Friday, November 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଟୋବର ୧୩ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ– ଆଲୋଚନାମାଧ୍ୟମରେଉପକୃତହୋଇପାରନ୍ତି । ଆଶାବାଦୀ ଓ ଭାଗୁଆଳିବ୍ୟବସାୟଲାଭଜନକହେବ ।ସମାନ୍ୟ ଅସୁସ୍ଥତା ଅନୁଭବକରିବେ ।ସତର୍କତାରରେରହିବା ଦିନଟି ।ଶୁଭରଙ୍ଗସିଲଭର୍ ।ଶୁଭଅଙ୍କ ୧ ।

ବୃଷ–ବନ୍ଧୁମେଳରେ ଆନନ୍ଦ ଅନୁଭବକରିବେ । ଧୈର୍ଯ୍ୟବାନ୍ହେବେ ।ବ୍ୟବସାୟଲାଭଜନକହେବ ।ସମାଜସେବାରେ ନିଜକୁ ନିୟୋଜିତକରିପାରନ୍ତି । ପତ୍ନୀଙ୍କ ପରାମର୍ଶରେଚଳିଲେକୃତକାର୍ଯ୍ୟହେବେ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୪ ।

ମିଥୁନ – କର୍ତ୍ତୃପକ୍ଷଙ୍କସହିତମତାନ୍ତରଘଟିପାରେ । ନିରବଭାବ ପ୍ରଦର୍ଶନ କରିପାରନ୍ତି ।ଭାଇମାନଙ୍କ ପ୍ରତିସ୍ନେହଭାବରହିବ ।ସ୍ୱାସ୍ଥ୍ୟଖରାପ ରହିବ ।ଶତ୍ରୁହନ୍ତାହୋଇପାରନ୍ତି ।ଚାକିରିକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କସହଯୋଗମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭

କର୍କଟ–ଅର୍ଥାଭାବ ଦୂରେଇ ଯିବ ।ଚଞ୍ଚଳ ପ୍ରକୃତିରହୋଇପାରନ୍ତି । ଆକସ୍ମିକ ଧନଲାଭରସୂଚନାମିଳୁଛି । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟାପ୍ରତି ଆଗ୍ରହୀହେବେ । ଆର୍ଥିକସ୍ରୋତବିଭିନ୍ନ ଦିଗରୁ ଆସିବ ।ଶୁଭରଙ୍ଗକଳା ।ଶୁଭ ଅଙ୍କ ୧ ।

ସିଂହ –ଭୟାତୁରହୋଇପାରନ୍ତି । ସୁଖ-ସମ୍ମାନ ଲାଭକରିବେ । ଉଦାର ପ୍ରକୃତିରହେବେ । ଦାନକୁଶ୍ରେଷ୍ଠ ଧର୍ମଭାବେବିବେଚିତକରିବେ ।ସ୍ୱାସ୍ଥ୍ୟଖରାପ ରହିବ । ପିଲାମାନେ ବୁଦ୍ଧିମାନ୍ହେବା ଆଶାକରାଯାଏ । ।ଶୁଭରଙ୍ଗବ୍ରାଉନ୍ ।ଶୁଭ ଅଙ୍କ ୪ ।

କନ୍ୟା –ଚିନ୍ତାମୁକ୍ତହେବେ । ମନ ପ୍ରସନ୍ନରହିବ ।ଈଶ୍ୱରବିଶ୍ୱାସୀହେବେ । ମଧୁରଭାଷୀହୋଇପାରନ୍ତି । ଥଣ୍ଡା କଫ ଜନିତସାମାନ୍ୟକ୍ଳେଶ ଅନୁଭବକରିପାରନ୍ତି ।ସାନଭାଇମାନଙ୍କଠାରୁ ଆଦର ସମ୍ମାନ ପାଇବେ ।ଶୁଭରଙ୍ଗଗୋଲଡେନ୍ ।ଶୁଭ ଅଙ୍କ ୯ ।

ତୁଳା–ମିଳିଥିବାସୁଯୋଗରଉପଯୋଗକରିବେ ।ସ୍ୱାଧୀନ ଚିନ୍ତାଧାରାନେଇକାର୍ଯ୍ୟକରିପାରନ୍ତି । ପରମଭାଗ୍ୟଶାଳୀହୋଇପାରନ୍ତି ।ସହନଶୀଳ ଓ ଉଦାରବିଦ୍ୟାପ୍ରେମୀହେବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୫ ।

ବିଛା–କାର୍ଯ୍ୟରେ ପ୍ରଗତିଘଟିବ । ସୁଖ-ସମ୍ମାନ ଲାଭକରିବେ ।ଶାରିରୀକଶକ୍ତିବୃଦ୍ଧିହୋଇପାରେ ।ବ୍ୟବସାୟରେକ୍ଷତିହେବ ।ଐଶ୍ୱର୍ଯ୍ୟଯୁକ୍ତଓ ମୋକଦ୍ଦମାରେବିଜୟୀହେବେ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୧ ।

ଧନୁ – ମନ ପ୍ରସନ୍ନରହିବ ।  ଥଣ୍ଡା କଫ ଜନିତସମସ୍ୟାରହିବ ।ଚଞ୍ଚଳସ୍ୱଭାବରଏବଂ କଥାଶୈଳୀରେ ପରକୁ ଆପଣାରକରିବାରେସକ୍ଷମହେବେ । ଅତିଥି ବନ୍ଧୁସତ୍କାରରେଖର୍ଚ୍ଚାନ୍ତ ହୋଇପାରନ୍ତି ।ଶୁଭରଙ୍ଗକଳା ।ଶୁଭ ଅଙ୍କ ୩ ।

ମକର– ପରିବେଶ ଆପଣଙ୍କ ପାଇଁଲାଭଦାୟକହେବ ।ରୋଜଗାର ଆଶାନୁରୂପ ରହିବ ।କାର୍ଯ୍ୟରେ ଯଶସ୍ୱୀହେବେ ।ଲୋକପ୍ରିୟତା ଅର୍ଜନ କରିପାରନ୍ତି ।ସରକାରୀସ୍ତରରେ ସମ୍ମାନିତ ହେବେ ।ଶୁଭରଙ୍ଗଗାଢ ନୀଳ ।ଶୁଭ ଅଙ୍କ ୮ ।

କୁମ୍ଭ  -କାର୍ଯ୍ୟକ୍ଷେତ୍ରରେବିଭିନ୍ନସ୍ତରରୁସହଯୋଗମିଳିବ । ପରିବେଶସୁରକ୍ଷା ପାଇଁକାର୍ଯ୍ୟକରିବେ ।କୁଳ ଉଜ୍ଜ୍ୱଳକାରୀହେବେ । ମନ ପ୍ରସନ୍ନରହିବ । ଦୟାଳୁସ୍ୱଭାବର ଓ ଉତ୍ତମବ୍ୟବସାୟୀ ଓ ଯଶସ୍ୱୀହେବେ ।ଶୁଭରଙ୍ଗକଳା ।ଶୁଭ ଅଙ୍କ ୨ ।

ମୀନ – ପରିବେଶବିତ୍ହୋଇପାରନ୍ତି ।ଭାଗ୍ୟଶାଳୀହେବେ ।ଭୋଗ-ବିଳାସରେ ଦିନ ବିତାଇ ପାରନ୍ତି ।ସୁଖ-ସମୃଦ୍ଧିପୂର୍ଣ୍ଣଜୀବନଯାପନ କରିପାରନ୍ତି ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୬ ।

372 Views

   ସମ୍ବନ୍ଧିତ ଖବର