Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୩ ଫେବୃଆରୀ ୧୯, ରବିବାର

3/02/2019 at 9:04 AM

ମେଷ – ଆକସ୍ମିକ ଭାବେ ବ୍ୟୟର ଭାଗ ବଢି ଯାଇପାରେ । ଆତଙ୍କିତ ଅବସ୍ଥା ସୃଷ୍ଟି ହେବ । ଦୃଢ ସଂକଳ୍ପ ନେଇ କାର୍ଯ୍ୟ ସମ୍ପାଦନ କରିବେ । ଉଚ୍ଚ ସମ୍ମାନ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି ।


ବୃଷ – ଋଣ ପରିଶୋଧ କରିପାରନ୍ତି । ଘାତଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡିବ । କନ୍ୟା, ପୁତ୍ର, ପୌତ୍ର, ପପୌତ୍ରାଦି ଲାଭ କରିପାରନ୍ତି ।


ମିଥୁନ – ଯାନବାହନ କ୍ରୟ କରିପାରନ୍ତି । ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି । କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ସ୍ଥିତି ଅନୁକୂଳ ରହିଛି । ଚିନ୍ତାଧାରା ଉନ୍ନତମାନର ହୋଇପାରେ ।


କର୍କଟ- ଲାଗି ରହିଥିବା ବିବାଦରେ ସୁ-ସମ୍ବାଦ ହେବ । ପ୍ରଶଂସିତ ହୋଇପାରନ୍ତି । ସୁଖ ସମ୍ମାନ ମିଳିପାରେ । ମାନ୍ୟତା ପ୍ରାପ୍ତ ହେବେ । ସଙ୍ଗିନ ଉନ୍ନତି ଆଶା କରାଯାଏ ।


ସିଂହ – ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି । କୌଣସି ଭାବେ ମନ ଇଚ୍ଛା କାର୍ଯ୍ୟ କରିବା କଷ୍ଟ ସାଧ୍ୟ ହେବ । କୁସଙ୍ଗକୁ ପରିତ୍ୟାଗ କରି କାର୍ଯ୍ୟକୁ ବିରତ ହେବେ ।


କନ୍ୟା – ମର୍ଯ୍ୟାଦା ପ୍ରାପ୍ତ ହୋଇପାରନ୍ତି । ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ ଭୋଜନରେ ଆପ୍ୟାୟିତ ହେବେ । ପରିଶ୍ରମ ସୁଫଳ ପାଇବେ । ଶୁଭ ଖବର ପାଇ ଖୁସି ହେବେ ।


ତୁଳା – କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ପଥରୋଧର ସମ୍ମୁଖୀନ ହୋଇପାରନ୍ତି । ଭିନ୍ନ ଭିନ୍ନ ସ୍ତରରୁ ସାହାର୍ଯ୍ୟ ସହ ଯୋଗ ମିଳିବ । ଚିନ୍ତା ଦୂର ହେବ ।


ବିଛା – ଦିନଟି ସତର୍କତାର ଦିନ । ବିଭିନ୍ନ ସ୍ତରରୁ ଧନ ସହିତ ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ । ରୁଚି ଉନ୍ନତମାନର ହୋଇପାରେ । ପରିସ୍ଥିତି ଅନୁକୂଳ ରହିଛି ।


ଧନୁ – ନୂତନ କାର୍ଯ୍ୟରେ ଯୋଗ ଦେଇ ପାରନ୍ତି । ସୁଖ-ସମ୍ଭୋଗ ପାଇଁ ଦିନଟି ପ୍ରଶସ୍ତ ରହିଛି । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


ମକର – ଲାଗି ରହିଥିବା ଅର୍ଥାଭାବ ହଠାତ୍ ଦୂରେଇ ଯିବ । ସେବା କ୍ଷେତ୍ରରେ ଅବତୀର୍ଣ୍ଣ ହୋଇପାରନ୍ତି । ସବୁ ବାଧା-ବିଘ୍ନକୁ ଏଡାଇ ଆଗକୁ ବଢି ପାରନ୍ତି ।


କୁମ୍ଭ – ଅନୁଷ୍ଠାନିକ କାର୍ଯ୍ୟରେ ଯୋଗ ଦାନ କରିପାରନ୍ତି । ସୁଖ ମିଳିବ । ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ବିଖ୍ୟାତ କାର୍ଯ୍ୟ କରି ସମସ୍ତଙ୍କର ପ୍ରିୟଭାଜନ ହୋଇପାରନ୍ତି ।


ମୀନ – ଶତ୍ରୁ ଆୟତ୍ତାଧୀନ ହୋଇପାରେ । ଏଥିପାଇଁ ଅପେକ୍ଷା କରିବାକୁ ପଡିବ । ପାରିବାରିକ ସୁଖ,ଶାନ୍ତି ଅବ୍ୟାହତ ତହିବ । ବନ୍ଧୁ ମହଲରୁ ସାହାର୍ଯ୍ୟ ସହାନୁଭୂତି ମିଳିପାରେ ।

   Related Posts