Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ସେପ୍ଟେମ୍ବର ୨୯ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

29/09/2019 at 8:10 AM

ମେଷ– ଅଭାବ ଦୂର ପାଇଁ ବନ୍ଧୁଙ୍କୁ ସାହାର୍ଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି ।ବିଶେଷଭ୍ରମଣଜନିତଶାରିରୀକକ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ବ୍ୟବସାୟିକସ୍ଥିତିକେତେକାଂଶରେଚିନ୍ତାଜନକସ୍ଥିତିକୁ ଆସି ଯାଇପାରେ ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୨ ।

ବୃଷ– ପୂର୍ବରୁସ୍ଥିରକରିଥିବାକୌଣସି ନୂତନ ଯୋଜନାକରିବାସକାଶେ ମନ ବଳାଇବେ । ଆସନ୍ତକାଲିର ଆନୁଷ୍ଠାନିକ କାମ ସକାଶେ ବିଶେଷଭାବେ ଧାଁ ଦଉଡ କରିବାକୁ ପଡିବ ।ବନ୍ଧୁଙ୍କପାଇଁ ପ୍ରତୀକ୍ଷାଜନିତ ଯନ୍ତ୍ରଣାହେତୁବ୍ୟସ୍ତତାବୃଦ୍ଧି ପାଇପାରେ ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୮ ।

ମିଥୁନ – ପରିବାର ସଦସ୍ୟଙ୍କୁସନ୍ଦେହକରିସମସ୍ୟାଭିତରକୁଟାଣିହୋଇପାରନ୍ତି ।ଜମିଜମାସମ୍ପର୍କିତସମସ୍ୟାକୁକେନ୍ଦ୍ରକରିମାନସିକସ୍ଥିରତାରହି ନ ପାରେ ।ବ୍ୟବସାୟ ଓ ପରିବହନ ମଧ୍ୟ ସାମୟିକବାଧାପ୍ରାପ୍ତ ହେବାରସମ୍ଭାବନାରହିଛି ।ଶୁଭରଙ୍ଗଗୋଲଡେନ୍ ।ଶୁଭ ଅଙ୍କ ୩ ।

କର୍କଟ– ଦୀର୍ଘଦିନରୁ ଅଟକିରହିଥିବାକର୍ମକ୍ଷେତ୍ରରସ୍ଥିତି ଅନୁକୂଳହୋଇପାରେ । ଅଫିସରୁଫେରନ୍ତାବାଟରେକୌଣସିମୂଲ୍ୟବାନ ଦ୍ରବ୍ୟକ୍ରୟକରିବାରସୂଚନାରହିଛି । ଆକସ୍ମିକଜଣେ ପୁରୁଣାବନ୍ଧୁଙ୍କ ଦେଖା ପାଇ ମନ ହାଲୁକାକରିବେ ।ଶୁଭରଙ୍ଗମେରୁନ୍ ।ଶୁଭ ଅଙ୍କ ୧ ।

ସିଂହ –କୌଣସି ନୂତନ କାର୍ଯ୍ୟରେହାତ ଦେବାକୁସ୍ଥିରକରିବେ ।କର୍ମକ୍ଷେତ୍ରରେ ଏକ ମାମୁଲିଘଟଣାରେସହକର୍ମୀଙ୍କସହକଳହଘଟିପାରେ ।ଶିଳ୍ପ, ବାଣିଜ୍ୟ ଓ ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତହେବେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୭ ।

କନ୍ୟା –କର୍ମକ୍ଷେତ୍ରରେତରବାର ନ ହୋଇ ଧୀରସ୍ଥିର ମନ ନେଇକାମକଲେସମସ୍ୟାରସରଳସମାଧାନ ହେବ ।ସ୍ୱାର୍ଥରବଶବର୍ତ୍ତୀହୋଇ ନିଜର ଆତ୍ମୀୟମାନେ ହଠାତ୍ଶତ୍ରୁତାକରିପାରନ୍ତି ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୪ ।

