ଅକ୍ଟୋବର ୭ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | October 07, 2019 IST

ମେଷ– ଆପଣଙ୍କଜୀବନଶୈଳୀ ପାଇଁ ଦିନଟିବଢିଆରହିବ ।ମିତ୍ରଙ୍କସହିତଭେଟହେବ । ଧନଲାଭର ନୂଆରାସ୍ତାଖୋଲିବ । ଦାଂପତ୍ୟଜୀବନ ମଧୁରହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୪ ।

ବୃଷ– ନିଜକୁଉର୍ଜାଭରା ଅନୁଭବକରିବେ ।ଇଂଜିନିୟର ଅନୁଭବର ପ୍ରୟୋଗଠିକ୍ ଦିଶାରେକରିବେ । ଅଧିକାରୀଙ୍କସହିତବିଶେଷସଂକ୍ରାନ୍ତରେ ଆଲୋଚନାକରିବେ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୧

ମିଥୁନ - ଆପଣଉତ୍ସାହରେଭରିରହିବେ । ଅଫିସକାମରେସହରବାହାରକୁ ଯିବେ । ଅଚାନକ ଧନଲାଭହେବ ।କୌଣସି ନିର୍ମାଣକାର୍ଯ୍ୟଲାଗିଯୋଜନାକରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।

କର୍କଟ– ଦିନଟି ଅନୁକୁଳରହିବ ।ବ୍ୟବସାୟ ଓ ଚାକିରିରେ ପୁରୁଣାବିବାଦ ସମାସ୍ତହୋଇଯିବ । ଧନଲାଭହେବ ।ଜୀବନସାଥୀଙ୍କସହିତ ସମ୍ବନ୍ଧରେମିଷ୍ଟତା ଆସିବ ।ଶୁଭରଙ୍ଗ ପିଙ୍କ୍ ।ଶୁଭ ଅଙ୍କ ୩ ।

ସିଂହ – ଦୁନିଆକୁକିଣିନେବାରଉତ୍ସାହ ଆପଣଙ୍କଭିତରେରହିବ ।ମିଠାମିଠା କଥା କହିସ୍ତଗିତ ଥିବାକାମସହଜରେକରିନେବେ ।ପ୍ରେମସଂପର୍କ ନିବିଡହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

କନ୍ୟା – ଆପଣଙ୍କଉର୍ଜାରସ୍ତରବୃଦ୍ଧିହେବ ।କଥାରେସମସ୍ତଙ୍କୁ ପ୍ରଭାବିତକରିବେ । ଅଫିସରେବରିଷ୍ଠଙ୍କରସାହାର୍ଯ୍ୟ ପାଇବେ ।ବିବାହିତଲୋକଙ୍କଲାଗି ଦିନଟିଭଲ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୨ ।

ତୁଳା–କାର୍ଯ୍ୟବ୍ୟସ୍ତତାହେତୁକ୍ଳେଶ ଅନୁଭବକରିବେ ।ଜୀବନସାଥୀଙ୍କସହିତ ସମ୍ବନ୍ଧରେଭାବପ୍ରବଣହୋଇପାରନ୍ତି । ଦିନଟିମଧ୍ୟମ ଧରଣରରହିବ ।ଖର୍ଚ୍ଚ ଅଧିକହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧ ।

ବିଛା– ଧାର୍ମିକକାର୍ଯ୍ୟରେସହ-ଯୋଗକରନ୍ତୁ, ଦୀର୍ଘ ଦିନରକୌଣସି ଆଶା ପୂରଣହେବ ।ଟ୍ରାଭେଲଏଜେନ୍ସିକ୍ଷେତ୍ରରେକାମକରୁଥିବାବ୍ୟକ୍ତିମାନଙ୍କଲାଗି ଦିନଟିଭଲ ।ଶୁଭରଙ୍ଗଲାଲ୍  । ଶୁଭ ଅଙ୍କ ୯ ଧନୁ –କାର୍ଯ୍ୟକ୍ଷେତ୍ରରେଏଭଳି ଅବସରମିଳିବ ଯାହା ଦ୍ୱାରା ଆମଦାନିବୃଦ୍ଧିହେବ । ପରିବାରରଜ୍ୟେଷ୍ଠଲୋକଙ୍କୁସାହାର୍ଯ୍ୟକରିବେ ।ଛାତ୍ରଙ୍କୁକିଛି ନୂଆଶିଖେଇବାର ଅବସର ପାଇବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୨ ।

ମକର–ବିଶେଷକାର୍ଯ୍ୟରେ ଦୂରସ୍ଥାନକୁ ଯାତ୍ରାରେ ଯିବେ ।ବରିଷ୍ଠଙ୍କସାହାର୍ଯ୍ୟରେସ୍ଥଗିତ ଥିବାକାମସଂପୂର୍ଣ୍ଣହେବ । ପରିବାରରେସୁଖଶାନ୍ତିବୃଦ୍ଧିହେବ ।ଶୁଭରଙ୍ଗଲାଲ୍ ।ଶୁଭ ଅଙ୍କ ୩ ।

କୁମ୍ଭ  -ପୂଜାପାଠରେସମୟବିତିବ ।ବହୁ ଦିନରଲାଗିରହିଥିବାଚିନ୍ତା ଦୂରହେବ ।କୌଣସି ଭଲ ଖବର ପାଇବେ । ପିଲାମାନେ  କ୍ରୀଡାକ୍ଷେତ୍ରରେ ମନ ବଳାଇବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୮ ।

ମୀନ - ଈଷ୍ଟଦେବଙ୍କ ଆରାଧନା କରନ୍ତୁସମ୍ଭାବ୍ୟସଂକଟ ଦୂରହେବ ।ସାମାଜିକକାର୍ଯ୍ୟକରିବାରେ ଅଧିକସମୟ ଦେବେ ।ପ୍ରେମରେବିଫଳହେବେ । ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୭ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.