ଅକ୍ଟୋବର ୨୬ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 26, 2019 IST

ମେଷ – ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ । ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ । ଜୀବନରେ କିଛି ପରିର୍ବନ ହୋଇପାରେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୪ ।

ବୃଷ – ଆପଣଙ୍କ ପାଇଁ ଉନ୍ନତିର ପଥ ଖୋଲା ରହିଛି । ଉଚ୍ଚ ଅଧିକାରୀଙ୍କ ଆଗରେ ଆପଣଙ୍କ କଥା ରଖନ୍ତୁ, ସକାରାତ୍ମକ ଫଳ ମିଳିବ । ଛାତ୍ରଙ୍କ ଲାଗି ଦିନଟି ଅନୁକୁଳ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ମିଥୁନ - ଜୀବନକୁ ସରସ କରିବା ପାଇଁ ଭଲ ସୁଯୋଗ ମିଳିବ । ଅଫିସରେ ଆପଣଙ୍କ କାମରେ ସମସ୍ତେ ଖୁସି ରହିବେ । ବ୍ୟବସାୟରୁ ଲାଭ ମିଳିବାର ଆଶା ରହିଛି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୫ ।

କର୍କଟ – ଆପଣ ସତେଜ ଓ ସକ୍ରିୟ ରହିବେ । ବ୍ୟବସାୟରେ ନୂଆ ନୀତି ପ୍ରୟୋଗ କରିବେ । କୌଣସି ଖାସ୍ କାମରେ ଆପଣଙ୍କ ଯଥେଷ୍ଟ ଲାଭ ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ସିଂହ – ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ । ତାଙ୍କ ମାଧ୍ୟମରେ ଭବିଷ୍ୟତରେ ସଫଳତା ମିଳିବ । ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି । ପରିବାରରେ ଖୁସିର ବାତାବରଣ ରହିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୭ ।

କନ୍ୟା – ଆପଣ ନିଜକୁ ଭଲ ଭାବେ ପ୍ରସ୍ତୁତ କରିବେ । ପୁରୁଣା ମନୋକାମନା ପୂରା ହେବ । ଆର୍ଥିକ ସ୍ଥିତିରେ ସୁଧାର ହେବ । ଜୀବନସାଥୀଙ୍କ ସହିତ ଉମ ତାଳମେଳ ବଜାୟ ରହିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

ତୁଳା – ଖାସ୍ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍ ଆଲୋଚନା ହେତୁ କ୍ୟାରିୟରରେ ପରିର୍ବନ ହେବ । ବ୍ୟବସାୟରେ ଉନ୍ନତି ହେବ । ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୬ ।

ବିଛା – ପ୍ରଭୁଙ୍କ ଆରାଧନାରେ ମନରେ ସକାରାତ୍ମକ ଶକ୍ତି ସଂଚାର ହେବ । ଆପଣଙ୍କ କାମରେ ବରିଷ୍ଠଙ୍କ ସହ ଯୋଗ ମିଳିବ । ବ୍ୟବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ଧନୁ – ଜରୁରୀ କାମରେ ସଫଳତା ପାଇବେ । କ୍ୟାରିୟରରେ ଆଗକୁ ବଢିବା ପାଇଁ ରାସ୍ତା ଖୋଲିବ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜ୍ୱଳ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୫ ।

ମକର – ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ । କୌଣସି କାମ ଲାଗି ଯାତ୍ରା ଲାଭଦାୟକ ରହିବ । ଅଫିସରେ ସହକର୍ମୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ । ପାରିବାରିକ ଜୀବନ ସୁଖମୟ ହୋଇପାରେ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୩ ।

କୁମ୍ଭ - ଆପଣଙ୍କୁ ଭାଗ୍ୟର ସଂପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ । ଶତ୍ରୁଙ୍କୁ ପରାସ୍ତ କରିବେ । ଦାମ୍ପତ୍ୟ ଜୀବନରେ ପରିସ୍ଥିତି ଅନୁକୂଳ ରହିବ । ସ୍ୱାଦିଷ୍ଠ ଖାଦ୍ୟ ଭୋଜନ କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୨ ।

ମୀନ - ପିତାମାତାଙ୍କ ପରାମର୍ଶ ଆପଣଙ୍କ ଲାଗି ବରଦାନ ସାବ୍ୟସ୍ତ ହେବ । ଅଫିସରେ ପଦୋନ୍ନତି ଲାଗି ନୂଆ ସୁଯୋଗ ମିଳିପାରେ । ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ ରହିବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୯ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.