ତୁଳା–ସ୍ୱାସ୍ଥ୍ୟ ଭଲ ରହୁ ନ ଥିବାରୁମାନସିକ ଅବସ୍ଥାଖରାପ ଦିଗକୁଗତିକରିବ ।କୌଣସିଜିନିଷକ୍ରୟକରିବାସକାଶେହଠାତ୍ମୋଟା ଅଙ୍କରଅର୍ଥର ଆବଶ୍ୟକତା ପଡିପାରେ ।କର୍ମକ୍ଷେତ୍ରରେ, ସଭାସମିତିରେ, ରାଜନୈତିକସ୍ଥିତିରେ ସମ୍ମାନ ପାଇବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।

ବିଛା–ପାରିବାରିକ ପ୍ରତିରୋଧ ଚେଷ୍ଟାକରୁଥିବାକାମକୁବିଶୃଙ୍ଖଳିତକରିପାରେ । ପ୍ରତ୍ୟେକକ୍ଷେତ୍ରରେଛୋଟଛୋଟଘଟଣା ପ୍ରତିଗୁରୁତ୍ୱ ଦିଅନ୍ତୁ ନାହିଁ, ଯାହାକିସମସ୍ୟାସୃଷ୍ଟିରକାରଣହେବ ।ଶୁଭରଙ୍ଗଗୋଲାପୀ ।ଶୁଭ ଅଙ୍କ ୮ ।

ଧନୁ – ପରିବାରର ଆବଶ୍ୟକତାରୁ ଉପଲବ୍ଧିକରି ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟକ୍ରୟକରିପାରନ୍ତି ।କାର୍ଯ୍ୟରେସମସ୍ୟାସମାଧାନ ପୂର୍ବକସାମାନ୍ୟ ଅଗ୍ରଗତିଘଟିବ ।ବ୍ୟବସାୟ, ପରିବହନ, ଅର୍ଥସମ୍ପର୍କକାମକୁ ମନ ଖୁସିରେକରିବେ ।ଶୁଭରଙ୍ଗମେରୁନ୍ । ଶୁଭ ଅଙ୍କ ୩

ମକର– ଆଜିରକାମଗୁଡିକସୁବିଧାରେ ସମ୍ପନ୍ନ ହୋଇଯିବ । ପାଖ ପଡୋଶୀମାନଙ୍କସହବ୍ୟବହାରରେସଂଯମତାରକ୍ଷା ନ କଲେବିବାଦଗ୍ରସ୍ଥହୋଇ ପଡିବେ ।ବିରକ୍ତିବଶତଃଟିକିଏ କଥାରେରାଗିଯିବାରୁସମସ୍ୟାହୋଇପାରେ ।ଶୁଭରଙ୍ଗଲାଲ୍ । ଶୁଭ ଅଙ୍କ ୭ ।

କୁମ୍ଭ -କର୍ମକ୍ଷେତ୍ରରେ ନିଜରସ୍ଥିତିକୁସୁଦୃଢକରିବାରେସମର୍ଥ ହେବେ । ନିଜରଲୋକମାନେ ଯେତେ ପ୍ରକାରରସମସ୍ୟାସୃଷ୍ଟିକଲେ ଆପଣଙ୍କରକୌଣସି ଅସୁବିଧା ହେବ ନାହିଁ । ପାରିବାରିକସ୍ତରରେ ପିଲାମାନଙ୍କ ପଢାସମସ୍ୟାନେଇ ମନ ଭାରାକ୍ରାନ୍ତ ରହିପାରେ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୧ ।

ମୀନ – ପ୍ରତ୍ୟେକକ୍ଷେତ୍ରରେସତର୍କରେ ନ ଚଳିଲେବିବାଦ ଭିତରକୁଟାଣିହୋଇପାରନ୍ତି ।ସାମାନ୍ୟଶାରିରୀକ ଅସ୍ୱସ୍ତି ଅନୁଭବକରିବେ । ଅଟକିରହିଥିବାକାମଟିବହୁଳାଂଶରେସମ୍ପୂର୍ଣ୍ଣହୋଇଯିବ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୭ ।

   Related Posts