ମେଷ–ସୁଯୋଗର ଉପଯୋଗ କରିପାରନ୍ତି । ଶ୍ରମସାର୍ଥକ ହୋଇପାରେ । ଶୁଭଖବର ପାଇ ପ୍ରଫୁଲ୍ଲିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍କର୍ମରେ ନିଜକୁ ନିୟୋଜିତ କରିବେ । ଶୁଭରଙ୍ଗ ପିଙ୍କ୍। ଶୁଭଅଙ୍କ ୨।
ବୃଷ–କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟିହେବ। ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ସୁସମ୍ବାଦ ପାଇ ଉତ୍ଫୁଲ୍ଲିତ ହେବେ।କାର୍ଯ୍ୟର ସଫଳରୂପାୟନ କରି ପ୍ରଶଂସାର ପାତ୍ରହେବେ।ଶୁଭରଙ୍ଗ ଧଳା।ଶୁଭ ଅଙ୍କ ୧।
ମିଥୁନ – ଭଲ ରୋଜଗାର ହେବାର ସୂଚନା ମିଳୁଛି। ଜନ ସଂପର୍କ ବୃଦ୍ଧି ପାଇବ।କାର୍ଯ୍ୟରେ ସଫଳତା ଲାଭ କରିବେ।କ୍ଷମତାର ଅଭିବୃଦ୍ଧି ଘଟାଇ ତା’ର ସଦ୍ବ୍ୟବହାର କରିପାରନ୍ତି । ଶୁଭରଙ୍ଗ ଲାଲ୍।ଶୁଭ ଅଙ୍କ ୬।
କର୍କଟ– ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ। ଅନାଦର ହୋଇପାରନ୍ତି।ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ।ଅର୍ଥ ଟାଣ-ଟୁଣ ରହିବ।କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭମିଳିବ। ଶୁଭରଙ୍ଗ ନାରଙ୍ଗୀ।ଶୁଭ ଅଙ୍କ ୯।
ସିଂହ – ଅନିଶ୍ଚିତତା ଅନୁଭବ କଲେବି ଉଦ୍ୟମ ଜାରି ରଖିବେ।ସୁଖକର ଘଟଣାମାନ ଘଟିପାରେ।କର୍ମକ୍ଷେତ୍ରରେ ସଫଳତା ମିଳିବ।ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି।ଶୁଭ ରଙ୍ଗ କ୍ରୀମ୍।ଶୁଭ ଅଙ୍କ ୪।
କନ୍ୟା –ବିଭିନ୍ନସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ।ଶେଷରେ ଶତ୍ରୁକୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ।ସୁସମ୍ବାଦ ପାଇ ଖୁସି ହୋଇପାରନ୍ତି।ଶୁଭର ଙ୍ଗଲାଲ୍।ଶୁଭ ଅଙ୍କ ୭।
ତୁଳା– ଧନ ସମ୍ପଦ ଲାଭର ସୂଚନାମିଳୁଛି। ଅଧ୍ୟୟନ ରତ ହୋଇପାରନ୍ତି।ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।ଶୁଭଖବର ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।ଶୁଭ ରଙ୍ଗ ନୀଳ।ଶୁଭ ଅଙ୍କ ୩।
ବିଛା–ଯେ କୌଣସି କାର୍ଯ୍ୟ କଲେବି, ସେଥିରେ ସଫଳତା ପାଇଁ ବହୁଚେଷ୍ଟା କରିବାକୁ ହେବ। ପରିଶ୍ରମ ମୂଲ୍ୟ ମିଳିବ।ସନ୍ତାନ ସୁଖ ପ୍ରାପ୍ତ କରିବେ।କେତେକ କ୍ଷେତ୍ରରେ ଭୁଲ-ବୁଝାମଣାର ବଶବର୍ତ୍ତୀ ହୋଇ ପାରନ୍ତି।ଶୁଭ ର ଙ୍ଗକ୍ରୀମ୍।ଶୁଭ ଅଙ୍କ ୮।
ଧନୁ –ସଞ୍ଚୟର ଉପଯୋଗ କରିପାରନ୍ତି । କଳହ ଠାରୁ ନିଜକୁ ଦୂରେଇ ରଖିପାରନ୍ତି। ଆର୍ଥି କ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ। ଶୁଭକାର୍ଯ୍ୟ ପାଇ ବାତାବରଣ ଅନୁକୂଳ ରହିଛି।ଶୁଭ ରଙ୍ଗ ବ୍ରାଉନ୍।ଶୁଭ ଅଙ୍କ ୧।
ମକର–ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ। ତଥାପି ଭାଗ୍ୟର ପରିବର୍ତ୍ତନ ଆଶା କରାଯାଏ।ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ପରିବେଶ ସ୍ୱାସ୍ଥ୍ୟହାନିର କାରଣ ହୋଇପାରେ । ଶୁଭରଙ୍ଗ ଧୂସର।ଶୁଭ ଅଙ୍କ ୬।
କୁମ୍ଭ –ଧର୍ମ- ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ। ଉଚ୍ଚ ଆଶା ପୂରଣ ହୋଇପାରେ। ଭଲ ଆୟହେବ।ସ୍ୱାସ୍ଥ୍ୟ ଅତୁଟ ରହିବ।ଉତ୍ତମ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟି ପାରନ୍ତି। ଶୁଭରଙ୍ଗଗ୍ରୀନ୍।ଶୁଭ ଅଙ୍କ ୨।
ମୀନ – ମୂଲ୍ୟ ବାନ୍ ଦ୍ରବ୍ୟ ଲାଭ ହୋଇପାରେ। ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ। ଅଯଥା ବିତର୍କରେ ଭାଗ ନ ନେଇ ଚୁ ପ୍ରହିବା ଭଲ।ବନ୍ଧୁ ବିରୋଧର ସମ୍ମୁଖୀନ ହୋଇପାରନ୍ତି। ଶୁଭରଙ୍ଗ ପିଙ୍କ୍।ଶୁଭ ଅଙ୍କ ୪।