ଫେବୃଆରୀ ୧୪ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 14, 2020 IST

ମେଷ– ମନ ଉତ୍ସାହିତରହିବ । ଅଫିସରେ କୌଣସି ସହଯୋଗୀଙ୍କ ସହିତ ଭଲ ପରିଚୟ ରହିବ ।କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ ।ଶୁଭ ରଙ୍ଗ ଲାଇଟ୍‌ ଗ୍ରୀନ୍‌ ।ଶୁଭଅଙ୍କ ୬ ।

ବୃଷ–କୌଣସି ବଡବ୍ୟକ୍ତିଙ୍କ ସହିତ ମିଶିବା ଲାଭପ୍ରଦ ଏବଂଶିକ୍ଷା କ୍ଷେତ୍ରରେ ଉନ୍ନତି ହୋଇପାରେ ।ପ୍ରେମ ପ୍ରସଙ୍ଗରେ ଖୁସି ରହିବେ ।ବ୍ୟବସାୟରେ ଅଳ୍ପ ମାତ୍ରାରେ କ୍ଷତିହେବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

ମିଥୁନ – ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ ।କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସହିତ ଉତ୍ତମ ଆଚରଣ ଦେଖାନ୍ତୁ ।କୋର୍ଟ କଚେରୀ ମାମଲା ଠାରୁ ଦୂରେଇ ରହନ୍ତୁ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

କର୍କଟ– ପୁରୁଣାବନ୍ଧୁଙ୍କ ସହିତ ସାକ୍ଷାତ୍‌ ଆଲୋଚନା କରିପାରନ୍ତି । ନୂଆକାର୍ଯ୍ୟରେ ରୁଚି ବଢିବ । ଅଫିସରେ ଉଚ୍ଚ ଅଧିକାରୀଙ୍କଠାରୁ ପ୍ରଶଂସାର ପାତ୍ରହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।ଶୁଭ ରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୮ ।

ସିଂହ –କୌଣସି ଜରୁରୀ କାମ ପୂରାହେବ । ଘରକୁ ଅତିଥି ଆସିପାରନ୍ତି ।ବିବାହିତଙ୍କ ଲାଗି ଦିନଟି ଭଲ ।ସ୍ୱାଦିଷ୍ଟ ଖାଦ୍ୟ ଭୋଜନ କରିବେ ।କୌଣସି କାର୍ଯ୍ୟ ଆରମ୍ଭରୁ ବଡ ଲୋକଙ୍କ ରାୟ ନେଇ ଯିବା ଉଚିତ୍‌ ।ଶୁଭ ରଙ୍ଗ ନୀଳ ।ଶୁଭ ଅଙ୍କ ୨ ।

କନ୍ୟା–ଉତ୍ତମ ବ୍ୟବହାର ଲାଗି ସମସ୍ତଙ୍କର ପ୍ରିୟହେବେ ।ବ୍ୟବସାୟୀଙ୍କ ଲାଗି ଦିନଟିଭଲ । ପାରିବାରିକ ଜୀବନ ସୁଖମୟ ।ବଡ ଭାଇ ଭଉଣୀଙ୍କ ସାହାଯ୍ୟ ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ତୁଳା–ସକାରାତ୍ମକକାମରେ ମନ ଲଗାନ୍ତୁ । ଦୁଶ୍ଚିନ୍ତାରୁ ମୁକ୍ତି ପାଇବେ । ଅଧ୍ୟାପକବର୍ଗଙ୍କୁ ଭଲ ସୁଯୋଗମିଳିବ ।ବ୍ୟବସାୟରେ ପରିବର୍ତ୍ତନ ଆସିବ । ପତ୍ନୀଙ୍କସାହାର୍ଯ୍ୟ ଆପଣଙ୍କୁଲାଭ ଦେବ ।ଶୁଭରଙ୍ଗବ୍ରାଉନ୍‌ । ଶୁଭ ଅଙ୍କ ୭ ।

ବିଛା–କାର୍ଯ୍ୟ ସମାପ୍ତ ଲାଗି ନୂଆ ଉପାୟ ମିଳିବ ।ବ୍ୟାବସାୟିକ କାର୍ଯ୍ୟରେ ଦୁର ଯାତ୍ରା କରିପାରନ୍ତି । ପ୍ରିୟ ବନ୍ଧୁଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ ।ଶୁଭ ରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୪ ।

ଧନୁ –ବିନା ବାଧାରେ କାମଶେଷ ହେବ ।ଉନ୍ନତିର ନୂଆ ମାର୍ଗ ଖୋଲିବ ।ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତି ବିଦେଶ ଯାଇପାରନ୍ତି ।ବିବାହ ପାଇଁଚିନ୍ତିତ ଥିଲେ, ଦୂର ହୋଇପାରେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୯ ।

ମକର–ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି ।ବନ୍ଧୁଙ୍କଠାରୁ ସାହାର୍ଯ୍ୟ ପାଇବେ ।ଜରୁରୀ କାମସମାପ୍ତ କରିବାରେ ସଫଳହେବେ ।ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୬ ।

କୁମ୍ଭ -ଆତ୍ମ ସମୀକ୍ଷାରେ ସମୟ ବିତିବ ।ଘରକୁ କୁଣିଆ ଆସିପାରନ୍ତି । ନୂଆକାମ ଆରମ୍ଭ କରିବାପୂର୍ବରୁ ଘର ଲୋକଙ୍କ ସହିତ ପରାମର୍ଶକରନ୍ତୁ ।ଯାନବାହନ ପ୍ରତିସଜାଗ ରୁହନ୍ତୁ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୨ ।

ମୀନ – ପୁରୁଣା ସଂପର୍କରୁ ଲାଭ ମିଳିବ ।ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ବଡ ପଦ ମିଳିପାରେ । ଅଧ୍ୟାପିକାଙ୍କ ଲାଗି ଧନ ଲାଭର ନୂଆରାସ୍ତା ଖୋଲିବ ।ଶୁଭରଙ୍ଗ ପିଚ୍‌ ।ଶୁଭ ଅଙ୍କ ୮ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.