Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ସେପ୍ଟେମ୍ବର ୧୬ ତାରିଖ, ସୋମବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

16/09/2019 at 7:58 AM

ମେଷ – ଏକାଦଶରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯାହା ଚାହିଁବେ ତାହା କରିବେ । ସାଂସାରିକ ସୁଖ ସମ୍ମାନ ପାଇବେ । ରାଜନୀତିରେ ପ୍ରଭାବଶାଳୀ ରହିବେ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ବୃଷ – ଦଶମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଯେକୌଣସିମତେ କାର୍ଯ୍ୟକୁ ହାସଲ କରିବେ । ସାଂସାରିକ ପରିଶ୍ରମ ମୁତାବକ ଫଳ ପାଇବେ । ମହିଳାମାନେ ଆତ୍ମନିର୍ଭରଶୀଳ ହେବେ । ବାଣିଜ୍ୟରେ ଉମ ଆୟ ହେବ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୮ ।

ମିଥୁନ – ଘାତଚନ୍ଦ୍ର କାରଣରୁ ଅନିଶ୍ଚିତତା କାର୍ଯ୍ୟ ହାନି ହେବ । ସାଂସାରିକ ସମସ୍ୟା ପାଇଁ ଚିନ୍ତିତ ରହିବେ । ଚାକିରିରେ କ୍ଷେତ୍ରରେ ଅନ୍ୟମାନଙ୍କ ପାଇଁ ସମସ୍ୟା ଆସିବ । ରାଜନୀତିରେ ଅପଯଶ ପାଇବେ । ବାଣିଜ୍ୟରେ ପ୍ରତିବନ୍ଧକ ରହିବ । ଶୁଭ ରଙ୍ଗ ସିଲଭର । ଶୁଭ ଅଙ୍କ ୬ ।

କର୍କଟ – ଦୁଃସ୍ଥାନରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ । ଉଭୟେ ପ୍ରେମ ସାଂସାରିକ ଅଶାନ୍ତି ରହିବ । ମହିଳାମାନେ ଚିନ୍ତାରେ ରହିବେ । ବାଣିଜ୍ୟରେ କ୍ଷତି ହୋଇପାରେ । ଶୁଭ ରଙ୍ଗ ଫିକା ମେରୁନ୍ । ଶୁଭ ଅଙ୍କ ୯ ।

ସିଂହ – ସପ୍ତମରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ଉଚ୍ଚ ଆଶା ପୂରଣ ଓ ସାଂସାରିକ ସୁଖଶାନ୍ତି ପ୍ରାପ୍ତି ହେବ । ରାଜନୀତିରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ବାଣିଜ୍ୟରେ ପ୍ରସାର ହେବ । ଶୁଭ ରଙ୍ଗ ସିଲ୍ଭର । ଶୁଭ ଅଙ୍କ ୨ ।

କନ୍ୟା – ଷଷ୍ଠ ଭାବରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ ପ୍ରତି କ୍ଷେତ୍ରରେ ଆଗେଇ ଚାଲିବେ । ପରିବାରରେ ସୁଖର ମାହୋଲ ରହିବ । ମହିଳାମାନେ ପରିଶ୍ରମୀ ହେବେ । ପରିବହନ, ଶିଳ୍ପ ଓ ବାଣିଜ୍ୟରେ ଲାଭଜନକ ରହିବ । ଶୁଭ ରଙ୍ଗ ମେଟାଲିକ୍ । ଶୁଭ ଅଙ୍କ ୪ ।

ତୁଳା – ଶୁକ୍ଳପକ୍ଷ ପମରେ ଚନ୍ଦ୍ରଙ୍କ ପରିକ୍ରମଣ ହେତୁ ଶୃଙ୍ଖଳିତ ଭାବରେ କର୍ମ କରି ସଫଳ ହେବେ । ପାରିବାରିକ ସୁଖ ପ୍ରାପ୍ତ କରିବେ । ମହିଳାମାନେ ଖୁସିରେ ରହିବେ । ବାଣିଜ୍ୟରେ ଲାଭ ମିଳିବ । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୫ ।

ବିଛା – ଶୁକ୍ଳପକ୍ଷ ଚତୁର୍ଥରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମ କ୍ଷେତ୍ରରେ ଅସି୍ଥରମନା ରହିବେ । ଭାଇଭଉଣୀ ମଧ୍ୟରେ କଳହ ହୋଇପାରେ । ରାଜନୀତିରେ ପ୍ରତିଦ୍ୱନ୍ଦିତା ଏବଂ ବାଣିଜ୍ୟରେ ମନ୍ଥର ରହିବ । ଶୁଭ ରଙ୍ଗ ଗୋଲ୍ଡେନ୍ । ଶୁଭ ଅଙ୍କ ୩ ।

ଧନୁ – ତୃତୀୟରେ ଚନ୍ଦ୍ରଙ୍କ ଗତିଶୀଳ ହେତୁ କର୍ମକ୍ଷେତ୍ରରେ ମନମୁତାବକ ଫଳ ପାଇବେ । ସାଙ୍ଗସାଥୀ ସହ ସମ୍ପର୍କ ଭଲ ରହିବ । ପରିବହନ ଓ ବାଣିଜ୍ୟରେ ଶୁଭଫଳ ମିଳିବ । ଚାକିରୀରେ ଶୁଭ ସମାଚାର ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୯ ।

ମକର – ଶୁକ୍ଳପକ୍ଷ ଦ୍ୱୀତୀୟରେ ଚନ୍ଦ୍ରଙ୍କ ଚଳନ ହେତୁ ହଠାତ୍ ଅର୍ଥ ପ୍ରାପ୍ତିର ଯୋଗ ରହିଛି । ସ୍ୱାମୀ ସୁଖ ପାଇବେ । ରାଜନୀତିରେ ଲୋକପ୍ରିୟତା ବଢିବ । ବାଣିଜ୍ୟରେ ଲାଭ ମିଳିବ । ପୁରୁଣା ସାଙ୍ଗ ଭେଟ ହୋଇପାରନ୍ତି । ଶୁଭ ରଙ୍ଗ ସିଲ୍ଭର । ଶୁଭ ଅଙ୍କ ୬ ।

କୁମ୍ଭ – ଚନ୍ଦ୍ରଙ୍କ ସ୍ୱ-ପାରଗମନ ହେତୁ କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ପାଇବେ । ପୁରୁଣା ବନ୍ଧୁବାନ୍ଧବଙ୍କ ଆଗମନ ହୋଇପାରେ । ପରିବହନ ଓ ବାଣିଜ୍ୟରେ ଉନ୍ନତି କରିବେ । ପିଲାମାନେ ପାଠପଢାରେ ମନ ଦେବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।

ମୀନ – ଘାତଚନ୍ଦ୍ର କାରଣରୁ କର୍ମ କ୍ଷେତ୍ରରେ ସମସ୍ୟାବହୁଳ ରହିବ । ବାଣିଜ୍ୟ-ବ୍ୟବସାୟରେ ପରିବାର ଲୋକ ସହଯୋଗ କରିବେ । ଚାକିରିରେ ଅଭିଯୋଗ ଆସିବ । ପରିବହନ ଓ ବାଣିଜ୍ୟରେ ପ୍ରତିକୂଳ ପରିସ୍ଥିତି । ଶୁଭ ରଙ୍ଗ କ୍ରୀମ । ଶୁଭ ଅଙ୍କ ୩ ।

   Related Posts