Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ସେପ୍ଟେମ୍ବର ୮ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

8/09/2019 at 8:07 AM

ମେଷ– ଆଜି କାର୍ଯ୍ୟ ବ୍ୟସ୍ତତା କାରଣରୁ ଅଧିକାଂଶ ସମୟ ମନ ଅସ୍ଥିରରହିବ ।ସଭାସମିତି,ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ । ପରିବାରରେ ପିଲାଙ୍କ ସମସ୍ୟା ବିଷୟ ନେଇ ମାନସିକ ସ୍ଥିତି ବିପନ୍ନ ରହିପାରେ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୩ ।

ବୃଷ– ଆଶାକରିଥିବା ଦିଗରୁ ଅର୍ଥଲାଭସାଙ୍ଗକୁକାର୍ଯ୍ୟସିଦ୍ଧିଘଟିବ ।ବନ୍ଧୁଗହଣରେ ଅପ୍ରିୟସତ୍ୟଭାଷଣରୁସମସ୍ୟାସୃଷ୍ଟିର ଆଶଙ୍କାରହିଛି ।କଚେରିମାମଲାକ୍ଷେତ୍ରରେସନ୍ତୋଷଜନକ ଫଳ ପାଇବେ । ପରିବହନ କ୍ଷେତ୍ରରେ ଆଶା ପୁରନ ହୋଇଯିବ ।ଶୁଭରଙ୍ଗହଳଦିଆ ।ଶୁଭ ଅଙ୍କ ୧

ମିଥୁନ -କୌଣସି ନୂତନ କାର୍ଯ୍ୟରେହାତ ଦେବାକୁସ୍ଥିରକରିବେ ।ସ୍ୱାର୍ଥସାଧନା ମାନସରେମିତ୍ରମାନେ ପ୍ରଶଂସାକରିପାରନ୍ତି । ପାରିବାରିକସମସ୍ୟାସମାଧାନ ଓ କଳା,ସାହିତ୍ୟ,ସାମ୍ବାଦିକତା ଓ ରଚନାତ୍ମକକାର୍ଯ୍ୟରେ ଅଗ୍ରଗତିଘଟିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୯ ।

କର୍କଟ–ଅତୀତକଥାକୁଚିନ୍ତାକରିକୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ । ଅଫିସ୍ରେମିଥ୍ୟା ଅଭିଯୋଗସକାଶେ ଅନ୍ୟ ଉପରେବିରକ୍ତି ପ୍ରକାଶକରିପାରନ୍ତି । ଋଣ ସୂତ୍ରରେ ଅର୍ଥ ଲାଭକରିବେ ଓ ବାଣିଜ୍ୟରେଉନ୍ନତିଘଟିବ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୭ ।

ସିଂହ –କର୍ମକ୍ଷେତ୍ରରେକେତେକସାମାନ୍ୟଭୁଲ୍ରୁକାମଗୁଡିକବିଶୃଙ୍ଖଳିତହୋଇପାରେ ।କରଜଦାତାଙ୍କଚାପ ବୃଦ୍ଧି ପାଇବାରୁମାନସିକଭାରସାମ୍ୟହରାଇପାରନ୍ତି । ଘର କଥା ମନକୁବେଶି ଆନ୍ଦୋଳିତକରିବାସଙ୍ଗକୁ ନୂତନ ଦାୟିତ୍ୱହାତକୁନେବାକୁ ପଡିପାରେ ।ଶୁଭରଙ୍ଗ ଧୂସର ।ଶୁଭ ଅଙ୍କ ୨ ।

କନ୍ୟା – ପାରିବାରିକ ପରିସ୍ଥିତିଗମ୍ଭିରରହିବଏବଂକ୍ରୋଧବଶତଃ ପ୍ରତିକ୍ରିୟାହଠାତ୍ ପ୍ରକାଶକଲେ ପରିସ୍ଥିତିବେଶୀବିଗିଡିଯିବ । ଆତ୍ମୀୟମାନଙ୍କସହସଦ୍ଭାବ ଅକ୍ଷୁଣ୍ଣ ରହିବାହେତୁସାମାନ୍ୟମାନସିକଶାନ୍ତିଲାଭକରିପାରନ୍ତି ।ଶୁଭରଙ୍ଗ ନାରଙ୍ଗୀ ।ଶୁଭ ଅଙ୍କ ୫ ।

