Wednesday, June 19, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୨୦ ମାର୍ଚ୍ଚ ୨୦୧୯, ବୁଧବାର : କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

ମେଶ – ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି ବିବାଦ ଉପୁଜିପାରେ । ଅଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି । ସରକାରୀ ଅର୍ଥ ମିଳିପାରେ । ସୁ-ଯଶର ଅଧିକାରୀ ହେବେ ।

ବୃଷ – ଆଲୋଚନା ମାଧ୍ୟମରେ ଉପକୃତ ହେବା ଆଶା କରାଯାଏ । ଦ୍ରବ୍ୟ ପ୍ରାପ୍ତିର ସୂଚନା ମିଳୁଛି । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । କୌଶଲରେ କାର୍ଯ୍ୟ ହାସଲ କରିପାରନ୍ତି ।

ମିଥୁନ – ମାନସିକ ସ୍ତରରେ ଉତ୍ସାହିତ ହୋଇପାରନ୍ତି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ମନ ପ୍ରଫୁଲ୍ଲ ରହିବ । କୁଶଳ ସମାଚାର ପାଇ ଖୁସି ହୋଇପାରନ୍ତି ।

କର୍କଟ- ପଡୋଶୀଙ୍କ ସହ ସଦ୍ଭାବନା ସହ ଚଳିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ଗୃହରେ ଶାନ୍ତିର ବାତାବରନ ସୃଷ୍ଟି ହେବ । ଚିନ୍ତାଧାରା ଉନ୍ନତମାନର ହେବ ।

ସିଂହ – ପଦ-ମର୍ଯ୍ୟାଦାକୁ ଜଗି ଚଳିବାକୁ ପଡିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଶୁଭ ସମ୍ବାଦ ପାଇ ଖୁସି ହେବେ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ ।

 କନ୍ୟା – କାର୍ଯ୍ୟ ଆନନ୍ଦଦାୟକ ହେବ । ସୁଖ-ସନ୍ତୋଷ ଲାଭ କରିପାରନ୍ତି । ଶୂଭ ସମ୍ବାଦ ପାଇ ଖୁସି ହେବେ । ସୁଖ-ଶାନ୍ତିରେ ଦିନଟି ଅତିବାହିତ ହେବ । ସର୍ବାଙ୍ଗୀଣ ଉନ୍ନତି ଆଶା କରାଯାଏ ।

ତୁଳା – ବିବିଧ ଭାବେ ଉପକୃତ ହୋଇପାରନ୍ତି । ଶୁଭଖବର ପାଇ ଖୁସି ହେବେ । ଶାନ୍ତି-ସନ୍ତୋହ ଲାଭ କରିପାରନ୍ତି ।ସର୍ବମୌଖ୍ୟ ଆଶା କରାଯାଏ । ନିର୍ଭୀକ ହେବେ ।

ବିଛା – ଉଚ୍ଚ ମହଲରେ ପରିଚିତ ହୋଇପାରନ୍ତି । ଶତ୍ରୁ ଉପରେ କ୍ରୋଧଭାବ ଜାତ ହୋଇପାରେ । ବିବାଦରେ ବିଜୟୀ ହେବେ । ଉପୁଜି ଥିବା ସମସ୍ତ ଅସୁବିଧା ସୂର ହେବ ।

ଧନୁ – ପରିଶ୍ରମର ମୂଲ୍ୟ ମିଳିବା କଷ୍ଟକର ହେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ସନ୍ମାର୍ଗୀ ହେବେ । ଶାବଲୀଳ ଭାଷା ପ୍ରୟୋଗରେ ସମସ୍ତଙ୍କୁ ଆପଣାର କରିପାରନ୍ତି ।

ମକର – ମନରେ ଅଶା- ଆଶଙ୍କା ଉପୁଜି ପାରେ । କର୍ମକ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି । ଜ୍ଞାନ କୌଶଳ ଲାଭ କରିପାରନ୍ତି । ମୂଲୟବାନ୍ ଦ୍ରବ୍ୟ ଲାଭ ହୋଇପାରେ ।

କୁମ୍ଭ – ଗୃହରୁ ଆନନ୍ଦ ମିଳିବ । କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡିପାରେ । ସମ୍ମାନିତ ହୋଇପାରନ୍ତି । ପାରିବାରିକ ସୁଖ ମିଳିବ । ବହୁ ବିତ୍ତର ଅଧିକାରୀ ହେବେ ।

ମୀନ – ପାରିବାରିକ ଜୀବନରେ ସୁଖ-ଶାନ୍ତି ଆସିପାରେ । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୋଜଗାର ଆଶାନୁରୁପ ହେବ । ରୁଚିକର ଭୋଜନରେ ଆପ୍ୟାୟିତ ହେବେ ।

385 Views

   ସମ୍ବନ୍ଧିତ ଖବର