Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||

ଜୁନ୍ ୨ ତାରିଖ, ରବିବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

2/06/2019 at 7:34 AM

ମେଷ – ଦିନଟି ଆପଣଙ୍କ ଲାଗି ବଢିଆ ରହିବ । ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ । କୌଣସି ଜରୁରୀ କାମରେ ଭାଇ ଭଉଣୀଙ୍କ ସହ ଯୋଗ ପାଇବେ । ବୈବାହିକ ଜୀବନ ଆନନ୍ଦମୟ ହେବ ।
ବୃଷ – ରଚନାତ୍ମକ କାମରେ ଆପଣଙ୍କର ନାମ ହେବ । ବନ୍ଧୁଙ୍କ ସହିତ ହସଖୁସିରେ ସମୟ କଟିବ । ଖାଦ୍ୟ-ପାନୀୟ ପ୍ରତି ସଜାଗ ରହନ୍ତୁ । ବାହନ ସାବଧାନତାର ସହ ଚଳାନ୍ତୁ । ଜୀବନ ସାଥୀ ଆପଣଙ୍କ ଉପରେ ଦୟାଶୀଳ ରହିବେ ।
ମିଥୁନ – ଦିନଟି ଆପଣଙ୍କ ଲାଗି ଅନୁକୁଳ । ଆପଣଙ୍କୁ ପରିଶ୍ରମର ଫଳ ନିଶ୍ଚୟ ମିଳିବ । ଆପଣଙ୍କ ବ୍ୟବହାର ଅନ୍ୟମାନଙ୍କୁ ପସନ୍ଦ ହେବ । ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ । ବିବାହ ପାଇଁ ଭଲ ପ୍ରସ୍ତାବ ଆସିବ ।
କର୍କଟ – ଧାର୍ମିକ ପ୍ରବୃତ୍ତି ହେବ । ଅଧିକ ସମୟ ଉପବାସ ରହନ୍ତୁ ନାହିଁ । ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ । ବ୍ୟୟୋଜ୍ୟେଷ୍ଠଙ୍କ ସହିତ ସମ୍ବନ୍ଧ ନିକଟସ୍ଥ ହେବ । ମହିଳାମାନେ ଜୀବନରେ ଆଗକୁ ବଢିବେ ।
ସିଂହ – ଧର୍ମ କାର୍ଯ୍ୟରେ ମନ ଲାଗିବା ମାତା ପିତାଙ୍କ ଆର୍ଶୀବାଦ ଆପଣଙ୍କ ଲାଗି ବର ଦାନ ସାବ୍ୟସ୍ତ ହେବ । ସବୁ ସମସ୍ୟାର ସମାଧାନ ହୋଇଯିବ । ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢିବ ।
କନ୍ୟା – ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବା ନୂଆ ସଉଦା କରିବା ପୂର୍ବରୁ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । ର୍କୋଟ କଚେରି ମାମଲାରେ ସଫଳତା ମିଳିପାରେ । ସ୍ୱାସ୍ଥ୍ୟ ପ୍ରତି ସଚେତନ ରହନ୍ତୁ ।
ତୁଳା – ଆପଣଙ୍କ ନୂଆ ଉର୍ଜା ସହ ଯୋଗୀଙ୍କୁ ପ୍ରଭାବିତ କରିବ । ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ । ବ୍ୟବସାୟରେ ଅଟକିଥିବା ପଇସା ପାଇବେ । ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ବଢିଆ ରହିବ ।
ବିଛା – ଆଜି ଆପଣ ନିଜର ଉର୍ଜାକୁ ଠିକ୍ ରୂପେ ବ୍ୟବହାର କରିବେ । ଭାଗୀଦାରୀଙ୍କ ସହିତ ସମ୍ବନ୍ଧ ମଜବୁତ ହେବ । ନୂଆ କାମ ପ୍ରତି ଆପଣଙ୍କର ଆଗ୍ରହ ବଢିବା ଜୀବନସାଥୀଙ୍କ ବ୍ୟବହାର ପ୍ରେମ ଭରା ରହିବ ।
ଧନୁ – କୌଣସି ଭଲ ଖବର ମିଳିବାର ସମ୍ଭାବନା ମହତ୍ୱପୂର୍ଣ୍ଣ ବ୍ୟାପାରରେ ମିତ୍ରଙ୍କ ସହିତ କଥାବାର୍ତ୍ତା ହେବେ । ଶିକ୍ଷା କ୍ଷେତ୍ରରେ ଉନ୍ନତି ଲାଗି ନୂଆ ସୁଯୋଗ ମିଳିବ । ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ ।
ମକର – ଜରୁରୀ କାର୍ଯ୍ୟରେ ବନ୍ଧୁଙ୍କ ସାହାର୍ଯ୍ୟ ପାଇବେ । ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି । ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ । ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ ।
କୁମ୍ଭ – ଆପଣଙ୍କର ନୂଆ ଉର୍ଜା ଅନ୍ୟକୁ ପ୍ରଭାବିତ କରିବ । ପୂର୍ବରୁ କରିଥିବା ପରିଶ୍ରମ ଲାଗି ଆଜି ଯଥେଷ୍ଟ ଲାଭ ମିଳିବ । ମିତ୍ରଙ୍କ ସହିତ ମିଶିବା ଲାଗି ତାଙ୍କ ଘରକୁ ଯିବେ । ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବଢିଆ ରହିବ ।
ମୀନ – ମନ ପ୍ରଫୁଲ୍ଲ ରହିବ । ମିତ୍ରଙ୍କ ସହ ଯୋଗରେ ବ୍ୟବସାୟରେ ଉନ୍ନତି ହେବ । ସନ୍ତାନଙ୍କ ପକ୍ଷରୁ ଖୁସି ଖବର ପାଇବେ । ସରକାରୀ ଚାକିରିଆଙ୍କ ଲାଗି ଦିନଟି ଉତ୍ତମ । ପଦୋନ୍ନତିର ପୂର୍ବାଭାସ ପାଇବେ ।

   Related Posts