Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||

ଜାନୁଆରୀ ୨୨ ତାରିଖ, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

22/01/2020 at 6:45 AM

ମେଷ– ପର ଚର୍ଚ୍ଚାକରିପାରନ୍ତି । ସାମାନ୍ୟ ଦେହ ପୀଡା ଅନୁଭବକରିବେ ।ସ୍ୱାଭିମାନୀହେବେ । ଯାନବାହନ ଚଳାଚଳରେ ସତର୍କତା ଆବଶ୍ୟକ । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ ।ଶୁଭରଙ୍ଗ ୟେଲୋ ।ଶୁଭଅଙ୍କ ୭ ।


ବୃଷ– ପ୍ରୀତିଲାଭକରିବେ ।ସୁସମ୍ବାଦ ପାଇଖୁସିହେବେ ।ସୁସ୍ଥ ଓ ନିରାମୟ ଜୀବନ ଯାପନ କରିପାରନ୍ତି ।ଉପକାରୀବନ୍ଧୁମାନଙ୍କସାନ୍ନିଧ୍ୟ ମିଳିବ ।କାର୍ଯ୍ୟର ସଫଳରୂପାୟନ କରିବାରେ ସିଦ୍ଧହସ୍ତ ହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୬ ।


ମିଥୁନ – କୌଣସିକାରଣରୁ କ୍ରୋଧିତ ହୋଇପାରନ୍ତି ।ଲକ୍ଷ୍ୟହାସଲ କରିବାରେ ସକ୍ଷମହେବେ ।ବହୁଶୁଭ ଫଳରେ ଆଶାୟୀ ହୋଇପାରନ୍ତି । ଆର୍ଥିକ ସ୍ଥିତି ମଜଭୂତ ରହିବ । ଶୁଭରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୨ ।


କର୍କଟ–ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢିବେ । ମନ ସ୍ଥିର କରି କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୮ ।


ସିଂହ –କୃଷି କାର୍ଯ୍ୟଲାଭ ଦେୟ ହେବ । ଯାନବାହନ ସୁଖମିଳିବ । ଗୃହ ପରିବେଶ ପ୍ରଦୂଷଣ ମୁକ୍ତରହିବ ।ଭାଗ୍ୟଶାଳୀ ହୋଇପାରନ୍ତି । ବିଶ୍ୱାସୀ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ । ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୫ ।


କନ୍ୟା– ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । ମୂଲ୍ୟବାନ୍‌ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ରହିବ । ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହେବ ।ଶୁଭ ରଙ୍ଗଲାଲ୍‌ ।ଶୁଭ ଅଙ୍କ ୧ ।


ତୁଳା–ଆଳସ୍ୟ ପରାୟଣ ହୋଇପାରନ୍ତି ।କାର୍ଯ୍ୟ ବିଳମ୍ବିତ ହୋଇପାରେ । ବନ୍ଧୁଙ୍କ ଉପରେ ସନ୍ଦେହ ଆରୋପ କରିପାରନ୍ତି ।ଗୁଣବାନ୍‌ ହୋଇପାରନ୍ତି ।ଭାଗ୍ୟଶାଳୀ ହେବେ ।ଶୁଭରଙ୍ଗଗ୍ରୀନ୍‌ ।ଶୁଭ ଅଙ୍କ ୪ ।


ବିଛା–ଶ୍ରୀଚନ୍ଦ୍ରଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ ।ବନ୍ଧୁ କିମ୍ବା ସରକାରୀ ସାହାଯ୍ୟ ପାଇ ଲାଭବାନ୍‌ ହୋଇପାରନ୍ତି ।ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗ ମେରୁନ୍‌ ।ଶୁଭ ଅଙ୍କ ୩ ।


ଧନୁ – ଆଶାବାଦୀ ହୋଇପାରନ୍ତି । ପାରିବାରିକ ଶାନ୍ତି ମିଳିବ ।ବିଭିନ୍ନ ଦିଗରୁ ସାହାଯ୍ୟ ମିଳିପାରେ । ବ୍ୟବସାୟରେ ପ୍ରଭୂତ ଉନ୍ନତି ଘଟିବ । ଖର୍ଚ୍ଚାନ୍ତ ହେବେ ।କର୍ମକ୍ଷେତ୍ର ଉଜ୍ଜ୍ୱଳମୟ ହେବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୯ ।


ମକର– ଆୟ ପରିମାଣବୃଦ୍ଧି ପାଇବ । ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି ।ବ୍ୟବସାୟ ଲାଭଜନକ ହେବ । ଦୃଢ ସଂକଳ୍ପ ନେଇ କାର୍ଯ୍ୟକରିବେ । ଉଚ୍ଚ ସମ୍ମାନ ଲାଭ କରିପାରନ୍ତି ।ଶୁଭ ରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୪ ।


କୁମ୍ଭ -ପରିଶ୍ରମ ମୂଲ୍ୟାଙ୍କନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି ।ସରକାରୀ ଅର୍ଥ ମିଳିପାରେ ।ଗୃହ ପରିବେଶ ଠିକ୍‌ରହିବ ।ଶୁଭ ରଙ୍ଗ ବ୍ରାଉନ୍‌ ।ଶୁଭ ଅଙ୍କ ୭ ।


ମୀନ – ଗୃହରେ ଆନନ୍ଦ-ଉତ୍ସବ ଲାଗି ରହିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି ।କର୍ମକୁଶଳତା ପ୍ରକାଶ ପାଇବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ଭୋଗବିଳାସରେ ସମୟ ଅତିବାହିତ କରିବେ ।ଶୁଭରଙ୍ଗ ଲାଲ୍‌ ।ଶୁଭ ଅଙ୍କ ୨ ।

   Related Posts