ସେପ୍ଟେମ୍ବର ୩ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | September 03, 2019 IST

ମେଷ–ଚାକିରି କ୍ଷେତ୍ରରେ ଶାନ୍ତିର ବାତାବରଣ ସୃଷ୍ଟିହେବ । ନିରବ ଚିନ୍ତକ ହୋଇପାରନ୍ତି । ପିଲାମାନେ ଅଧ୍ୟୟନରତ ହେବାର ସୂଚନା ମିଳୁଛି । ଦିନଟି ମଧ୍ୟମ ଧରଣର ରହିବ । ଦାମ୍ପତ୍ୟଜୀବନ ସୁଖପ୍ରଦ ରହିବ । ଶୁଭରଙ୍ଗ କ୍ରୀମ ।ଶୁଭ ଅଙ୍କ ୫ ।

ବୃଷ– ଅର୍ଥ ଉପାର୍ଜନ ଅତ୍ୟଧିକ ହେବ । ଦ୍ରବ୍ୟ ନଷ୍ଟ ହେବାର ଆଶଙ୍କା ଅଛି ।କେତେକ କ୍ଷେତ୍ରରେ ଭୁଲ ବୁଝାମଣା ପାଇଁ କଳହ ସୃଷ୍ଟି ହୋଇପାରେ । ଅଧିକ ପରିଶ୍ରମ କଲେ ମଧ୍ୟ ତାର ଫଳ ପାଇବେ ନାହିଁ । ନ୍ୟାୟବାନ୍ ଓ ନିରପେକ୍ଷ ହେବେ ।ଶୁଭରଙ୍ଗ ଗାଢ ନୀଳ ।ଶୁଭ ଅଙ୍କ ୩ ।

ମିଥୁନ -ପରିକଳ୍ପନା ଅନୁଯାୟୀକାର୍ଯ୍ୟକରିପାରନ୍ତି ।କାର୍ଯ୍ୟାଳୟରେ ସମ୍ମାନିତ ହେବେ । ଆର୍ଥିକସ୍ଥିତିରେସୁଧାର ଆସିବ ।ଶୁଭକାର୍ଯ୍ୟ ପାଇଁସମୟ ଅନୁକୁଳରହିଛି ।ଭଗବତ୍ଚିନ୍ତକହେବେ । ଦର୍ଶନରସୌଭାଗ୍ୟ ଉଦୟ ହୋଇଛି ।ଶୁଭରଙ୍ଗକଫି ।ଶୁଭ ଅଙ୍କ ୧ ।

କର୍କଟ–ମାନସିକସ୍ତରରେଶାନ୍ତିରବାତାବରଣସୃଷ୍ଟିହେବ ।କୌଣସିକାରଣରୁଭୟାତୁରହୋଇପାରନ୍ତି ।ବିଷାଦଗ୍ରସ୍ତହୋଇପାରନ୍ତି, ମାତ୍ର ନୀତିନିଷ୍ଠହେବେ । ଯାନ-ବାହନ ସୁଖମିଳିପାରେ ।ବିଶାରଦ ହେବା ଆଶାକରାଯାଏ ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୭ ।

ସିଂହ – ପରିସ୍ଥିତିଉତ୍ସାହଜନକହେବ । ଆଶ୍ୱସ୍ତିମିଳିବ । ଆୟଉତ୍ତମ ଧରଣରହେବ ।ସରକାରୀବାବନ୍ଧୁତ୍ୱରଲାଭମିଳିବ । ଦାମ୍ପତ୍ୟଜୀବନରେକଟୁତା ଆସିପାରେ, ଶାନ୍ତିସହ କଥାବାର୍ତ୍ତାହେଲେସମାଧାନ ମିଳିଯିବ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୫ ।

କନ୍ୟା –ନିଜର ଅଧିକାର ପ୍ରତିସଚେତନ ହେବେ ।ବ୍ୟୟବୃଦ୍ଧିଘଟିପାରେ ।ବିବାଦରେଭାଗ ନ ନେଇ ନିରବହେବାବୁଦ୍ଧିମତାରକାର୍ଯ୍ୟ । ନିଜଲୋକ ଦୂରେଇ ଯାଇଥିଲେ, ଫେରି ପାଇବେ । ମଧୁରବଚନରେ ପରକୁ ଆପଣାରକରିବେ ।ଶୁଭରଙ୍ଗସବୁଜ ।ଶୁଭ ଅଙ୍କ ୧ ।

