୭ ଅକ୍ଟୋବର, ରବିବାର
7/10/2018 at 9:17 AM

ମେଷ – ପାଇବାକୁ ଇଚ୍ଛା କରୁଥିବା ସହାୟତା ଅବଶ୍ୟ ମିଳିବ । ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ଧର୍ମ ଆପଣଙ୍କୁ ମୁଖ୍ୟ ଆୟୁଧ ହୋଇପାରେ ।
ବୃଷ – କାର୍ଯ୍ୟଟି ଅକ୍ଲେଶରେ ହସ୍ତଗତ ହେବ । ମନ ପ୍ରସନ୍ନ ରହିବ । ଆସ୍ତିକ ସ୍ୱଭାବର ହେବେ । ମଧୁରଭାଷୀ ହୋଇପାରନ୍ତି । ଥଣ୍ଡା କଫରେ ଆକ୍ରାନ୍ତ ହେବେ ।
ମିଥୁନ – ମାନସିକ ଭାରସାମ୍ୟ ହରାଇପାରନ୍ତି । ଲୋଭଗ୍ରସ୍ତ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ ।
କର୍କଟ- ଆବଶ୍ୟକ ଅନୁସାରେ ସହାୟତା ପାଇବେ । କାର୍ଯ୍ୟରେ ସଫଳତା ପାଇ ଆତ୍ମ ସନ୍ତୋଷ ଲାଭ କରିବେ । ବଳଶାଳୀ ହେବେ । ଐଶ୍ୱର୍ଯ୍ୟଯ%8