Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ପାଇଁ ଗ୍ଲୋବାଲ୍‌ ଟେଣ୍ଡର: ୧୯ ସଦସ୍ୟଙ୍କୁ ନେଇ ଗଠନ ହେଲା କମିଟି
  • ||
  • ଭୁବନେଶ୍ବରରେ ବଢୁଛି ସଂକ୍ରମଣ, ୨୪ ଘଣ୍ଟାରେ ୯୬୨ ଆକ୍ରାନ୍ତ ଚିହ୍ନଟ
  • ||
  • ନୂଆଦିଲ୍ଲୀ : କରୋନାର ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କ ପାଇଁ ଉପଯୋଗୀ ଆୟୁଷ-୬୪, ଏହି କେନ୍ଦ୍ରରେ ମିଳୁଛି ମାଗଣାରେ
  • ||
  • ଶାମଲୀ : ଲଜ୍ଜାଜନକ ଦୃଶ୍ୟ, ଅଳିଆ ବୁହା ଗାଡିରେ ଶ୍ମଶାନଘାଟ ଗଲା ମହିଳାଙ୍କ ମୃତଦେହ
  • ||
  • ଟିକା ପାଇଁ ହେବ ଗ୍ଲୋବାଲ୍‌ ଟେଣ୍ଡର, ରାଜ୍ୟ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ରାହୁଲ ଭୋରାଙ୍କ ମୃତ୍ୟୁ ପରେ ପତ୍ନୀ ସେୟାର କଲେ ଯନ୍ତ୍ରଣାଦାୟକ ଭିଡିଓ… କେମିତି ଅକ୍ସିଜେନ୍ ଟିକିଏ ପାଇଁ ହେଉଥିଲେ ଛଟପଟ
  • ||
  • ମଥୁରା : କରୋନାରେ ହେମାମାଳିନୀଙ୍କ ବ୍ୟକ୍ତିଗତ ସଚିବଙ୍କ ମୃତ୍ୟୁ, ଟ୍ବିଟ୍ କରି ଅଭିନେତ୍ରୀ ଦେଲେ ଶ୍ରଦ୍ଧାଞ୍ଜଳି
  • ||
  • ଭୁବନ : ଦୀର୍ଘ ୭ଘଣ୍ଟା ବନ୍ଦ ଘରେ ପଡିରହିଲା ମୃତଦେହ, କରୋନା ସଂକ୍ରମଣ ଆଶଙ୍କାରେ ପାଖ ମାଡିଲେନି ପରିବାର
  • ||
  • ବଲାଙ୍ଗୀର : ରୋଗୀଙ୍କୁ ଲାଞ୍ଚ ମାଗିବା ପଡିଲା ମହଙ୍ଗା, SDMOଙ୍କୁ ସୋ-କଜ୍ ନୋଟିସ୍ ପରେ ପଠାଗଲା ଡେପୁଟେସନରେ, ସ୍ବାସ୍ଥ୍ୟକର୍ମୀ ସସ୍‌ପେଣ୍ଡ
  • ||
  • ହାଇଦ୍ରାବାଦ : ଅକ୍ସିଜେନ୍ ଟ୍ୟାଙ୍କର ଡ୍ରାଇଭର ଭୁଲିଗଲା ହସ୍ପିଟାଲ ରାସ୍ତା, ଅକ୍ସିଜେନ୍ ଅଭାବରୁ ଚାଲିଗଲା ୭ କରୋନା ରୋଗୀଙ୍କ ଜୀବନ
  • ||

୯ ଫେବୃଆରୀ ୧୯, ଶନିବାର

9/02/2019 at 9:47 AM

ମେଷ – ଆଜି ଦିନଟି ଆପଣଙ୍କ ଅଶୁଭ ରହିବ । ଆୟ ହ୍ରାସ ପାଇବ । କର୍ମକ୍ଷେତ୍ରରେ ଉତ୍ସାହ ହାନି ଘଟିବ । ଛାତ୍ରଛାତ୍ରୀମାନେ ପାଢପଢାରେ ମନ ଦେବେ । ପାରିବାରିକ ଜୀବନ ସୁଖରେ କଟିବ ।


