Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଳନ୍ତା ହାଇଓ୍ବା ଗାଡିରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ
  • ||
  • Australian Open 2022 ଟାଇଟଲ୍ ଜିତିଲେ ଏଶ୍ଲେ ବାର୍ଟି, ଦେଶ ପାଇଁ ରଚିଲେ ଇତିହାସ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୫ ହଜାରରୁ ଅଧିକ କରୋନା ପଜିଟିଭ୍, ୮୭୧ ମୃତ
  • ||
  • ବଜେଟ ପୂର୍ବରୁ ହେବନି ହାଲୁଆ ଉତ୍ସବ, ଏଥର ମୋବାଇଲ ଆପ୍ଲିକେସନରେ ମିଳିବ ସବୁ ତଥ୍ୟ
  • ||
  • ନୟାଗଡ : ଧାନବସ୍ତା ଚୋରି ପଡିଲା ମହଙ୍ଗା, ୨ ଯୁବକଙ୍କୁ ଗାଁ ଦାଣ୍ଡରେ ବାନ୍ଧିଦେଲେ ଲୋକେ
  • ||
  • ଭଦ୍ରକ : ଭିନ୍ନକ୍ଷମ ସାର୍ଟିଫିକେଟ୍‌ର ପୁନଃ ଯାଞ୍ଚ ପାଇଁ ଦାବି କଲା ଓଡିଶା ଭିନ୍ନକ୍ଷମ ମଞ୍ଚ
  • ||
  • ଘଟଗାଁ : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପାଣିରେ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ରାଜ୍ୟରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୭୫କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୮୪୨ କୋଭିଡ୍ ପଜିଟିଭ୍, ୧୨୪୧୦୬୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଭୁବନେଶ୍ବର : ଭୁବନେଶ୍ବର ଓ ବ୍ରହ୍ମପୁର ମେୟର ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ, କଟକ ପଦବୀ ଅଣସଂରକ୍ଷିତ
  • ||

ସେପ୍ଟେମ୍ବର ୬ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

6/09/2019 at 6:49 AM

ମେଷ – ନିଜର ଅଧ୍ୟବସାୟ ବଳରେ କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବ । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ସାହିତ୍ୟ, କଳା, ସଂସ୍କୃତି, ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ ।

ବୃଷ – ଆର୍ଥିକ କ୍ଷେତ୍ରରେ ଉନ୍ନତି । ରାଜନୀତିରେ ସଫଳତା ପାଇବେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି । ଜ୍ଞାନ, ଗବେଷଣା ଦିଗରେ ମନ ଦେବେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ବନ୍ଧୁ ମିଳନ ହୋଇପାରେ । ପୂଜାରେ ମନ ଦେବେ । ଶୁଭ ରଙ୍ଗ ସବୁଜ । ଶୁଭ ଅଙ୍କ ୫ ।

ମିଥୁନ – ନୂତନ ଯୋଜନା କାର୍ଯ୍ୟକାରୀ ହେବ । ବ୍ୟବସାୟରେ ଉନ୍ନତି ହୋଇପାରେ । ପାରିବାରିକ କ୍ଷେତ୍ରରେ ଉନ୍ନତି ହେବ । ମହିଳାମାନେ ପରିବାରର ସର୍ବାଙ୍ଗୀନ ଉନ୍ନତି କରିବେ । ଦିନଟି ଭଲରେ କଟିବ । ଶୁଭ ରଙ୍ଗ ହଳଦୀଆ । ଶୁଭ ଅଙ୍କ ୧ ।

କର୍କଟ – ଆର୍ଥିକ ସ୍ଥିତି ବଳବାନ ହେବ । ମନର କାମନା ବାସନା ପୂରଣ ହୋଇପାରେ । ଉନ୍ନତି ମୂଳକ କାମ କରିବେ । ଜ୍ଞାନ ଗବେଷଣା କ୍ଷେତ୍ରରେ ଉନ୍ନତି କରିବେ । ନୂତନ ଜ୍ଞାନ ହାସଲ କରି ପାରନ୍ତି । ଉଚ୍ଚସ୍ତରୀୟ କ୍ଷେତ୍ରରେ ଉନ୍ନତି ହେବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ସିଂହ – କର୍ମକ୍ଷେତ୍ରରେ ଉନ୍ନତି ସହ ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ହୋଇପାରେ । ପ୍ରଶାସନିକ କ୍ଷେତ୍ରରେ ଉନ୍ନତି ହେବ । ପାରିବାରିକ କ୍ଷେତ୍ରରେ ଉନ୍ନତି ହୋଇପାରେ । ବିଦ୍ୟାର୍ଥୀମାନେ ପାଠପଢା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୮ ।

