ଜାନୁଆରୀ ୩୦ ତାରିଖ, ଗୁରୁବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | January 30, 2020 IST

ମେଷ–ବହୁମିତ୍ରଙ୍କସାନ୍ନିଧ୍ୟ ମିଳିପାରେ । ଧନ ପ୍ରାପ୍ତିରସୂଚନାମିଳୁଛି । ସମ୍ମାନିତ ହୋଇପାରନ୍ତି ।ଉନ୍ନତିମାର୍ଗରେ ଅଗ୍ରଗାମୀହେବେ । ପ୍ରମାଦ ପ୍ରିୟହେବେ ।ସନ୍‌ମାର୍ଗୀହୋଇପାରନ୍ତି ।ଶୁଭରଙ୍ଗଲାଲ୍ ।ଶୁଭଅଙ୍କ ୩ ।

ବୃଷ–କର୍ତ୍ତବ୍ୟ ପରାୟଣହୋଇ ଆଗକୁବଢିବେ ।କାର୍ଯ୍ୟରେସଫଳତାଲାଭକରିବେ ।କର୍ମକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ ।କର୍ମତତ୍ପରତା ପ୍ରକାଶ ପାଇବ ।ଗୃହରେଶାନ୍ତିରବାତାବରଣସୃଷ୍ଟିହୋଇପାରେ ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୫ ।

ମିଥୁନ - ଘାତଚନ୍ଦ୍ରଭୋଗହେଉଥିବାରୁସତର୍କରେଚଳିବାକୁ ପଡିବ ।ସୁଲକ୍ଷଣୀ ପତ୍ନୀଙ୍କସହସଂପର୍କବୃଦ୍ଧିହେବ । ଧନ ବୃଦ୍ଧିରସୂଚନାମିଳୁଛି । ଦେବ-ଦ୍ୱିଜ ପରାୟଣହେବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୮ ।

କର୍କଟ– ଯୁକ୍ତି-ତର୍କରେ ସମ୍ମୁଖୀନ ହୋଇପାରନ୍ତି ।ସାମାନ୍ୟଶାରିରୀକକ୍ଲେଶ ଅନୁଭବକରିବେ । ଅଷ୍ଟମଚନ୍ଦ୍ରଭୋଗହେତୁସତର୍କରେଚଳିବାକୁ ପଡିବ ।ରୋଜଗାରବ୍ୟବସାୟଲାଭହୋଇପାରେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୨ ।

ସିଂହ –କାର୍ଯ୍ୟକ୍ଷେତ୍ରରେ ଅଗ୍ରଗାମୀହୋଇପାରନ୍ତି ।ବନ୍ଧୁମିଳନଘଟିବାରସୂଚନାମିଳୁଛି ।ସାଧନାରେସିଦ୍ଧି ପ୍ରାପ୍ତ କରିବେ ।ମୂଲ୍ୟବାନ୍ ଦ୍ରବ୍ୟଲାଭହେବ ।ଲକ୍ଷ୍ମୀବରଦାୟିକା ଅଛନ୍ତି ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୭ ।

କନ୍ୟା– ଯାତ୍ରାଶୁଭଦାୟକହେବ । ଦରକାରୀ ଦ୍ରବ୍ୟକ୍ରୟକରିପାରନ୍ତି ।ବ୍ୟବସାୟରେଲାଭବାନ୍‌ହେବେ ।ଗୃହରେଶାନ୍ତିରବାତାବରଣସୃଷ୍ଟିହେବଏବଂଉପୁଜିଥିବାସମସ୍ୟା ଦୁରହେବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୪ ।

ତୁଳା–ନିର୍ଭୀକଭାବେକାର୍ଯ୍ୟସମ୍ପାଦନ କରିବେ ।ସାମୟିକଭାବେ ଆତ୍ମଗୋପନ କରିପାରନ୍ତି ।ମାନ୍ୟତା ପ୍ରାପ୍ତ ପାଇଉତ୍‌ଫୁଲ୍ଲିତହେବେ । ପାରିବାରିକସୁଖ-ଶାନ୍ତି ଅବ୍ୟାହତରହିବ ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୨ ।

ବିଛା–ଶ୍ରୀଚନ୍ଦ୍ରଭୋଗହେଉଥିବାରୁଉତ୍ତମଭୋଜନରେ ଆପ୍ୟାୟିତହେବେ ।ବନ୍ଧୁକିମ୍ବାସରକାରୀସାହାର୍ଯ୍ୟ ପାଇଲାଭବାନ୍‌ହୋଇପାରନ୍ତି ।ଚିନ୍ତାଧାରାଉନ୍ନତମାନରହେବ ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୩ ।

ଧନୁ – ଅର୍ଥ ପ୍ରାପ୍ତିରସୁଯୋଗ ଅଛି ।କର୍ମକ୍ଷେତ୍ର ଉଜ୍ଜ୍ୱଳମୟହେବ ।ସୁଖ-ସମୃଦ୍ଧିପୂର୍ଣ୍ଣଜୀବନ ଯାପନ କରିପାରନ୍ତି ।ବ୍ୟବସାୟଲାଭଜନକହେବ ।ବିଭିନ୍ନ ଦିଗରୁସାହାର୍ଯ୍ୟପ୍ରାପ୍ତ ହୋଇପାରେ ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୫ ।

ମକର–ସ୍ୱଭାବରେସାମୟିକ ଅସ୍ଥିରତା ଦେଖା ଦେଇପାରେ । ଆଳସ୍ୟ ପରାୟଣହୋଇପାରନ୍ତି ।ଉନ୍ନତି ପଥର ଯାତ୍ରାସହଚିନ୍ତାଧାରାଉନ୍ନତମାନରହୋଇପାରେ ।ସୁଖ-ଶାନ୍ତିମିଳିବ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୧ ।

କୁମ୍ଭ  -ଜନ ସାଧାରଣଙ୍କକଲ୍ୟାଣଭାଜନ ଓ ଧନବାନ୍‌ଏବଂଗୁଣଜ୍ଞହେବେ । ମନ ପ୍ରସନ୍ନରହିବ ।ସାଧନାରେସିଦ୍ଧିଲାଭକରିବେ । ପ୍ରୀତିଲାଭକରିପାରନ୍ତି । ଅର୍ଥ ପ୍ରାପ୍ତିରସୂଚନାମିଳୁଛି ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୯ ।

ମୀନ - ଘାତଚନ୍ଦ୍ରଭୋଗହେତୁଶିବଙ୍କ ଆରାଧନା ଆବଶ୍ୟକ ।ମନରେ ଅଶାନ୍ତିସୃଷ୍ଟିହୋଇପାରେ । ଅଧିକବ୍ୟୟର ସମ୍ମୁଖୀନ ହେବେ ।ଶ୍ରେଷ୍ଠ ପଦ-ପଦବୀରେ ଆସୀନ ହୋଇପାରନ୍ତି ।ଶୁଭରଙ୍ଗୟେଲୋ ।ଶୁଭ ଅଙ୍କ ୪ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.