Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

୭ ମାର୍ଚ୍ଚ, ଗୁରୁବାର : ଜାଣନ୍ତୁ ଆଜିର ଦିନଟି କେଉଁ ରାଶି ପାଇଁ କିଭଳି ରହିବ

7/03/2019 at 7:56 AM

ମେଶ – ଆଜି ଦିନଟି ଶୁଭ ଅଟେ । ଦେହ ଓ ମନ ଖୁବ୍ ଭଲ ରହିବ । ବିଭିନ୍ନ ଦିଗରୁ ଆୟର ଯୋଗ ଅଛି । କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ପାରିବାରିକ ଜୀବନରେ ସୁଖ ଶାନ୍ତି ପାଇବେ ।

ବୃଷ – ଦିନଟି ଶୁଭରେ କଟିବ । ଦେହ ଭଲ ରହିବ,ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ବିଳମ୍ବ ଯୋଗ ଅଛି । ପାରିବାରିକ ଜୀବନରେ ନାନା ପ୍ରକାର ସୂଚନା ମିଳେ ।

 ମିଥୁନ – ଆଜି ଦିନଟି ଅଶୁଭ ଅଟେ । ସବୁବେଳେ ଅସ୍ଥିରତା ମଧ୍ୟରେ ଦିନଗୁଡିକ କଟିବ । କର୍ମକ୍ଷେତ୍ରରେ ବାଧା ଓ ପ୍ରତିବନ୍ଧ ଦେଖାଦେବ । ପାରିବାରିକ ଜୀବନରେ ପଦୋନ୍ନତିର ସୁଚନା ମିଳେ ।

କର୍କଟ- ଆଜି ଦିନରେ ଆକାଶ ଛୁଆଁ ଖର୍ଚ୍ଚ ହେବ । ଦେହ ଭଲ ରହିବ । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନରେ ଅସନ୍ତୋଷ ଦେଖା ଦେବ । ଚାକିରୀରେ ଅସ୍ଥିରତା ଲାଗି ରହିବ ।

ସିଂହ – ଆପଣଙ୍କ ଦିନଟି ଶୁଭ ଫଳ ଦାୟକ ହେବ । ଦେହ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସୁଖ ସମ୍ମାନ ପାଇବେ  । ଉଚ୍ଚ ସମ୍ମାନ ପାଇବେ । ପାରିବାରିକ ଜୀବନରେ ଆନନ୍ଦ ଉତ୍ସବ ଯୋଗ ।

 କନ୍ୟା – ଦିନଟି ସମାନ୍ୟ ଅଶୁଭ ରହିବ । ମନ ଭଲ ରହିବ ।  କର୍ମକ୍ଷେତ୍ରରେ ବିଳମ୍ବ ଯୋଗ । ଭ୍ରମଣ ଯୋଗ ରହିଛି । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସୁଖରେ କଟିବ ।

ତୁଳା – ଦିନଟି ଶୁଭରେ କଟିବ । ଆଳସ୍ୟତା ବୋଧ କରିବେ । ପାରିବାରିକ ଜୀବନରେ ସୁଖ ହେବ । ଚାକିରୀରେ ଅଭିଯୁକ୍ତ ହେବେ । ବ୍ୟବସାୟରେ କ୍ଷତିର ଆଶଙ୍କା ଅଛି ।

ବିଛା – ଆଜି ଦିନଟି ଆଦୌ ଶୁଭ ନୁହେଁ । ଦେହ ଓ ମନ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ଅବହେଳା ଦେଖା ଦେବ । ଆୟ ଠାରୁ ବ୍ୟୟ ଅଧିକା ହେବ । ବ୍ୟବସାୟରେ କ୍ଷତିର ଆଶଙ୍କା ଅଛି ।

ଧନୁ – ଆଜି ଦିନଟି ଆପଣଙ୍କ ଭଲରେ ଯିବ ନାହିଁ । ବିବାଦୀୟ ଘଟଣାରେ ଜଡିତ ହେବେ । ଦ୍ରବ୍ୟ ନଷ୍ଟ ଯୋଗ ଅଛି । ଆୟ ଠାରୁ ବ୍ୟୟ ଯଥେଷ୍ଟ ହେବ । ଚାକିରୀ ଓ ବ୍ୟବସାୟରେ ଦ୍ୱନ୍ଦ୍ୱ ଯୋଗ ଅଛି ।

ମକର – ଆଜି ଦିନଟି ଖୁବ୍ ଭଳରେ ଯିବ । ଦେହ ସୁସ୍ଥ ରହିବ । କର୍ମକ୍ଷେତ୍ରରେ ସାଫଲ୍ୟତା ଯୋଗ ଅଛି । ଉଚ୍ଚ ସମ୍ମାନ ପ୍ରାପ୍ତ କରିବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କାଟିବେ ।

କୁମ୍ଭ – ଆପଣଙ୍କ ଦିନଟି ମଧ୍ୟମ ଫଳ ଦେବ । ଦେହ ଓ ମନ ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତାମୂଳକ କାର୍ଯ୍ୟରେ ସୁଫଳ ପାଇବେ । ଆୟ ଉତ୍ତମ ଅଟେ ।

ମୀନ – ଆଜି ଦିନଟି ସେତେ ଭଲ ନୁହେଁ । ପ୍ରତ୍ୟେକ କର୍ମରେ ବିଳମ୍ବ ଯୋଗ ଅଛି । ଆୟ ହ୍ରାସ ପାଇବ । ପାରିବାରିକ ଜୀବନରେ ଅଶାନ୍ତି ବୋଧ କରିବେ । ବ୍ୟବସାୟରେ ଶୁଭ ଫଳ ପାଇବେ ।

   Related Posts