ତୁଳା- ଶରୀରଚର୍ଚ୍ଚାର ଅଭାବ ଓ ଅବହେଳାଜନିତସ୍ୱାସ୍ଥ୍ୟସମସ୍ୟାମନକୁଭାରାକ୍ରାନ୍ତ କରିବ ।ଗୃହସମସ୍ୟା ଆନୁଷ୍ଠାନିକକାମ, ଯାନ୍ତ୍ରିକଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ ।ବିବାଦୀୟବ୍ୟକ୍ତିଙ୍କସହସମ୍ପର୍କକୁକେନ୍ଦ୍ରକରି ପରିବାରରେ ଅଶାନ୍ତିବୃଦ୍ଧି ପାଇପାରେ ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୧ ।

ବିଛା–ଅନ୍ୟମାନଙ୍କ ଦ୍ୱାରା ପ୍ରତାରିତହୋଇମାନସିକସ୍ତରରେ କଷ୍ଟ ଅନୁଭବକରିପାରନ୍ତି ।କୌଣସି ଆନୁଷ୍ଠାନିକ ଅଥବାସାମାଜିକକାର୍ଯ୍ୟରେଯୋଗଦେବାରସୁଯୋଗଜୁଟିପାରେ । ଦିନଟି ପରିଶ୍ରମକରି ଆଶାନୁଯାୟୀସନ୍ତୋଷଜନକହେବ ନାହିଁ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୮ ।

ଧନୁ – ପ୍ରତ୍ୟେକ ପରିସ୍ଥିତିରେମନରବଳକୁଟାଣକରିଏବଂଜିଦ୍ରେ ଅଟଳରହିଲେସମସ୍ୟାବଢିଯାଇପାରେ । ମନ ଭିତରେବସାବାନ୍ଧିରହିଥିବା ଆଶା ପୂରଣହେବାରେଜଣେବନ୍ଧୁସାହାର୍ଯ୍ୟକରିବେଏବଂଶାରୀରିକ ଅସୁସ୍ଥତା ଅନୁଭବକରିପାରନ୍ତି ।ଶୁଭରଙ୍ଗକଳା ।ଶୁଭ ଅଙ୍କ ୬ ।

ମକର–ବନ୍ଧୁଙ୍କ ପରାମର୍ଶରେ ନୂତନ ଯୋଜନାସକାଶେ ମନ ବଳାଇକାର୍ଯ୍ୟାରମ୍ଭ କରିପାରନ୍ତି ।କ୍ରୟବିକ୍ରୟକ୍ଷେତ୍ରରେସତର୍କ ନ ହେଲେଠକାମିରେ ପଡିବାର ଆଶଙ୍କାରହିଛି । ପୁରାଣ ପାଠସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତିରୁଚିବଳିପାରେ ।ଶୁଭରଙ୍ଗଗୋଲାପୀ ।ଶୁଭ ଅଙ୍କ ୪ ।

କୁମ୍ଭ -ଆଲୋଚନା ପରିସରରେବିବାଦୀୟମନ୍ତବ୍ୟ ଦେଇ ଶତ୍ରୁତା ଅର୍ଜନ କରିପାରନ୍ତି । ପାରିବାରିକକ୍ଷେତ୍ରରେଭାବପ୍ରବଣତାଯୋଗୁମନୋବଳକ୍ରମଶଃହ୍ରାସ ପାଇବ ।ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେସଫଳତାହାସଲକରିବେ ।ଶୁଭରଙ୍ଗକ୍ରୀମ ।ଶୁଭ ଅଙ୍କ ୯ ।

ମୀନ – ଆଜି ଆପଣ ପରିବାରସକାଶେଗୁରୁତ୍ୱପୂର୍ଣ୍ଣକାମଟିହାସଲକରିବାକଷ୍ଟକରହୋଇପଡିବ ।କର୍ମକ୍ଷେତ୍ରରେସହକର୍ମୀକିମ୍ବାବନ୍ଧୁମାନଙ୍କସହାୟତାରୁମୂଲ୍ୟବାନ ଦ୍ରବ୍ୟଲାଭହୋଇପାରେ । ଆକସ୍ମିକଭାବରେ ଦୂରଯାତ୍ରାରସୁଯୋଗ ପାଇବେ ।ଶୁଭରଙ୍ଗଗାଢ ନୀଳ ।ଶୁଭ ଅଙ୍କ ୧ ।

   Related Posts