ଅଗଷ୍ଟ ୧୬ ତାରିଖ, ଶୁକ୍ରବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | August 16, 2019 IST

ମେଷ – କୁମିତ୍ରମାନେ ବିପଦରେ ପକାଇବାକୁ ପ୍ରବଳ ଉଦ୍ୟମ କରିପାରନ୍ତି । ଶାରିରୀକ ପୀଡା ଅନୁଭବ କରିବେ । ଉଦ୍ୟମ କରିପାରନ୍ତି । ଶାରିରିକ ପୀଡା ଅନୁଭବ କରିବେ । ସମ୍ମାନକୁ ଜଗି ଚଳିବାକୁ ପଡିବ । ବୁଦ୍ଧିମାନର କାର୍ଯ୍ୟ ହେବ ।

ବୃଷ – ନିଜ କାର୍ଯ୍ୟର ସମୀକ୍ଷା କରିବେ । ସୁଖ-ସନ୍ତୋହ ଲାଭ କରିପାରନ୍ତି । ଆପଣଙ୍କ କର୍ମ କୁଶଳତା ପରିପ୍ରକାଶ ଘଟିବ । ପାରିବାରିକ ସୁଖ ମିଳିବ । କୃଷି କର୍ମରେ ଦକ୍ଷତା ପ୍ରତିପାଦନ କରିପାରନ୍ତି । ସନ୍ମାର୍ଗୀ ହେବେ ।

ମିଥୁନ - କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଉପୁଜିଥିବା ସମସ୍ୟାର ସମାଧାନ ହେବ । ଅର୍ଥ ଲାଭର ସୂଚନା ମିଳୁଛି । କର୍ମକ୍ଷେତ୍ରରେ ଢେର ଉନ୍ନତି ଘଟିବ । କାର୍ଯ୍ୟ କଲାବେଳେ ବୁଦ୍ଧି ହଜି ଯାଇପାରେ । ସତର୍କ ରହିବେ ।

କର୍କଟ – ଚିନ୍ତାଗ୍ରସ୍ତ ହୋଇପାରନ୍ତି । ର୍କବ୍ୟନିଷ୍ଠ ହେବେ । ଉମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସର୍ବ ସୁଖର ଅଧିକାରୀ ହୋଇପାରନ୍ତି । ଶତ୍ରୁମାନେ ଉପଦ୍ରବ ନ କରି ଆପଣା ଛାଏଁ ଓହରି ଯିବେ ।

ସିଂହ – ଦୂର ଯାତ୍ରା ଆପଣଙ୍କ ପାଇଁ ମଙ୍ଗଳଦାୟକ ହେବ । ବେପାର-ବଣିଜ୍ୟ ଲାଭଦାୟକ ହେବ । ସରକାରୀ ସ୍ତରରେ ସମ୍ମାନିତ ହୋଇପାରନ୍ତି । ବସ୍ତ୍ର,କାନ ଓ ଚତୁଷ୍ପଦ ପ୍ରାପ୍ତ ହୋଇ ଖୁସି ହେବେ । ବହୁ ସୁଖ ମିଳିବ । ବିଜୟୀ ହେବେ ।

କନ୍ୟା – ଜଞ୍ଜାଳ ଦୂରେଇ ଯିବ । ଉଚ୍ଚ ସମ୍ମାନ ଲାଭ କରିବେ । ସତ୍ କର୍ମରେ ଅକୁଣ୍ଠିତ ଚିରେ ବ୍ୟୟ କରିପାରନ୍ତି । ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ । ବିବାଦୀୟ ପ୍ରତିଯୋଗିତାରେ ବିଜୟୀ ହେବେ । ପତ୍ନୀ ମିତ୍ର ଧର୍ମରତ ଓ ଗୁରୁଭକ୍ତ ହେବେ ।