ବୃଷ – ଆଜି ଦିନଟି ଶୁଭ ଅଟେ । ଦେହ ଭଲ ରହିବ । ଦୂର ଯାତ୍ରାରେ ସଫଳ ହେବେ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନ ସୁଖରେ କଟିବ । ବ୍ୟବସାୟ ଖୁବ୍ ଭଲରେ ଚାଲିବ ।


ମିଥୁନ – ଆଜି ଦିନଟି ଖୁବ୍ ଭଲରେ ଯିବ । ଉତ୍ସାହିତ ହେବେ । ସାହାର୍ଯ୍ୟ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ଚାକିରୀରେ ପ୍ରଶଂସା ପାଇବେ ।


କର୍କଟ- ଆଜି ଦିନଟି ସାମାନ୍ୟ ଶୁଭ ଅଟେ । ମନ ଆଦୌ ଭଲ ରହିବ ନାହିଁ । ଆୟ ଉତ୍ତମ ରହିବ । ଚାକିରୀରେ ପ୍ରଶଂସା ପାଇବେ । ବ୍ୟବସାୟରେ ଉନ୍ନତି କରିବେ ।


ସିଂହ – ଆଜି ଦିନଟି ଶୁଭ ନୁହେଁ । ଛାତ୍ରଛାତ୍ରୀମାନଙ୍କ ପାଇଁ ମନ ଅସ୍ଥିର ରହିବ । ଆୟ ଠାରୁ ବ୍ୟୟ ଅଧିକ ଘଟେ । ପାରିବାରିକ ଜୀବନରେ ଅଭାବ ଅସୁବିଧା ରହିବ ।


କନ୍ୟା – ଆଜି ଆପଣଙ୍କ ଦିନଟି ଶୁଭରେ କଟିବ । ଆୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦ୍ରବ୍ୟ ଲାଭ ଯୋଗ ରହିଛି । ବିବାଦୀୟ ସମାଧାନ ଘଟିବ ।


ତୁଳା – ଆଜି ଦିନଟି ଶୁଭ ଫଳ ପଇବେ । ଆୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦ୍ରବ୍ୟ ହାନି ଯୋଗ ରହିଛି । ପାରିବାରିକ ଜୀବନରେ ଶାନ୍ତି ପାଇବେ ।


ବିଛା – ଆଜି ଆପଣଙ୍କ ଦିନଟି ଉତ୍ତମ ଅଟେ । ଦେହ ଓ ମନ ଭଲ ରହିବ । ଚାକିରୀରେ ଉଚ୍ଚ ସମ୍ମାନ ମିଳିବ । ଅର୍ଥ ଓ ଦ୍ରବ୍ୟ ଲାଭ ଯୋଗ ରହିଛି । ଆୟ ମଧ୍ୟମ ଅଟେ ।


ଧନୁ – ଆଜି ସାମାନ୍ୟ ଶୁଭ ଅଟେ । ଭ୍ରମଣର ଯୋଗ ଅଛି । ନିଜର ଲୋକ ପ୍ରତାରଣା କରିବେ । ପାରିବାରିକ ଜୀବନରେ ରୋଗ ପୀଡା ଲାଗି ରହିବ । ବ୍ୟବସାୟ ସଂକୁଚିତ ହେବ ।


ମକର – ଆଜି ଦିନଟି ଅଶୁଭରେ କଟିବ । ବ୍ୟବସାୟରେ ଆଜି କ୍ଷତିର ଆଶଙ୍କା କରାଯାଇପାରେ । ପାରିବାରିକମ ଜୀବନରେ ରୋଗ ପୀଡା ଲାଗି ରହିବ ।


କୁମ୍ଭ – ଆଜି ଶୁଭ ଫଳ ପାଇବେ । ଆଇନ ଅଦାଲତରେ ସୁଫଳ ମିଳିବ । ପ୍ରୀତି ଲାଭ ଓ ବନ୍ଧୁ ମିଳନ ଯୋଗ ରହିଛି । ପାରିବାରିକ ଜୀବନରେ ଅବିଶ୍ୱାସ ବଢିବ । ବ୍ୟବସାୟରେ କଳାଧନ ବଢିବ ।


ମୀନ – ଆଜି ଦିନଟି ଉତ୍ତମ ରହିବ । ଦେହ ଓ ମନ ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ । ଆୟ ଅବ୍ୟାହତ ରହିବ ।

   Related Posts