ଫେବୃଆରୀ ୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | February 01, 2020 IST

ମେଷ–ସତ୍‌କର୍ମରେ ବ୍ୟୟକରି ଆତ୍ମସନ୍ତୋଷ କରିବେ । ଚଞ୍ଚଳ ସ୍ୱଭାବ ପାଇଁ ବିପଦରେ ପଡି ପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ ପୀଡା ଅନୁଭବ କରିବେ ।କୋମଳ ଭାଷା ପ୍ରୟୋଗ କରି ଶ୍ରୋତାମାନଙ୍କ ମନ କିଣିପାରନ୍ତି ।ଶୁଭରଙ୍ଗ ଲାଲ୍‌ ।ଶୁଭଅଙ୍କ ୨ ।

ବୃଷ– ଦେବ ଦର୍ଶନ ଶୁଭପ୍ରଦ ହେବ । ଧନ ସହିତ ଦ୍ରବ୍ୟଲାଭର ସୂଚନା ମିଳୁଛି ।ଲୋକପ୍ରିୟ ହେବେ ।ସରକାରୀସ୍ତରରେ ସମ୍ମାନିତ ହେବେ ।କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।

ମିଥୁନ – ସୁଯୋଗର ସଦୁପଯୋଗ କରିପାରନ୍ତି । ପରିବାରର ମୁଖ୍ୟ ଭାବେ ବହୁ ସମ୍ମାନର ଅଧିକାରୀ ହେବେ । ମନ ପ୍ରସନ୍ନ ରହିବ ।ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ଓ ପାରିବାରିକ ସ୍ନେହ ରହିବ । ଶୁଭରଙ୍ଗ ଗ୍ରୀନ୍‌ ।ଶୁଭ ଅଙ୍କ ୩ ।

କର୍କଟ–ଉପୁଜିଥିବା ସମସ୍ୟାର ସମାଧାନ ହେବ ।ଭ୍ରମଣ ସୁଖଦାୟକ ହେବ ।ଭାଗ୍ୟଶାଳୀ ହୋଇପାରନ୍ତି । ଦିନଟି ଭୋଗ-ବିଳାସରେ ଅତିବାହିତ ହେବ । ସୁଖ ସମୃଦ୍ଧି ପୂର୍ଣ୍ଣଜୀବନ ଯାପନ କରିବେ । ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୪ ।

ସିଂହ –ସାବଧାନ ନ ରହିଲେସୁଯୋଗ ଦୁର୍ଯୋଗରେ ପରିଗଣିତହୋଇପାରେ ।ସାମୟିକଭାବେଭୟାତୁରହୋଇପାରନ୍ତି ।ସ୍ୱାଭିମାନୀହେବେ ।ଜଳଯାତ୍ରାଶୁଭ ଦାୟକ ନୁହେଁ । ଯୁଗ୍ମବ୍ୟବସାୟଲାଭଜନକହେବ ।ଶୁଭରଙ୍ଗ ପିଚ୍‌ ।ଶୁଭ ଅଙ୍କ ୬ ।

କନ୍ୟା–ଜଟିଳ ସମସ୍ୟାର ସମାଧାନ ହେବ । ହିତକାର ମିତ୍ରମାନଙ୍କ ସାନ୍ନିଧ୍ୟ ମିଳିବ ।ବ୍ୟବସାୟ ଲାଭଜନକହେବ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂ ଭାବ ଜାଗ୍ରତ ହୋଇପାରେ । ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।

ତୁଳା–ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ ।ଈର୍ଷା ପରାୟଣ ହୋଇପାରନ୍ତି ।ଭାଇମାନଙ୍କ ଉପରେ ସ୍ନେହଭାବ ରହିବ ।ମାନସିକ ଶାନ୍ତିଫେରି ପାଇବେ ।ଚାକିରିରେ ସୁନାମ ଅର୍ଜନ କରିବେ ।ଶୁଭରଙ୍ଗ ପିଙ୍କ୍‌ ।ଶୁଭ ଅଙ୍କ ୧ ।

ବିଛା–କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ହେବେ ନାହିଁ ।ମନରେଜା ତ ଉଦ୍‌ବେଗକୁ ଚାପିରଖିବାକୁ ପଡିବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି ।ବ୍ୟବସାୟରୁ ପ୍ରଚୁର ଧନଭାବହେବ ।ଶୁଭରଙ୍ଗଲାଲ୍‌ ।ଶୁଭ ଅଙ୍କ ୭ ।

ଧନୁ –ସ୍ଥିରସ୍ୱଭାବ ଯୋଗୁଁ କଳହରେ ଜଡିତ ନ ହୋଇ ପାରନ୍ତି । ଉଦାର ପ୍ରକୃତିର ହେବେ । ଦାନ-ଧର୍ମକୁ ଶ୍ରେଷ୍ଠ ଧର୍ମଭାବେ ବିବେଚିତ କରିବେ । ସୁଖୀ ଓ ଶୋଭନ ବ୍ୟକ୍ତିତ୍ୱର ନିଦର୍ଶନ ହୋଇପାରନ୍ତି । ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୩ ।

ମକର– ଦେବୀ ଦର୍ଶନ କରିସୁଖୀହେବେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ମନ ପ୍ରସନ୍ନ ରହିବ । ଥଣ୍ଡା କଫ ଜନିତସମସ୍ୟା ଦୂରହେବ ।ସାନ ଭାଇଙ୍କଠାରୁ ଆଦର ମିଳିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

କୁମ୍ଭ -ଦେବୀ ଦର୍ଶନର ସୌଭାଗ୍ୟ ଅଛି । ଆଳସ୍ୟ ଅନୁଭବ କରିବେ । ଭାଗ୍ୟଶାଳୀ ହୋଇ ପାରନ୍ତି । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ଧନାଗମ ହେବ ।ଶୁଭରଙ୍ଗ କ୍ରୀମ୍‌ ।ଶୁଭ ଅଙ୍କ ୨ ।

ମୀନ – ଶୁକ୍ରଗ୍ରହଙ୍କ ଆର୍ଶୀବାଦରୁ ସୌଭାଗ୍ୟ ବୃଦ୍ଧିହେବ ।ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି ।ସୈନିକମାନଙ୍କ ମନୋବଳ ବୃଦ୍ଧିହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୫ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.