Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଡିସେମ୍ବର ୨୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

21/12/2019 at 6:45 AM

ମେଷ– ଧର୍ମ-କର୍ମସଂପାଦନ କରିପାରନ୍ତି ।ମୌନାବତାରରେ କିଛିସମୟ ରହିବେ । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ ।ଶତ୍ରୁହନ୍ତା ହେବେ ।ଚାକିରିକ୍ଷେତ୍ରରେ ସୁନାମ ମିଳିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୪ ।

ବୃଷ–କୌଣସି କାରଣରୁ ବିଷାଦିତ ହୋଇପାରନ୍ତି । ଅନୁତପ୍ତ ହୋଇପାରନ୍ତି ।ହଠାତ୍‌ କିଛି ଅର୍ଥ ପାଇ ଉତ୍‌ଫୁଲ୍ଲିତହେବେ । ପ୍ରକୃତିଗତ ଚଞ୍ଚଳତାର ପରିପ୍ରକାଶ ଘଟିବ ।ବ୍ୟବସାୟରୁ ପ୍ରଚୁର ଧନଲାଭହେବ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୮ ।

ମିଥୁନ – ଆଲୋଚନା ମାଧ୍ୟମରେ କାର୍ଯ୍ୟକଲେ ସଫଳତା ମିଳିବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମରେ ଦୀକ୍ଷିତହେବେ ।ଉତ୍ତମବ୍ୟକ୍ତି ସମ୍ପନ୍ନ ହୋଇପାରନ୍ତି ।ବୁଦ୍ଧି ପ୍ରୟୋଗକରି କୃଷିକର୍ମ କରିବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୨ ।

କର୍କଟ–ବନ୍ଧୁମେଳରେ ରହିବା ସୁଖ ଦାୟକହେବ ।ଶ୍ରମ ସାର୍ଥକ ହେବ । ଆସ୍ତିକ ଚରିତ୍ରର ହୋଇପାରନ୍ତି । ଥଣ୍ଡା-କଫ ଜନିତ ସାମାନ୍ୟ କଷ୍ଟ ଅନୁଭବକରିପାରନ୍ତି ।ଶୁଭରଙ୍ଗ ପିଚ୍ ।ଶୁଭ ଅଙ୍କ ୬ ।

ସିଂହ –ମଧ୍ୟମ ଧରଣର ଶୁଭଫଳ ପ୍ରାପ୍ତ ହେବ । ଆଳସ୍ୟ ପରାୟଣ ହୋଇପାରନ୍ତି ।ଭାଗ୍ୟଶାଳୀହେବେ ।ଉତ୍ତମବ୍ୟକ୍ତି ଭାବେ ସାମାଜିକସ୍ତରରେ ଆଦରଣୀୟହେବେ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୮ ।

କନ୍ୟା –ଶ୍ରୀଚନ୍ଦ୍ରଭୋଗହେତୁ ଆୟ ଆଶାନୁରୂପ ହେବ । ମିଷ୍ଟାନ୍ନଭୋଜନରେ ଆପ୍ୟାୟିତହେବେ । ଐଶ୍ୱର୍ଯ୍ୟ ଯୁକ୍ତହେବେ । ଯୁଦ୍ଧ ବା ମୋକଦ୍ଦମାରେ ବିଜୟୀହେବେ । ନୂଆ ବନ୍ଧୁ ଜୁଟିବେ ।ଶୁଭ ରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୨ ।

ତୁଳା–ଉପୁଜି ଥିବା ଅସୁବିଧା ଦୂରହେବ । ଅଧିକବ୍ୟୟର ସମ୍ମୁଖୀନ ହୋଇପାରନ୍ତି ।ଚଞ୍ଚଳସ୍ୱଭାବରହେତୁ ଅସୁବିଧାରେ ପଡିପାରନ୍ତି ।କୋମଳଭାଷାବ୍ୟବହାରକରି ପରକୁ ଆପଣାରକରିବେ । ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୫ ।

ବିଛା–କାର୍ଯ୍ୟ ଦକ୍ଷତାବୃଦ୍ଧି ପାଇବ । ଆତ୍ମସନ୍ତୋଷଲାଭକରିବେ । ଯଶସ୍ୱୀହେବେ ।ଲୋକପ୍ରିୟତା ଅର୍ଜନ କରିବେ ।ସରକାରୀସ୍ତରରେ ସମ୍ମାନିତ ହେବେ ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୧ ।

ଧନୁ –ମନରେ ଦେଖା ଦେଇ ଥିବା ଭ୍ରାନ୍ତ ଦୂରହେବ । ପରିଶ୍ରମର ମୂଲ୍ୟମିଳିବ ।କୁଳ ଉଜ୍ଜ୍ୱଳକାରୀହେବେ ।ବ୍ୟବସାୟ ଲାଭଜନକହେବ । ଯଶସ୍ୱୀହେବେ ।ସ୍ୱାସ୍ଥ୍ୟ ଅସୁସ୍ଥରହିବ ।ଶୁଭରଙ୍ଗ ଗ୍ରୀନ୍ ।ଶୁଭ ଅଙ୍କ ୮ ।

ମକର– ଆୟ-ବ୍ୟୟ ସମାନ୍ତରାଳରେ ଗତିକରିବ ।ଭାଗ୍ୟଶାଳୀହେବେ । ଦିନଟିଭୋଗ-ବିଳାସରେ ଅତିବାହିତ ହେବ ।ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୬ ।

କୁମ୍ଭ -ମନରେ ଭକ୍ତି ଭାବଜାଗ୍ରତ ହେବ । ସ୍ୱାଭିମାନୀ ହୋଇପାରନ୍ତି । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।ଖର୍ଚ୍ଚାନ୍ତ ହେବାର ସୂଚନା ମିଳୁଛି । ପ୍ରତିହିଂସା ପରାୟଣ ହେବେ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

ମୀନ – ସ୍ମରଣଶକ୍ତି ହାନି ଘଟିପାରେ ।ମନରେ ଅହଂ ଭାବଜାଗ୍ରତ ହେବ ।ବ୍ୟବସାୟ ଲାଭଜନକ ହୋଇପାରେ ।ମନରେ ଅହଂଭାବ ପ୍ରବେଶ କରିପାରେ ।ଚିନ୍ତାଧାରା ଉନ୍ନତମାନର ହେବ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୩ ।

   Related Posts