Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

୧୧ ମାର୍ଚ୍ଚ, ସୋମବାର : ଜାଣନ୍ତୁ ଆଜିର ଦିନଟି କେଉଁ ରାଶି ପାଇଁ କିଭଳି ରହିବ

11/03/2019 at 7:49 AM

ମେଶ – କର୍ମକ୍ଷେତ୍ରରେ ଧନ ବଢିବାର ଯୋଗ ଅଛି । ବିଦ୍ୟ କ୍ଷେତ୍ରରେ ଆପଣଙ୍କର ରୁଚି ବଢିବ । ପ୍ରିୟ ପରିଜନଙ୍କ ସହିତ ଖୁବ୍ ମଉଜ କରିବେ ।

ବୃଷ – ଆଜି ଆପଣ ଜୟଯୁକ୍ତ ହେବେ । ଆପଣଙ୍କର ପୂରା ଦିନଟି ଆଜି ବେଶ୍ ମଜାରେ କଟିବ । ବନ୍ଧୁମାନଙ୍କ ସହିତ ଖୁବ୍ ବୁଲିବେ ।

ମିଥୁନ – ଆଧ୍ୟାତ୍ମିକ କାମରୁ ଆଜିର ଦିନଟି ଆରମ୍ଭ ହେବ । ଆପନ ଟିକେ ଅଧିକ ପରିଶ୍ରମ ବି କରନ୍ତି । ଆଗକୁ ସରକାରୀ ସ୍ତରରେ ବିଶେଷ ଲାଭବାନ୍ ହେବେ ।

କର୍କଟ- ଆଜି ଦିନଟି ପର ଉପକାରରେ କଟିବ. ଧନ ସମ୍ପର୍କିତ କାମରେ ଆଜି ଆପଣ ସଫଳ ରହିବେ । ଏହା ସହିତ କର୍ମକ୍ଷେତ୍ରରେ ବି ଆପଣ ଖୁବ୍ ପ୍ରଶଂସିତ ହେବେ ।

ସିଂହ – ଆପଣ କେଉଁଠି ପୁଞ୍ଜି ଲଗାଇଥିଲେ,ଆଜି ଧନ ପାଇବାର ଯୋଗ ରହିଛି । ଏସବୁ ସହିତ ସାତ୍ୱିକ ଆହାର ଉପରେ ଆପଣ ଧ୍ୟାନ ଦିଅନ୍ତୁ ।

କନ୍ୟା – କର୍ମକ୍ଷେତ୍ରରେ ବନ୍ଧୁଙ୍କର ସହ ଯୋଗ ପାଇବେ । ନିଜର ମେଳାପୀ ସ୍ୱାଭାବ ଯୋଗୁ ଆଜି ଆପଣ ସମସ୍ତଙ୍କର ପ୍ରିୟ ରହିବେ । ଦିନଟି ଆପଣଙ୍କ ସହ ଖୁବ୍ ଶୁଭଙ୍କର ।

ତୁଳା – ଆପଣ ବେଶ୍ ପ୍ରଶଂସିତ ହେବେ । ଗୁରୁଜନ ଓ ସାଧୁ ସନ୍ଥଙ୍କ ସେବା କରିବାର ସୁଯୋଗ ପାଇପାରନ୍ତି । ବ୍ୟବସାୟରେ ଲାଭ ହେବାର ଯୋଗ ଦେଖା  ଯାଉଛି ।

ବିଛା – ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖ ଶାନ୍ତିର ଦିନ । ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ପାରିବାରିକ ସହ ଯୋଗ ବୃଦ୍ଧି ହେବ । ମହିଳାମାନେ ଆତ୍ମବିଶ୍ୱାସ ସହିତ କାମ କରି ସଫଳତା ପାଇବେ ।

ଧନୁ – ଆଜି ଦିନଟି ଆନନ୍ଦର ଦିନ । ଶାରିରୀକ ଅସୁସ୍ଥତା ଦୂର ହେବ । ଆର୍ଥିକ ଉନ୍ନତି ହେବ । ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ଦୂର ଯାତ୍ରା କରିବେ ।

ମକର – ଦିନଟି ଶୁଭରେ କଟିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ମହିଳାମାନେ ଧର୍ମ ପରାୟଣ ହେବେ । ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେ ।

କୁମ୍ଭ – ଆଜି ଆପଣଙ୍କ ଦିନଟି ଶୁଭପ୍ରଦ । ବ୍ୟବସାୟରେ କ୍ଷତି ଦେଖା ଦେବ । ଛାତ୍ରଛାତ୍ରୀମାନେ ସଫଳତା ପ୍ରାପ୍ତି କରିବେ । ମହିଳାମାନେ ଧର୍ମ ପରାୟଣା ହେବେ ।

ମୀନ – ଦିନଟି ସୁଖ ଏବଂ ସୌଭାଗ୍ୟର ଦିନ । ଆର୍ଥିକ ସଫଳତା ରେ ବାଧା ହେବ । ଛାତ୍ରଛାତ୍ରୀମାନେ ବିଦ୍ୟାକ୍ଷେତ୍ରରେ ମନ ଦେବେ ନାହିଁ । ମହିଳାମାନଙ୍କର କର୍ମକ୍ଷେତ୍ରରେ ଉନ୍ନତି ପାଇଁ ଚେଷ୍ଟିତ ହେବେ ।

   Related Posts