Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅକ୍ଟୋବର ୬ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ଅଶ୍ୱିନୀ ଓ ର୍କୃିକା ନକ୍ଷତ୍ର ଜାତ ବ୍ୟକ୍ତି ସୟାଭିମୁଖୀ ହେବେ । ମନରେ ଗର୍ବଭାବ ବହନ କରିପାରନ୍ତି । ପ୍ରିୟଜନଙ୍କ ସହ ମିଳିତ ହୋଇ ଶୁଭ କାର୍ଯ୍ୟ କରିବେ । ଦ୍ୱିଜା ନକ୍ଷତ୍ରର ସାମାନ୍ୟ ଫଳ ରହିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୮ ।

ବୃଷ – କୃିକା ଓ ମୃଗଶିରା ନକ୍ଷତ୍ର ଜାତ ବ୍ୟକ୍ତି ଧନ ସୟ ପାଇଁ ମନ ବଳାଇ ପାରନ୍ତି । ସୁଖ ମିଳିବ, ମାତ୍ର ବହୁ କଷ୍ଟରେ । ଘାତଚନ୍ଦ୍ର ହେତୁ ସତର୍କରେ ଚଳିବାକୁ ପଡିବ । ହଠାତ୍ କିଛି ଅର୍ଥ ମିଳିବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୩ ।

ମିଥୁନ – ମୃଗଶିରା ଓ ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତି ଇଚ୍ଛା କରୁଥିବା ସାହାର୍ଯ୍ୟ ସହଜରେ ପାଇବେ । ଶତ୍ରୁ ବଳବାନ୍ ହେଲେ ବି ପରାଜୟ ବରଣ କରିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୭ ।

କର୍କଟ – ପୁଷ୍ୟା ନକ୍ଷତ୍ର ଜାତବ୍ୟକ୍ତିଙ୍କର ପାରିବାରିକ ଅଶାନ୍ତିର ଅବସାନ ଘଟିବ । ବ୍ୟବସାୟ ଲାଭଜନକ ହେବ । ବିବାଦରେ ବିଜୟୀ ହେବେ । ପ୍ରତିଯୋଗିତା ଫଳଦାୟକ ହେବ । ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ର ଜାତବ୍ୟକ୍ତି ଅସୁଖୀ ହେବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – ମଘା ଓ ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଧନାଗମ ହେବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସାଧନା ଫଳବତୀ ହେବ । ପଦୋନ୍ନତି ପାଇବାର ସୂଚନା ମିଳୁଛି । ବିଳାସ ବ୍ୟସନ କରିପାରନ୍ତି । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୨ ।

କନ୍ୟା – ଉରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ରୋଜଗାର ଆଶାନୁରୂପ ରହିବ । ଅର୍ଥ ପ୍ରାପ୍ତି ସହ ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ହସ ଖୁିସରେ ସମୟ ବିତାଇ ପାରନ୍ତି । ବନ୍ଧୁ ମିଳନ ସହିତ ସୁଖାଦ୍ୟ ମିଳିବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ତୁଳା – ଚିତ୍ର ଓ ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଭ୍ରାତୃ ବିବାଦ ଦୂରେଇ ଯାଇ ସଦ୍ଭାବ ପ୍ରତିଷ୍ଠା ହୋଇପାରେ । ଆନନ୍ଦ ଉତ୍ସବରେ ସମୟ ବିତାଇ ପାରନ୍ତି । ଉନ୍ନତି ମାର୍ଗରେ ଆଗକୁ ବଢିବେ । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୫ ।

ବିଛା – ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତିଙ୍କ ଆୟ ପରିମାଣ ବୃଦ୍ଧି ପାଇବ । ସୁଖ-ସମ୍ଭୋଗକରିପାରନ୍ତି । ସରକାରଙ୍କ କୃପା ଲାଭ କରିବେ । ସମ୍ମାନିତ ସହ ବ୍ୟବସାୟ ଲାଭଜନକ ହେବ । ସୟ କରିପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୧ ।

ଧନୁ – ମୂଳା ଓ ଉରାଷାଢା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପରିଶ୍ରମର ମୂଲ୍ୟ ମିଳିବ । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଦୟାଳୁ ସ୍ୱଭାବର ହେବେ । ସାରକାରୀ ସାହାର୍ଯ୍ୟ ପାଇ ପାରନ୍ତି । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୪ ।

ମକର – ଧନିଷ୍ଠା ଓ ଉରାଷାଢା ନକ୍ଷତ୍ର ଜାତବ୍ୟକ୍ତି କାର୍ଯ୍ୟରେ ସଫଳତା ଲାଭ କରିବେ, ମାତ୍ର ବିଳମ୍ବିତ ହୋଇପାରେ । ଆନନ୍ଦ ଉତ୍ସବରେ ସମୟ ବିତାଇ ପାରନ୍ତି । ଭାଗ୍ୟଶାଳୀ ହେବେ । ସାଧନାରେ ସିଦ୍ଧି ଲାଭ କରିବେ । ଶୁଭ ରଙ୍ଗ ଗୋଲଡେନ୍ । ଶୁଭ ଅଙ୍କ ୯ ।

କୁମ୍ଭ – ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ଗୃହ କାର୍ଯ୍ୟରେ ମନ ଦେଇ ପାରନ୍ତି । ସୌଜନ୍ୟତା ରକ୍ଷା କରିବାରେ ସଫଳ ହେବେ । ସାମାନ୍ୟ ଅସୁସ୍ଥତା ଭୋଗ କରିପାରନ୍ତି । ମାତ୍ର କାର୍ଯ୍ୟ ବାଧାପ୍ରାପ୍ତ ହେବ ନାହିଁ । ଶୁଭ ରଙ୍ଗ କଳା । ଶୁଭ ଅଙ୍କ ୧ ।

ମୀନ – ଉରା ଭାଦ୍ର ନକ୍ଷତ୍ର ଜାତବ୍ୟକ୍ତି ବନ୍ଧୁମାନଙ୍କ ଠାରୁ ସାହାର୍ଯ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି । ନୀତିନିଷ୍ଠ ହେବେ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହେତୁ ବ୍ୟବସାୟ ଲାଭଜନକ ହେବ । ସେବା ମନୋଭାବର ହେବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

455 Views

   ସମ୍ବନ୍ଧିତ ଖବର