Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସେପ୍ଟେମ୍ବର ୧୫ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ–ତରବର ନ ହୋଇ ଧୀରେ ଧୀରେସୁସ୍ଥେକାର୍ଯ୍ୟକଲେସଫଳତାମିଳିବ ।ସୁଖମିଳିବ । ସମ୍ମାନିତ ହୋଇପାରନ୍ତି । ଆୟବୃଦ୍ଧିରସୂଚନାମିଳୁଛି । ଯାନବାହନ ସୁଖମିଳିପାରେ ।କୀର୍ତ୍ତିମାନ୍ହେବେ ।ଗୁଣବାନ୍ହେବେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୭ ।

ବୃଷ–ରାଜନୀତିଜ୍ଞଲାଗି ଦିନଟିସୁଫଳ ଦେବ ।ସରକାରୀଚାକିରିଆ ପ୍ରମୋଶନ ଲାଗିଯୋଜନାକରନ୍ତୁ ।ବ୍ୟବସାୟୀଙ୍କଲାଗି ଦିନଟିଲାଭପ୍ରଦ ରହିବ ।ଜୀବନସାଥୀଙ୍କଠାରୁଖୁବ୍ସୁନ୍ଦରଉପହାରମିଳିବ ।ଶୁଭରଙ୍ଗକ୍ରୀମ୍ ।ଶୁଭ ଅଙ୍କ ୭ ।

ମିଥୁନ – ପ୍ରଭୁଙ୍କ ଆରାଧନାରେମନକୁଶାନ୍ତିମିଳିବ । ଆପଣଙ୍କମନରେ ନୂଆ ନୂଆବିଚାରସୃଷ୍ଟିହେବ ।ସଂପତ୍ତି ସମ୍ବନ୍ଧୀୟମାମଲାରେଜୀବନସାଥୀଙ୍କସହଯୋଗ ପାଇବେ ।ଛାତ୍ରଙ୍କଲାଗିଉତ୍କୃଷ୍ଟରହିବ ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୩ ।

କର୍କଟ–ଚାକିରିବୃତ୍ତିରେସାବଧାନତା ଅବଲମ୍ବନ କରିବାର ଆବଶ୍ୟକତାରହିଛି ।ଜରୁରୀକାମ ଅନ୍ୟମାନଙ୍କଭରସାଉପରେ ନ୍ୟସ୍ତକରନ୍ତୁ ନାହିଁ । ଆବଶ୍ୟକତା ଅନୁସାରେଖର୍ଚ୍ଚକରନ୍ତୁ ।ପ୍ରେମୀ ଯୁଗଳଙ୍କଲାଗି ଦିନଟିଭଲ ।ଶୁଭରଙ୍ଗ ଫିକାହଳଦୀଆ ।ଶୁଭ ଅଙ୍କ ୮ ।

ସିଂହ –ମହତ୍ୱପୂର୍ଣ୍ଣଲୋକଙ୍କସହିତସାକ୍ଷାତ୍ ଆଲୋଚନାହେବ ।କ୍ଷୁଦ୍ର ଉଦ୍ୟୋଗରେ ନିବେଶଲାଗି ଦିନଟିଭଲ ।ରାଜନୀତିରେସକ୍ରିୟତାବଢିପାରେ ।ବିରୋଧୀଙ୍କସହିତ ଦୃଢମୁକାବିଲାକରିବେ ।ଜୀବନସାଥୀଙ୍କସହିତ ସମ୍ବନ୍ଧ ବଢିଆହେବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୧ ।

କନ୍ୟା – ଆଜିକିଛି ନୂଆ କାମକରିବେ ।ସାମାଜିକସ୍ତରରେ ଆପଣଙ୍କରଲୋକ ପ୍ରିୟତାବଢିବ ।ବେପାରବାଣିଜ୍ୟରେ ଆଶାଜନକ ଫଳ ପାଇବେ । ଆପଣଙ୍କୁ ପାରିବାରିକସୁଖଶାନ୍ତି ପ୍ରାପ୍ତ ହେବ ।ଛାତ୍ରଛାତ୍ରୀଙ୍କଲାଗି ଦିନଟିଖୁସିରେଭରାରହିବ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୫ ।

