Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଅଗଷ୍ଟ ୩୧ ତାରିଖ, ଶନିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

31/08/2019 at 7:39 AM

ମେଷ –ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ । ସକାରାତ୍ମକ ବ୍ୟବହାରରେ ଆପଣ ଲୋକମାନଙ୍କୁ ପ୍ରଭାବିତ କରିବେ । ଆପଣଙ୍କର ବଡରୁ ବଡ କାମ ହୋଇଯିବ । ଆପଣଙ୍କୁ ସନ୍ତାନ ସୁଖ ପ୍ରାପ୍ତ ହେବ । ସଙ୍ଗୀତ ଶୁଣିବାକୁ ମନରେ ଆଗ୍ରହ ବଢିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୫ ।

ବୃଷ – ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ । ଅଫିସରେ ବଡ ଅଧିକାରୀମାନଙ୍କ ସହ ଯୋଗ ପାଇବେ । ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ଦୂର ସ୍ଥାନକୁ ଯାତ୍ରାରେ ଯିବେ । ବ୍ୟବସାୟୀ ନୂଆ ଯୋଜନା ପ୍ରସ୍ତୁତ କରିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ମିଥୁନ – ନିଜକୁ ଉର୍ଜାବାନ ଅନୁଭବ କରିବେ । ନୂଆ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ । ଚାକିରି ବୃିରେ ଲାଗି ରହିଥିବା ବିଶୃଙ୍ଖଳା ହ୍ରାସ ହେବ । ଆପଣଙ୍କର ଦାଂପତ୍ୟ ଜୀବନ ବଢିଆ ରହିବ । ଶୁଭ ରଙ୍ଗ ବାଦାମୀ । ଶୁଭ ଅଙ୍କ ୮ ।

କର୍କଟ – ଆପଣ ନିଜର ଭଲ ମନୋଭାବ ଅନୁଭବ କରିବେ । ମିଠା କଥା କହି ସମସ୍ତଙ୍କ ହୃଦୟ ଜିଣି ନେବେ । କୌଣସି ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଅଧିକ ଫାଇଦା ହେବ । ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୩ ।

ସିଂହ – ବ୍ୟର୍ଥ ଚିନ୍ତାରୁ ମୁକ୍ତି ମିଳିବ । ଅନୁଭବୀଙ୍କ ରାୟ ଆପଣଙ୍କ ଲାଗି ବଢିଆ ସାବ୍ୟସ୍ତ ହେବ । କବିମାନେ ନୂଆ କବିତା ରଚନା କରିବେ । ପରିବାରରେ ମଧୁରତା ସହିତ ବିଶ୍ୱାସ ବି ବଢିବ । ଆପଣଙ୍କୁ ବେପାରରେ ଲାଭ ହେବାର ଆଶା ରହିଛି । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୭ ।

କନ୍ୟା – କୋଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ । ପଇସା ସମ୍ବନ୍ଧିତ ବଡ ଫଇସଲା ଭାବିଚିନ୍ତି ନିଅନ୍ତୁ । ଆପଣ ରାଜ୍ୟ ବାହାରକୁ ଯାତ୍ରାରେ ଯାଇପାରନ୍ତି । କୌଣସି ଅଜଣା ବ୍ୟକ୍ତି ଆପଣଙ୍କ ଠାରୁ ଫାଇଦା ନେଇପାରନ୍ତି । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୯ ।

ତୁଳା- ଦିନଟି ଖୁସି ଭରା ରହିବ । ମିତ୍ରଙ୍କର ପୂରା ସହ ଯୋଗ ମିଳିବ । ଅଫିସ କାମରେ ବନ୍ଧୁମାନଙ୍କ ସାହାର୍ଯ୍ୟ ମିଳିବ । ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ । ଜୀବନସାଥୀଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ । । ଶୁଭ ରଙ୍ଗ ଗୋଲାପୀ । ଶୁଭ ଅଙ୍କ ୬ ।

ବିଛା –ପୂଜାପାଠରେ ଅଧିକ ସମୟ ବିତିବ । ଆପଣଙ୍କ ମନରେ ସକାରାତ୍ମକ ବିଚାର ଆସିବ । ବେପାର ବାଣିଜ୍ୟକୁ ବଢାଇବା ଲାଗି ମିତ୍ରଙ୍କ ଠାରୁ ସାହାର୍ଯ୍ୟ ପାଇବେ । ପରିବାରର ଲୋକମାନଙ୍କ ସହିତ ସୁଖଦ ସମୟ ବିତେଇବେ । ଶୁଭ ରଙ୍ଗ ଗାଢ ସବୁଜ । ଶୁଭ ଅଙ୍କ ୯ ।

ଧନୁ –ଧ୍ୟାନ ଓ ଯୋଗ ମାଧ୍ୟମରେ ଆପଣଙ୍କ ଭାବନା ଉପରେ ନିୟନ୍ତ୍ରଣ ରଖିବାର ଶିକ୍ଷା ଲାଭ କରିବେ । ସାମାଜିକ କାର୍ଯ୍ୟରେ ମହ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ମହିଳାମାନଙ୍କୁ ଖୁସି ଖବର ମିଳିବ । ବିବାହିତଙ୍କ ଲାଗି ଦିନଟି ବଢିଆ ରହିବ । ଶୁଭ ରଙ୍ଗ ଲାଲ । ଶୁଭ ଅଙ୍କ ୧ ।

ମକର – ଆପଣ ନିଜର ଦୈନନ୍ଦିନ କାର୍ଯ୍ୟସୂଚୀରେ ପରିର୍ବନ କରିବାକୁ ଚେଷ୍ଟା କରିବେ । ଜୀବନସାଥୀଙ୍କ ସହିତ କୌଣସି ବିଷୟ ଉପରେ ଅଧିକ ସମୟ ଧରି କଥାର୍ବାା ହେବେ । ଛାତ୍ରୀଙ୍କର ଲେଖାପଢାରେ ମନ ଲାଗିବ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୫ ।

କୁମ୍ଭ – ଆପଣ କେବଳ ନିଜ କାମରେ ମନୋଯୋଗ ଦିଅନ୍ତୁ । ସୌଭାଗ୍ୟ ଲକ୍ଷସ୍ଥଳରେ ପହିବାର କୌଣସି ଅସୁବିଧା ହେବ ନାହିଁ । କାରବାରରେ ଆପଣଙ୍କୁ ଫାଇଦା ହେବ । ଆପଣଙ୍କ ଘରୋଇ କାମ ଭଲରେ ପୂରା ହେବ । ଶୁଭ ରଙ୍ଗ ଧୂସର । ଶୁଭ ଅଙ୍କ ୪ ।

ମୀନ – ଗୁରୁଙ୍କ ଆଶୀର୍ବାଦ ନିଅନ୍ତୁ, ଦିନଟି ଭଲରେ କଟିବ । ବ୍ୟବସାୟ କାମରେ କୌଣସି ସହ ଯୋଗୀଙ୍କ ସହଯୋଗ ପ୍ରାପ୍ତ ହେବ । ଅଫିସରେ ଆପଣଙ୍କ କାମକୁ ଦେଖି ର୍କୃପକ୍ଷ ଖୁସି ହେବେ । ଦାଂପତ୍ୟ ଜୀବନରେ ମଧୁରତା ଆସିବ । ଶୁଭ ରଙ୍ଗ କଫି । ଶୁଭ ଅଙ୍କ ୨ ।

   Related Posts