌଣସି କାମ ହାସଲ କରିବା ଆଜି ଦୁରୂହ ହୋଇପଡିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।
ଚାଷୀ- ଜଳସଞ୍ଚୟ କରନ୍ତୁ । ରୋଗୀ- ସୁସ୍ଥ ରହିବେ । ଛାତ୍ରଛାତ୍ରୀ- ପାଠପଢାରେ ମନ ଦେବେ ।
କର୍ମଜୀବି- ସମ୍ମାନିତ ହେବେ । ବ୍ୟବସାୟୀ- ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଗୃହିଣୀ- ଆଣ୍ଠୁବଥା ହୋଇପାରେ ।

ମୀନ – କେତୁଙ୍କ କୁପ୍ରଭାବରୁ କର୍ମକ୍ଷତ୍ର ସକାଶେ ସାମୟିକ ଚିନ୍ତିତ ରହିବେ କିନ୍ତୁ ପରକ୍ଷଣରେ ସବୁ କିଛି ଠିକ୍ ହୋଇଯିବ । ଲେଖାପଢାରେ ସମସ୍ୟା ସମାଧାନ ହୋଇଯିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ଞ୍ଜ ।
ଚାଷୀ- କୃଷି ବିଭାଗ ସହ ସଂଯୋଗ ରଖନ୍ତୁ । ରୋଗୀ- ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଛାତ୍ରଛାତ୍ରୀ- ବିଦ୍ୟାରେ ମନ ଦେବେ । କର୍ମଜୀବି- କର୍ମରେ ସଫଳତା ମିଳିବ । ବ୍ୟବସାୟୀ- ସୁଯୋଗ ହାତ ଛଡା ହୋଇଯିବ । ଗୃହିଣୀ- କାର୍ଯ୍ୟ ବ୍ୟସ୍ତ ରହିବେ ।

   Related Posts