Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||
  • ସମ୍ବଲପୁର : ଜିପ୍ ଧକ୍କାରେ ଶିଶୁ ମୃତ୍ୟୁକୁ ନେଇ ଉତ୍ତେଜନା, ଚାଳକଙ୍କୁ ଅଟକ ରଖିଲା ପୋଲିସ
  • ||
  • ବଡବିଲ : ଭାରସାମ୍ୟ ହରାଇ ୨୫ଫୁଟ ଖାଇକୁ ଖସିଲା ଟ୍ରକ୍, ଡ୍ରାଇଭର ମୃତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍‌ କାରବାରର ପର୍ଦ୍ଦାଫାଶ, ୩ ଗିରଫ, ୯୬ ହଜାର ଜାଲ୍ ନୋଟ୍ ଜବତ
  • ||
  • କଟକ : IIFLରୁ ସୁନା ଲୁଟ୍ ମାମଲାରେ ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ, ମୁଖ୍ୟ କାର୍ପଟଦାର ଲାଲାର ଥିଲେ ସହଯୋଗୀ
  • ||

ଅକ୍ଟୋବର ୧୪ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

14/10/2019 at 8:27 AM

ମେଷ– ଦେବୀମାତାଙ୍କ ଧ୍ୟାନରେମନରସକାରାତ୍ମକଶକ୍ତିସଂଚାରହେବ । ଆପଣଙ୍କୁବଡଗାୟକଙ୍କରସହଯୋଗମିଳିବ । ଅଫିସକାମସମୟ ପୂର୍ବରୁ ପୁରାହୋଇଯିବ ।ଶୁଭରଙ୍ଗଗୋଲାପୀ ।ଶୁଭଅଙ୍କ ୮ ।

ବୃଷ– ପୁରୁଣା କଥାକୁନେଇଟିକେ ଅଶାନ୍ତ ରହିବେ ।କ୍ରୋଧ ଉପରେ ନିୟନ୍ତ୍ରଣରଖନ୍ତୁ । ଅନ୍ୟଥା ଆପଣଙ୍କକ୍ୟାରିୟରଉପରେ ପ୍ରଭାବ ପଡିବ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୧ ।

ମିଥୁନ – ଦିନଟିବଢିଆରହିବ ।ଜୀବନସାଥୀଙ୍କସହଯୋଗମିଳିବାହେତୁ ଆପଣଙ୍କ ମନ ଉତ୍ସାହଭରାରହିବ ।କାରବାରୀମାନଙ୍କୁ ଆଶାଠୁଁ ଅଧିକଲାଭମିଳିବ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୫ ।

କର୍କଟ– ଆପଣଙ୍କମନବଳ ଦୃଢରହିବ ।ଭାବିଥିବାକୌଣସିଜରୁରୀକାମସଂପୂର୍ଣ୍ଣହେବ । ପିଲା ଦିନରସାଙ୍ଗଙ୍କସହିତସାକ୍ଷାତ୍ ଆଲୋଚନାହେବ ।ଶୁଭରଙ୍ଗ ଆକାଶୀନୀଳ ।ଶୁଭ ଅଙ୍କ ୩ ।

ସିଂହ – ଆପଣଙ୍କସାମନାକୁ ଆସୁଥିବାବ୍ୟକ୍ତିଙ୍କରଶାରିରୀକଭାଷାକୁ ଅତିଶୀଘ୍ରବୁଝିନେବେ । ଆପଣଙ୍କୁକ୍ୟାରିୟର ପାଇଁକୌଣସି ନା କୌଣସି ଯାଗାରୁସୁଯୋଗମିଳିବ ।ଶୁଭରଙ୍ଗଗୋଲାପୀ ।ଶୁଭ ଅଙ୍କ ୧ ।

କନ୍ୟା –ଚାକିରୀବୃତ୍ତିରେ ପୁରୁଣାବିବାଦ ସମାପ୍ତ ହୋଇଯିବ ।ଆର୍ଥିକ ପକ୍ଷ ମଜଭୁତହେବ ।କୌଣସିବନ୍ଧୁ ଆପଣଙ୍କବିବାହ ସମ୍ବନ୍ଧରେ କଥାବାର୍ତ୍ତାକରିପାରନ୍ତି ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୨ ।

ତୁଳା– ଆପଣଙ୍କଜୀବନରେଖୁସିରବର୍ଷାହେବ । ପ୍ରିୟମିତ୍ରଙ୍କସହିତସମୟଭଲରେକଟିବ । ନିଜକାମରେଲାଭମିଳିପାରେ ।ବିଦ୍ୟାର୍ଥୀଙ୍କୁ ଅତିଶୀଘ୍ରସଫଳତାମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧ ।

ବିଛା–କାହାରିକୁହୃଦୟର କଥା କହିବାଲାଗି ଦିନଟିଭଲ । ପରିବାରରେଶାନ୍ତିବଜାୟରହିବ ।କାର୍ଯ୍ୟକ୍ଷେତ୍ରରେ ନୂଆବିଚାରଉପରେବିଶୁଦ୍ଧ କରିବାରସୁଯୋଗମିଳିବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୯ ।

ଧନୁ –ଆପଣଙ୍କଭିତରେ ନୂଆଉର୍ଜାସଂଚାରହେବ । ଆପଣଙ୍କ ଭଲ ବ୍ୟବହାରରେ ଆଖପାଖରଲୋକେ ପ୍ରଭାବିତହେବେ । ନୂଆବ୍ୟବସାୟ ପାଇଁଯୋଜନାକରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।

ମକର– ଅଧିକାରୀଙ୍କୁ ପ୍ରସନ୍ନକରିବା ପାଇଁ ଅଧିକ ପରିଶ୍ରମକରିବାକୁ ପଡିବ ।ବ୍ୟବସାୟକାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ ।ଖର୍ଚ୍ଚଉପରେ ନିୟନ୍ତ୍ରଣରଖନ୍ତୁ ।ଶୁଭରଙ୍ଗସବୁଜ ।ଶୁଭ ଅଙ୍କ ୩ ।

କୁମ୍ଭ  – ଦିନଟି ଆପଣଙ୍କଲାଗି ଅନୁକୂଳରହିବ । ଦୀର୍ଘ ଦିନର ଅଟକିଥିବା ପଇସା ପାଇବେ । ପରିବାରରେହର୍ଷଉଲ୍ଲାସ ଓ ତାଳମେଳବଜାୟରହିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।

ମୀନ – ଆପଣଙ୍କସହିତ ଭଲ ହିଁ ଭଲ ହେବ ।କୋର୍ଟକଚେରିମାମଲା ଆପଣଙ୍କ ପକ୍ଷରେହେବ । ଉଚ୍ଚ ଅଧିକାରୀଙ୍କସହିତ ଆପଣଙ୍କରସଂପର୍କହୋଇପାରେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

   Related Posts