Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

୨୫ ଜାନୁଆରୀ ୧୯, ଶୁକ୍ରବାର

25/01/2019 at 12:15 PM

ମେଷ – ଲକ୍ଷ୍ୟ ହାସଲ ପାଇଁ ଯୋଜନା ପ୍ରସ୍ତୁତ କରିପାରନ୍ତି । ଚଞ୍ଚଳ ସ୍ୱଭାବର ହେବେ । ଖର୍ଚ୍ଚ ବୃଦ୍ଧି ହେବାର ସୂଚନା ମିଳୁଛି । ମଧୁର ବଚନ କହି ଲୋକ ସମର୍ଥନ ପାଇପାରନ୍ତି ।


ବୃଷ – ମୂଲ୍ୟବାନ ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସୁସ୍ଥ ଓ ନିରାମୟ ରହିବେ । ଲୋକ ପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ ।

ମିଥୁନ – ଚାହୁଁ ଥିବା ସାହାର୍ଯ୍ୟ ମିଳିପାରେ । ଆପଣଙ୍କ ପରିଶ୍ରମର ମୂଲ୍ୟାଙ୍କନ ହୋଇପାରେ । ନିଜ ପରିବାରର ମୁଖ୍ୟ ହୋଇପାରନ୍ତି ।


କର୍କଟ- ଦୂର ଯାତ୍ରା ପାଇଁ ସୁଯୋଗ ମିଳିବ । ଭାଗ୍ୟଶାଳୀ ହେବେ । ଆଇନଜୀବୀମାନେ ବିଚାରାଳମୟର ଅଙ୍ଗ ସଦୃଶ କାର୍ଯ୍ୟ କରିପାରନ୍ତି ।


ସିଂହ – ମାନସିକ ସ୍ତରରେ ଚାପର ସମ୍ମୁଖୀନ ହୋଇପାରନ୍ତି । ଧନକ୍ଷୟ ହେବାର ସମ୍ଭାବନା ଅଛି । ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ ।


କନ୍ୟା – ଭ୍ରାତୃ ବିବାଦକୁ ସହଜରେ ସମାଧାନ କରିବାରେ ସକ୍ଷମ ହେବେ । ସାମୟିକ ଭାବେ ଭୟାତୁର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ ।


ତୁଳା – ନିଜ କର୍ମରେ ଛନ୍ଦି ହୋଇ ପଡିବେ । ଶତ୍ରୁକୁ ଭୟ କଲେ ବି ବିହିତ ପଦକ୍ଷେପ ନେଇ ଶତ୍ରୁ ହନ୍ତା ହେବେ । ଭାଇମାନଙ୍କ ପ୍ରତି ସ୍ନେହଭାବ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଭାଇଙ୍କ ସହ ଯୋଗ ମିଳିବ ।


ବିଛା – ଆମୋଦ ପ୍ରମୋଦରେ ଦିନଟି ଅତିବାହିତ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନ ଲାଭ ହୋଇପାରେ । ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ରୁଚି ରହିବ ।


ଧନୁ – ଆଶା ଫଳବତୀ ହେବ । ଉଦାର ସ୍ୱଭାବର ଚରିତ୍ରବାନ୍ ହେବେ । ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ । କୃଷି ଉପରେ ଗୁରୁତ୍ୱ ଦେବେ ।


ମକର – ନିର୍ବିକାର ଭାବେ କାର୍ଯ୍ୟ କଲେ ସଫଳ ହେବେ । ଉଚ୍ଚ ସମ୍ମାନ ଲାଭ କରିବେ । ମନ ପ୍ରସନ୍ନ ରହିବେ । ଆସ୍ତିକ ବ୍ୟକ୍ତି ଭାବେ ପରିଗଣିତ ହେବେ ।


କୁମ୍ଭ – ଆୟରେ ଉନ୍ନତି ଘଟିବ । କୌଣସି କାରଣରୁ ମନରେ ଉଦ୍ବେଗ ଜାତ ହୋଇପାରେ । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ଭାବେ ବିବେଚିତ ହେବେ ।


ମୀନ – ମା’ଙ୍କ ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି । ଶକ୍ତିମାନ୍ ହେବେ । ମନୋବଳ ଦୃଢ ହେବ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ରୋଜଗାର ଉଣା ହେବ ନାହିଁ ।

   Related Posts