ଅକ୍ଟୋବର ୮ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 08, 2019 IST

ମେଷ – ଦୂର ଭ୍ରମଣ କରିବେ । ବ୍ୟବସାୟରେ ସଫଳତା । କର୍ମ କ୍ଷେତ୍ରରେ ଉନ୍ନତି । ପାରିବାରିକ ସୌଖ୍ୟ ଲାଭ । ସାହିତ୍ୟ କଳା ସଂସ୍କୃତି କ୍ଷେତ୍ରରେ ଉନ୍ନତି । ମହିଳାମାନେ ଘର କାମରେ ସଫଳତା ପାଇବେ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୭ ।

ବୃଷ – ଉଦଯୋଗ ସିଦ୍ଧି ହେବ । ଆନ୍ତର୍ଜାତିକ ସ୍ତରରେ ଉନ୍ନତ ଓ ଉଚ୍ଚ ସ୍ତରୀୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ । ବହୁ ଦିନରୁ ଥିବା କାର୍ଯ୍ୟ ସିଦ୍ଧି ହୋଇପାରେ । ବିବାଦରେ ଜିତାପଟ ନେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମିଥୁନ - କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପି ନେବେ । ବ୍ୟବସାୟରେ ଉନ୍ନତି ଓ କଳା କୃତୀ ଲାଗି ଉଚ୍ଚ ପ୍ରଶଂସିତ ହେବେ । ଜ୍ଞାନ ଗବେଷଣାରେ ଉନ୍ନତି ହେବ । ଦିନଟି ଆପଣଙ୍କ ପାଇଁ ଖରାପ ରହିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୧ ।

କର୍କଟ – ଉଚ୍ଚ ଆଶା ଉଚ୍ଚ ଆକାଂକ୍ଷା ପୂରଣ ହେବ । ବ୍ୟବସାୟରେ ଲାଭବାନ୍ ହେବେ । ପାରିବାରିକ ସୌଖ୍ୟ ଲାଭ ହୋଇପାରେ । ବିବାଦରେ ହାନୀ ହେବ । ମହିଳାମାନେ ଚାକିରୀ କ୍ଷେତ୍ରରେ ଉଚ୍ଚ ପଦବୀ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୫ ।

ସିଂହ – ନୂତନ କାର୍ଯ୍ୟ ପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସଫଳତା ପାଇବେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ । ବିବାଦରେ ଜିତାପଟ ନେବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ବହୁ ଦିନରୁ ଥିବା ଆଶା ପୂରଣ ହେବ । ଶୁଭ ରଙ୍ଗ ପିଙ୍କ୍ । ଶୁଭ ଅଙ୍କ ୯ ।

କନ୍ୟା – କର୍ମ କ୍ଷେତ୍ରରେ ସମ୍ମାନିତ ହେବେ । ବ୍ୟବସାୟରେ ଉନ୍ନତି ହେବ । ଉଚ୍ଚ ହାକିମଙ୍କ ସହ ମିଶିବେ । ବହୁ ଦିନରୁ ଥିବା ବିବାଦ ବଢିଯିବ । ମହିଳାମାନେ ଘରକାମରେ ଅଗ୍ରଗତି କରିବେ । ଶୁଭ ରଙ୍ଗ ମେରୁନ୍ । ଶୁଭ ଅଙ୍କ ୩ ।

ତୁଳା – ବାସ୍ତବବାଦୀ ହେବେ । ବ୍ୟବସାୟରେ ଉନ୍ନତି ହେବ । ଗବେଷଣା ଦିଗରେ ମନ ବଳାଇବେ । ବହୁ ଦିନରୁ ଚାଲିଥିବା ଚେଷ୍ଟାରେ ଅଗ୍ରଗତି କରିବେ । ପାରିବାରିକ କ୍ଷେତ୍ରରେ ଉନ୍ନତି କରିବେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୪ ।

ବିଛା – ଆର୍ଥିକ ସ୍ଥିତି ବଳବାନ ହେବ । କର୍ମକ୍ଷେତ୍ରରେ ଉନ୍ନତି କରିବେ କିନ୍ତୁ ବହୁ ପରିଶ୍ରମ କରିବାକୁ ପଡିବ । ଅଜଚ୍ଚା ସୂତ୍ରରୁ ଧନ ମିଳିବ । ପ୍ରତି ଦ୍ୱନ୍ଦୀତାରେ ବିଜୟୀ ହେବେ । ଗୃହ ନିର୍ମାଣ ପାଇଁ ମନ ବଳାଇବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୮ ।

ଧନୁ – କର୍ମ କ୍ଷେତ୍ରରେ ଅଧିକ ପରିଶ୍ରମ କରିବେ । ଉନ୍ନତି ଧରଣର କାମ ମିଳିବ । ଖର୍ଚ୍ଚଭାର ବଢି ଯିବ । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ଦୈବୀ ଆଶୀର୍ବାଦ ମିଳିବ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୬ ।

ମକର – ପିଲାମାନଙ୍କର ଉନ୍ନତି ହେବ । ବିଳାସ ବ୍ୟସନ ଉପକରଣ ଓ ଯାନ୍ତ୍ରିକ ପଦାର୍ଥରୁ ଲାଭବାନ୍ ହେବେ । ଆଇନ ଅଦାଲତରେ ସଫଳତା ପାଇବେ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୧ ।

କୁମ୍ଭ - କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ବଳବାନ ହେବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ବିବାହ ମାଙ୍ଗଳିକ କାର୍ଯ୍ୟ କରିବେ । ଅଜଚ୍ଚା ଲୋକର ସାହାର୍ଯ୍ୟ ମିଳିବ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୭ ।

ମୀନ - ଧନ ଯଶ ଲାଭ ହେବ । ବ୍ୟବସାୟରେ ଉନ୍ନ୍ତି ହେବ । ଆଶା କରୁଥିବା ଧନ ମିଳିବ ନାହିଁ । ଆର୍ଥିକ ସ୍ଥିତି ବେହାଲ ହେବ । ଦେବାଦେବୀ ପୂଜାରେ ଖୁସି ହେବେ । ମହିାଳାମାନେ ଗୃହକାର୍ଯ୍ୟକୁ ନେଇ ଦୁଃଖୀ ରହିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୨ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.