Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

୧୫ ସେପ୍ଟେମ୍ବର, ଶନିବାର

15/09/2018 at 11:28 AM

ମେଷ – ଦୂରଯାତ୍ରା କରିପାରନ୍ତି । ମାନ ଅଭିମାନ ଦୂର ହେବ । ସକ୍ରର୍ମରେ ନିୟୋଜିତ ହୋଇପାରନ୍ତି । ଅକ୍ଲେଶରେ କାର୍ଯ୍ୟ ହାସଲ କରିବେ । ବିବାଦୀୟ ଘଟଣାରେ ବିଜୟୀ ହେବେ ।

ବୃଷ – ଉତ୍ସାହ ଉଦ୍ଦିପନା ମଧ୍ୟରେ କାର୍ଯ୍ୟ ସମ୍ପାଦନ କରିବେ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଚଞ୍ଚଳ ପ୍ରକୃତିର କନ୍ୟାଜାତ ହୋଇପାରେ । ପରଚର୍ଚ୍ଚାରୁ ବିରତ ହେବେ ।

ମିଥୁନ – ମୂଲ୍ୟବାନ ଦ୍ରବ୍ୟ ମିଳିପାରେ । ଏଥିପାଇଁ ଅପେକ୍ଷା କରିବାକୁ ପଡିବ । ଦିଅଁ ଦର୍ଶନ କରି ଆତ୍ମ ତୃପ୍ତି ଲାଭ କରିବେ । କେତେକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ ।

କର୍କଟ – ବନ୍ଧୁ ସହାୟତା ପାଇପାରନ୍ତି । ସୁଖ ସମ୍ମାନ ଲାଭ କରିବେ । ଆୟବୃଦ୍ଧିର ସୂଚନା ମିଳୁଛି । ଆକସ୍ମିକ ଭାବେ ଧନଲାଭ ହେବ । ବନ୍ଧୁମାନଙ୍କ ଦ୍ୱାରା ସମ୍ମାନିତ ହୋଇ ଖୁସି ହେବେ ।

ସିଂହ – ଯଶସ୍ୱୀ ହେବେ । ସମ୍ମାନିତ ହୋଇପାରନ୍ତି । ବିଳାସ ବ୍ୟସନରେ ଦିନଟି ଅତିବାହିତ କରିପାରନ୍ତି । ଯେକୌଣସି ସୂତ୍ରରୁ ଅର୍ଥାଗମ ହୋଇପାରେ । ଭଲ ଖବର ପାଇ ବ୍ୟତିବ୍ୟସ୍ତ ହେବେ ।

କନ୍ୟା – ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ଆୟ ଆଶାନୁରୂପ ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ନୂଆବନ୍ଧୁ ଜୁଟି ପାରନ୍ତି ।

ତୁଳା – ସୁଖ ସନ୍ତୋଷ ଲାଭ କରିପାରନ୍ତି । ମନୋବଳ ହ୍ରାସ ହେବ । ଖର୍ଚ୍ଚ ପରିମାଣ ବୃଦ୍ଧି ହେବ । ଭ୍ରାତୃଭାବ ଅତୁଟ ରହିବ । ଶ୍ରେଷ୍ଠ ପଦ-ପଦବୀରେ ଆରୂଢ଼ ହେବେ । ମହାଧନ ପ୍ରାପ୍ତିର ସୂଚନା ମିଳୁଛି ।

ବିଛା – ସେବା ମନୋଭାବ ଗ୍ରହଣ କରିପାରନ୍ତି ।ପାରିବାରିକ ସୁଖ ମିଳିବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଉନ୍ନତି ପଥରେ ଆଗକୁ ବଢ଼ିବେ । ଆର୍ଥିକ ସ୍ଥିତି ଦୃଢ଼ ହେବ । ବ୍ୟବସାୟରୁ ଲାଭ ମିଳିବ ।

ଧନୁ – ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବେ । ସେବାକ୍ଷେତ୍ରରେ ଅବତୀର୍ଣ୍ଣ ହେବେ । ପାରିବାରିକ ସୁଖ ମିଳିବ । ସରକାରୀ ସ୍ତରରେ ସମ୍ମାନିତ ହେବେ । ଉନ୍ନତି ପଥରେ ଆଗକୁ ବଢ଼ିବେ ।

ମକର – ନିଜ କାର୍ଯ୍ୟ ଆନନ୍ଦଦାୟକ ହୋଇପାରେ । ଶୁଭଖବର ପାଇ ଖୁସି ହୋଇପାରନ୍ତି । ଶାନ୍ତି ସନ୍ତୋଷ ଲାଭ କରିବେ । ଉନ୍ନତି ପଥରେ ଆଗକୁ ବଢିବେ । ଆନନ୍ଦରେ ଦିନଟି ଅତିବାହିତ ହେବ ।

କୁମ୍ଭ – ଆପଣଙ୍କ କାର୍ଯ୍ୟ କଳାପରେ ଶତ୍ରୁ ଆପଣାଛାଏଁ ପଶ୍ଚାତ୍ପଦ ଦେବେ । ଆକସ୍ମିକ ସମସ୍ୟା ଦେଖାଦେଇପାରେ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଅଷ୍ଟମଚନ୍ଦ୍ର ଭୋଗ ହେତୁ ସର୍ତକତାର ସହ ଚଳିବେ ।

ମୀନ – କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି । ବନ୍ଧୁ ମିଳନରେ ଉପକୃତ ହେବେ । ପୂଜାର୍ଚ୍ଚନାରେ ନିୟୋଜିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଆଗାମୀ ଦିନ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି ।

   Related Posts