ତୁଳା– ଆପଣଙ୍କର ଦିନଟି ପୂର୍ବ ଅପେକ୍ଷାବହୁତ ଭଲ ରହିବ । ଅଫିସରେ ଆପଣଙ୍କୁ ଅଧିକକାମମିଳିପାରେ, କାର୍ଯ୍ୟରେସଫଳହେଲେ,ପ୍ରମୋସନ୍ହେବାରସୁଯୋଗରହିଛି ।ସହଯୋଗୀଙ୍କସହଯୋଗରେମାନ ପ୍ରତିଷ୍ଠାବୃଦ୍ଧିହେବ ।ଶୁଭରଙ୍ଗସବୁଜ ।ଶୁଭ ଅଙ୍କ ୬ ।

ବିଛା–କୌଣସିକାମ ଆରମ୍ଭ କରିବା ପୂର୍ବରୁବଡଲୋକଙ୍କ ପରାମର୍ଶ ନିୟନ୍ତୁ । ନୁଆବ୍ୟକ୍ତିଙ୍କସହିତବନ୍ଧୁତାଭବିଷ୍ୟତରେଲାଭଦାୟକସାବ୍ୟସ୍ତହେବ ।ବାହାରକାମରେଗଲାବେଳେବାହନ ସାବଧାନତାରସହଚଳାନ୍ତୁ ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୯ ।

ଧନୁ –କୌଣସିକାମରେ ପରିଶ୍ରମରଉଚିତ ପରିଣାମ ପ୍ରାପ୍ତ ହେବ ।କର୍ତ୍ତୃପକ୍ଷ ଆପଣଙ୍କ ପ୍ରତିବହୁତଖୁସିରହିବେ ।କାରବାରିଙ୍କୁ ଆଶାଠୁଁ ଅଧିକଲାଭମିଳିବ । ଦାମ୍ପତ୍ୟଜୀବନ ପ୍ରେମପୂର୍ବକବିତିବ ।ଛାତ୍ରମାନେ ନୂଆଗତିବିଧିରେସାମିଲହେବେ ।ଶୁଭରଙ୍ଗ ଧଳା  । ଶୁଭ ଅଙ୍କ ୪ ।

ମକର–କୌଣସିସାମାଜିକକାର୍ଯ୍ୟରେବ୍ୟସ୍ତରହିବେ । ଅନ୍ୟ ଲୋକମାନଙ୍କ ପରାମର୍ଶଲାଗିଲାଭପ୍ରଦ ରହିବ ।ସରକାରୀଚାକିରୀଆଙ୍କଲାଗି ଦିନଟିଉତ୍ତମରହିବ ।ଛାତ୍ରଙ୍କୁସହପାଠୀଙ୍କସାହାର୍ଯ୍ୟମିଳିବ ।ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ ।ଶୁଭରଙ୍ଗବ୍ରାଉନ୍  । ଶୁଭ ଅଙ୍କ ୫ ।

କୁମ୍ଭ  -ଦିନଟିଖୁସିଭରାରହିବ । ଆପଣଙ୍କୁସାଥୀର ପୂରାପୂରିସହଯୋଗମିଳିବ । ଦୂରଯାତ୍ରା ଆପଣଙ୍କଲାଗିକଲ୍ୟାଣକାରୀହେବ ।ରାଜନୀତିରେ ଥିବାବ୍ୟକ୍ତିବିଶେଷଙ୍କୁମାନ ସମ୍ମାନ ମିଳିବ ।ଛାତ୍ରଙ୍କୁ ପରିଶ୍ରମରବଢିଆ ପରିଣାମମିଳିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୪ ।

ମୀନ – ସକାରାତ୍ମକଭାବନାରେରହିଲେହିଁ କଷ୍ଟ ମନେ ହେଉଥିବାକାମସହଜରେକରିପାରିବେ ।ଟ୍ରାଭେଲଏଜେନ୍ସିକ୍ଷେତ୍ରରେକାମକରୁଥିବାବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ଭଲ, ନୂଆଜମିକିଣିବାଲାଗିଯୋଜନାକରିବେ ।ଶୁଭରଙ୍ଗଲାଲ ।ଶୁଭ ଅଙ୍କ ୧ ।

397 Views

   ସମ୍ବନ୍ଧିତ ଖବର