କନ୍ୟା – କର୍ମକ୍ଷେତ୍ରରେ ସଫଳତା ପାଇବେ । ସାହିତ୍ୟ, କଳା, ସଂସ୍କୃତି, ସଂଗୀତ କ୍ଷେତ୍ରରେ ସଫଳତା ମିଳିପାରେ । ଉଚ୍ଚସ୍ତରୀୟ କ୍ଷେତ୍ରରେ ଉନ୍ନତି ସହ ନୂତନ ଦ୍ରବ୍ୟ ଲାଭ ହେବ । ବନ୍ଧୁ ମିଳନ ହୋଇପାରେ । ମହିଳାମାନେ ଉଦଯୋଗୀ ହେବେ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୬ ।

ତୁଳା- ନିଜର କାମକୁ ନେଇ ଖୁସି ରହିବେ । ବୈଜ୍ଞାନିକ ପଦ୍ଧତିରେ ସଫଳତା ପାଇବେ । ବାଣିଜ୍ୟ ବ୍ୟବସାୟରେ ସଫଳତା ମିଳିପାରେ । ପରିବହନ କ୍ଷେତ୍ରରେ ଉନ୍ନତି ହେବ । ପ୍ରେମିକ ପ୍ରେମିକାମାନେ ପ୍ରେମରେ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୪ ।

ବିଛା – ନୂତନ ଦାୟିତ୍ୱ ଗ୍ରହଣ କରିବେ । ବାଣିଜ୍ୟ କ୍ଷେତ୍ରରେ ସଫଳତା ପାଇବେ । କଳା କ୍ଷେତ୍ରରେ ନାମ କମାଇବେ । ବିବାଦରେ ଜିତାପଟ ନେବେ । ବହୁ ଦିନରୁ ଥିବା କାର୍ଯ୍ୟରେ ସଫଳତା ମିଳିବ । ମହିଳାମାନେ ଘର କାମରେ ମଜି ରହିବେ । ଶୁଭ ରଙ୍ଗ ଆକାଶୀ । ଶୁଭ ଅଙ୍କ ୧ ।

ଧନୁ – ନିଜର ସୁକର୍ମ ବଳରେ ପିଲାର ଉନ୍ନତି ହେବ । ପାରିବାରିକ ସମ୍ପର୍କ ମଧୁର ହେବ । ପରିବହନ କ୍ଷେତ୍ରରେ ସଫଳତା ପାଇବେ । ଉନ୍ନତଧରଣର କାର୍ଯ୍ୟରେ ହାତ ଦେବେ । ପାରିବାରିକ ଉନ୍ନତି ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ମକର – ନୂତନ ଦାୟିତ୍ୱ ଗ୍ରହଣ କରିବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି ହେବ । ଆଇନ ଅଦାଲତରେ ଫେସଲା ଆପଣଙ୍କ ପଟେ ରହିବ । ମହିଳାମାନେ ଘର କାମରେ ସଫଳତା ହେବେ । ନୂତନ ବିଦ୍ୟା ପାଇଁ ଦୂର ଯାତ୍ରା କରିବେ । ଶୁଭ ରଙ୍ଗ ଗ୍ରୀନ । ଶୁଭ ଅଙ୍କ ୭ ।

କୁମ୍ଭ – ବହୁ ଦିନରୁ ଲାଗିଥିବା କାର୍ଯ୍ୟରେ ଉନ୍ନତି ସହ ବାଣିଜ୍ୟ କ୍ଷେତ୍ରରେ ସଫଳତା । ଘରର ସର୍ବାଙ୍ଗୀନ ଉନ୍ନତି ଲାଗି ଅପ୍ରାଣ ଉଦ୍ୟମ କରିବେ । ଉନ୍ନତି ମୂଳକ କାର୍ଯ୍ୟରେ ଯୋଗ ଦେବେ । ବୈଷୟିକ ବିଦ୍ୟାରେ ନିପୁଣତା ହାସଲ କରିବେ । ଶୁଭ ରଙ୍ଗ ଗୋଲାପି । ଶୁଭ ଅଙ୍କ ୬ ।

ମୀନ – କେତେକ ସମସ୍ୟା ଉପୁଜିବା, ସେଥିପାଇଁ ଧୈର୍ଯ୍ୟର ସହ ମୁକାବିଲା କରିବେ । ସାହିତ୍ୟ, କଳା କ୍ଷେତ୍ରରେ ଉନ୍ନତି ହୋଇପାରେ । ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କର ସହଯୋଗ ମିଳିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

   Related Posts