ତୁଳା-  ପିଲାମାନଙ୍କସ୍ମରଣଶକ୍ତିବୃଦ୍ଧିହେବ ।କାର୍ଯ୍ୟରେଉତ୍ସାହବୃଦ୍ଧି ପାଇବ ।ଜ୍ଞାନ ଆହରଣ ପାଇଁ ଆଗ୍ରହୀହେବେ ।ଶୁଭଖବର ପାଇଖୁସିକୋଇପାରନ୍ତି ।କର୍ମରେ ନିଜକୁ ନିୟୋଜିତକରିପାରନ୍ତି ।ବ୍ୟବସାୟଲାଭଜନକହେବ ।ଶୁଭରଙ୍ଗଧଳା ।ଶୁଭ ଅଙ୍କ ୨ ।

ବିଛା–ଭ୍ରାତୃବିବାଦର ଅବସାନ ଘଟିବ । ଆୟବୃଦ୍ଧିହେବାରସୂଚନାମିଳୁଛି ।ସୁ-ସମ୍ବାଦ ପାଇଁଖୁସିହୋଇପାରନ୍ତି ।କର୍ମକ୍ଷେତ୍ରରେ ସମ୍ମାନିକ ହେବେ ଓ ପ୍ରମୋସନ୍ବିହୋଇପାରେ । ଅର୍ଥ ପ୍ରାପ୍ତିର ଅପୂର୍ବସୁଯୋଗ ଅଛି ।ଶୁଭରଙ୍ଗବାଦାମୀ ।ଶୁଭ ଅଙ୍କ ୪ ।

ଧନୁ –ଧର୍ମଭାବନାଶାନ୍ତି ଦାୟକହେବ ।ଲୋକସଂପର୍କବୃଦ୍ଧିକଲେରାଜନୀତିରେସାହାୟକହୋଇପାରେ ।କାର୍ଯ୍ୟରେସଫଳରୂପାୟନ କରି ପ୍ରଶଂସାର ପାତ୍ରହେବେ ।କ୍ଷମତା ଅଭିବୃଦ୍ଧିଘଟାଇତାର ସଦ୍ ବ୍ୟବହାରଘଟାଇପାରନ୍ତି ।ଶୁଭରଙ୍ଗଗାଢ ନୀଳ ।ଶୁଭ ଅଙ୍କ ୧ ।

ମକର–ସତର୍କ ନ ରହିଲେବିପଦରେ ପଡିପାରନ୍ତି ।ମନରେ ଉଦ୍ବେଗଜାତହୋଇପାରେ ।ସାମାନ୍ୟ ଅସୁସ୍ଥତା ଅନୁଭବକରିପାରନ୍ତି ।ସ୍ୱାଭିମାନୀହେବେ ।ବ୍ୟବସାୟଲାଭଜନକହୋଇପାରେ ।ବିବାଦରେବିଜୟୀହେବେ ।ଶୁଭରଙ୍ଗ ଆକାଶୀ ।ଶୁଭ ଅଙ୍କ ୭ ।

କୁମ୍ଭ  -ସୁସ୍ଥ ଓ ନିରାମୟରହିବେ ।କର୍ମକ୍ଷେତ୍ରରେଉତ୍ସାହବୃଦ୍ଧି ପାଇବ ।ସୁଖକରଘଟଣାମାନ ଘଟିପାରେ ।କର୍ମକ୍ଷେତ୍ରସଫଳ ଓ ଉତ୍ସାହଜନକହେବ ।ଶୁଭକାର୍ଯ୍ୟକରଣୀୟହେବେ ଓ ଆନନ୍ଦ ଉପଭୋଗକରିପାରନ୍ତି ।ଶୁଭରଙ୍ଗଧଳା ।ଶୁଭଅଙ୍କ ୮ ।

ମୀନ - ବିଭିନ୍ନସ୍ତରରୁସହଯୋଗ ପାଇଶତ୍ରୁ ଦମନ କରିବାରେସିଦ୍ଧହସ୍ତହେବେ ।ମାନସିକଶାନ୍ତିଫେରି ପାଇବେ ।ସୁସମ୍ବାଦ ପାଇଖୁସିହୋଇପାରନ୍ତି ।ଶୁଭକାର୍ଯ୍ୟ ପାଇଁବାତାବରଣ ଅନୁକୁଳସାବ୍ୟସ୍ତହୋଇଛି ।ଶୁଭରଙ୍ଗ ନାଲି ।ଶୁଭ ଅଙ୍କ ୬ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.