ତୁଳା – କାର୍ଯ୍ୟ ହାସଲ କରିବାକୁ ହେଲେ ପ୍ରତୀକ୍ଷା ଆବଶ୍ୟକ । ସୁଖ-ଶାନ୍ତିରେ ଦିନଟି ବିତାଇ ପାରନ୍ତି । ପ୍ରବଳ ମାତ୍ରାରେ ଜନ ସମର୍ଥନ ମିଳିବ । ମନ ପ୍ରଫୁଲ୍ଲ ରହିବ । ଭାଗ୍ୟର ପରିର୍ବନ ଘଟାଇପାରନ୍ତି । ବିଭିନ୍ନ ଦିଗରୁ ଧନାଗମର ସୂଚନା ମିଳୁଛି ।

ବିଛା – ଭୁଲ ବୁଝାମଣା ଦୂର ହୋଇ ପାରସ୍ପରିକ ବୁଝାମଣା ଉମ ଧରଣର ହେବେ । ସ୍ୱାଧିନ ଚିନ୍ତାଧାରା ନେଇ କାର୍ଯ୍ୟ କରି ଚାଲିବେ । ପ୍ରଶଂସିତ ହେବେ । ଆୟ ବୃଦ୍ଧିର ସୂଚନା ମିଳିବ । କାର୍ଯ୍ୟରେ ସଫଳତା ମିଳିବ । ଦ୍ରବ୍ୟ ଲାଭ ସହିତ,ପାରିବାରିକ ସୁଖ ରହିବ ।

ଧନୁ – ଯେଉଁ କାର୍ଯ୍ୟ କରୁଥିବେ, ତା’ ସହିତ ଅନ୍ୟ କାର୍ଯ୍ୟ କରିବାକୁ ମଧ୍ୟ ଆଗ୍ରହ ପ୍ରକାଶ କରିବେ । କାର୍ଯ୍ୟ କଷ୍ଟଦାୟକ ହୋଇପାରେ । ଚିନ୍ତାଦୁର ହେବ । ଆୟ ବୃଦ୍ଧିର ସୂଚନା ମିଲୁଛି । ଖର୍ଚ୍ଚାନ୍ତ ହେବାର ପରିସ୍ଥିତି ଉପୁଜିଛି ।

ମକର – ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି । ଆୟବୃଦ୍ଧିର ସୂଚନା ମିଳୁଛି । କର୍ମତତ୍ପର ହେବେ । ହସଖୁସିରେ ଦିନଟି ଅତିବାହିତ ହୋଇପାରେ । ଶ୍ରେଷ୍ଠ ପଦପଦବୀ ମିଳିବ । ଶତ୍ରୁ ଉପରେ ବିଜୟ ହାସଲ କରିବେ । ଧନ ରଦ୍ଧି ଲାଭ ହେବ ।

କୁମ୍ଭ - କଥାରେ ଲୋକଙ୍କୁ ବାନ୍ଧି ରଖିପାରନ୍ତି । କାର୍ଯ୍ୟରେ ସଫଳତା ଲାଭ କରିବେ । ପରିଶ୍ରମର ଫଳ ମିଳିବ । ପାରିବାରିକ ଶାନ୍ତି ଅବ୍ୟାହତ ରହିବ । କର୍ମକ୍ଷେତ୍ରରେ ବିଶେଷ ଉନ୍ନତି ସମ୍ଭବ ହେବ । ଶାସ୍ତ୍ରାନୁରକ୍ତ ହେବେ । ବୁଦ୍ଧିମାନ ଓ ବିବେକୀ ହେବେ ।

ମୀନ - ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖା ଦେବ । କର୍ମକ୍ଷେତ୍ର ଉତ୍ସାହଜନକ ହେବ । ଅର୍ଥ ସୟ କରିପାରନ୍ତି । କର୍ମକ୍ଷେତ୍ର ଉତ୍ସାହ- ଜନକ ହେବ । ଅର୍ଥ ସୟ କରିପାରନ୍ତି । ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି । ସୌନ୍ଦର୍ଯ୍ୟ ଉପଭୋଗ କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.