Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମେ ୨୧ ତାରିଖ, ମଙ୍ଗଳବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଷ – ନିଜର ବ୍ୟବସାୟକୁ ଉଚିତ ଧାରାରେ ଚଳାଇ ନେବେ । ଆଶାବାଦୀ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ବିଶିଷ୍ଟ ବ୍ୟକ୍ତି ଭଳି ନିଜର ପରିଚୟ ସୃଷ୍ଟି କରିବେ ।


ବୃଷ – ନିଜର ଅଧିକା ସାବ୍ୟସ୍ତ କରିବେ । ସୁଖ-ସମ୍ମାନ ଲାଭ କରିପାରନ୍ତି । ଐଶ୍ୱର୍ଯ୍ୟଯୁକ୍ତ ହେବେ । ନୂଆ ବନ୍ଧୁ ଜୁଟି ପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ମୋକଦ୍ଦମାରେ ବିଜୟୀ ହେବେ ।


ମିଥୁନ – ମାନସିକ ସ୍ତରରେ ଦ୍ୱନ୍ଦ ଉପୁଜି ପାରେ । ପ୍ରତାରିତ ହୋଇପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ବ୍ୟୟ ବୃଦ୍ଧିର ସୁଚନା ମିଳୁଛି । ମଧୁର କଥା ପରକୁ ଆପଣାର କରିପାରନ୍ତି । ସହସୀ ଓ ଜ୍ଞାନି ହେବେ ।


କର୍କଟ – ମୂଲ୍ୟବାନ ଦ୍ରବ୍ୟ ପଉାଇ ଖୁସି ହେବେ । ଗରକରଣା ଦ୍ରବ୍ୟ କ୍ରୟ କରିପାରନ୍ତି । ସୁସ୍ଥ ଓ ନିରାମୟ ଜୀବନ ୍ାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ ।


ସିଂହ – ଗୃହ କାର୍ଯ୍ୟରେ ଆଗ୍ରହୀ ହେବେ । ସୁଖ-ସମ୍ମାନ ଲାଭ କରିବେ । କୁଳଦୀପକ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


କନ୍ୟା – ଯାତ୍ରାଦିରେ ଲାଭବାନ୍ ହୋଇପାରନ୍ତି । ଭ୍ରମନ ଯୋଗ ଅଛି । ଭାଗ୍ୟଶାଳୀ ହୋଇପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିବେ । ଧର୍ମାତ୍ମା,ପ୍ରବାସପ୍ରିୟ ବିଦ୍ୱନ ହୋଇପାରନ୍ତି ।


ତୁଳା – ଅଜାଣତରେ କ୍ଷତି ସହିପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଈର୍ଷାଳୁ ସ୍ୱଭାବର ହେବେ । ବାଧା ଉପୁଜି ପାରେ । ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାବିମାନୀ ହେବ ।


ବିଛା – ବା’ତ କାର୍ଯ୍ୟ କରିପାରନ୍ତି । ବନ୍ଧୁ ସହ ଯୋଗ ପାଇ ପ୍ରଫୁଲ୍ଲିତ ହେବେ । ସମାଜ ସେବାରେ ନିଜକୁ ନିୟୋଜିତ କରିପାରନ୍ତି । ମନରେ ଅହଂଭାବ ଆସିପାରେ । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ ।


ଧନୁ – ଦୂରଦର୍ଶନର ସୁଯୋଗ ମିଳିବ । ଆତ୍ମ ସଂଯମୀ ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । ବଳିଷ୍ଠ ହେବେ । ଶତ୍ରୁହନ୍ତା ହୋଇପାରନ୍ତି ।


ମକର – ଅନୁଗତମାନଙ୍କ ଦ୍ୱାରା ଲାଭବାନ୍ ହେବେ । ପ୍ରଥମେ ଅନୁଧ୍ୟାନ କରିବା ପରେ କାର୍ଯ୍ୟ ଆରମ୍ଭ କରିବେ । ଚଞ୍ଚଳ ପ୍ରକୃତିର ହୋଇପାରନ୍ତି । ଆକସ୍ମିକ ଭାବେ ଧନଲାଭ ହେବ । ଧାର୍ମିକ ଓ ତେଜସ୍ୱୀ ହେବେ ।


କୁମ୍ଭ – ମନ ପ୍ରଫୁଲ୍ଲ ରହିବ । ଉଦାର ପ୍ରକୃତିର ହେବେ । ଦାନ-ଧର୍ମ ଆଚରଣ କରି ଆତ୍ମ ସନ୍ତୋଷ ଲାଭ କରିପାରନ୍ତି । ଶୋଭନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ ।


ମୀନ – କାର୍ଯ୍ୟର ସଫଳ ରୂପାୟନ କରି ସନ୍ତୁଷ୍ଟ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ମିଷ୍ଟାଭାଷୀ ହୋଇପାରନ୍ତି । ପ୍ରସନ୍ନ ରହିବ । ଆସ୍ତିକ ହେବେ । ପ୍ରେମୀ ଓ ସାହସୀ ହେବେ । ସାନ ଭାଇଙ୍କ ଠାରୁ ଆଦର ସମ୍ମାନ ମିଳିବ ।

215 Views

   ସମ୍ବନ୍ଧିତ ଖବର