୧୫ ଜାନୁଆରୀ ୧୯, ମଙ୍ଗଳବାର

Published By : Prameya-News7 Bureau | January 15, 2019 IST

ମେଷ – ଆଜି ଦିନଟି ଆପଣଙ୍କ ଅଶୁଭ ରହିବ । ଆୟ ହ୍ରାସ ପାଇବ । କର୍ମକ୍ଷେତ୍ରରେ ଉତ୍ସାହ ହାନି ଘଟିବ । ଛାତ୍ରଛାତ୍ରୀମାନେ ପାଢପଢାରେ ମନ ଦେବେ । ପାରିବାରିକ ଜୀବନ ସୁଖରେ କଟିବ । ବ୍ୟବସାୟ ଖିବ୍ ଭଲ ହେବ ।


ବୃଷ – ଆଜି ଦିନଟି ଶୁଭ ଅଟେ । ଦେହ ଭଲ ରହିବ । ଦୂର ଯାତ୍ରାରେ ସଫଳ ହେବେ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନ ସୁଖରେ କଟିବ । ବ୍ୟବସାୟ ଖୁବ୍ ଭଲରେ ଚାଲିବ ।


ମିଥୁନ - ଆଜି ଦିନଟି ଖୁବ୍ ଭଲରେ ଯିବ । ଉତ୍ସାହିତ ହେବେ । ସାହାର୍ଯ୍ୟ ସହ ଯୋଗ ପାଇବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ଚାକିରୀରେ ପ୍ରଶଂସା ପାଇବେ । ବ୍ୟବସାୟରେ ଉନ୍ନତି କରିବେ ।


କର୍କଟ- ଆଜି ଦିନଟି ସାମାନ୍ୟ ଶୁଭ ଅଟେ । ମନ ଆଦୌ ଭଲ ରହିବ ନାହିଁ । ଆୟ ଉତ୍ତମ ରହିବ । ଚାକିରୀରେ ପ୍ରଶଂସା ପାଇବେ । ବ୍ୟବସାୟରେ ଉନ୍ନତି କରିବେ ।


ସିଂହ – ଆଜି ଦିନଟି ଶୁଭ ନୁହେଁ । ଛାତ୍ରଛାତ୍ରୀମାନଙ୍କ ପାଇଁ ମନ ଅସ୍ଥିର ରହିବ । ଆୟ ଠାରୁ ବ୍ୟୟ ଅଧିକ ଘଟେ । ପାରିବାରିକ ଜୀବନରେ ଅଭାବ ଅସୁବିଧା ରହିବ । ବ୍ୟବସାୟରେ ଅଶୁଭ ଫଳ ପଇବେ ।


କନ୍ୟା – ଆଜି ଆପଣଙ୍କ ଦିନଟି ଶୁଭରେ କଟିବ । ଆୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦ୍ରବ୍ୟ ଲାଭ ଯୋଗ ରହିଛି । ବିବାଦୀୟ ସମାଧାନ ଘଟିବ । ବ୍ୟବସାୟରୁ ଲାଭବାନ୍ ହେବେ ।


ତୁଳା – ଆଜି ଦିନଟି ଶୁଭ ଫଳ ପଇବେ । ଆୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦ୍ରବ୍ୟ ହାନି ଯୋଗ ରହିଛି । ପାରିବାରିକ ଜୀବନରେ ଶାନ୍ତି ପାଇବେ । ବ୍ୟବସାୟରେ ଶୁଭ ଫଳ ପାଇବେ ।


ବିଛା - ଆଜି ଆପଣଙ୍କ ଦିନଟି ଉତ୍ତମ ଅଟେ । ଦେହ ଓ ମନ ଭଲ ରହିବ । ଚାକିରୀରେ ଉଚ୍ଚ ସମ୍ମାନ ମିଳିବ । ଅର୍ଥ ଓ ଦ୍ରବ୍ୟ ଲାଭ ଯୋଗ ରହିଛି । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନରେ ଉନ୍ନତି ଘଟିବ ।

ଧନୁ – ଆଜି ସାମାନ୍ୟ ଶୁଭ ଅଟେ । ଭ୍ରମଣର ଯୋଗ ଅଛି । ନିଜର ଲୋକ ପ୍ରତାରଣା କରିବେ । ପାରିବାରିକ ଜୀବନରେ ରୋଗ ପୀଡା ଲାଗି ରହିବ । ବ୍ୟବସାୟ ସଂକୁଚିତ ହେବ ।


ମକର – ଆଜି ଦିନଟି ଅଶୁଭରେ କଟିବ । ବ୍ୟବସାୟରେ ଆଜି କ୍ଷତିର ଆଶଙ୍କା କରାଯାଇପାରେ । ପାରିବାରିକମ ଜୀବନରେ ରୋଗ ପୀଡା ଲାଗି ରହିବ ।


କୁମ୍ଭ - ଆଜି ଶୁଭ ଫଳ ପାଇବେ । ଆଇନ ଅଦାଲତରେ ସୁଫଳ ମିଳିବ । ପ୍ରୀତି ଲାଭ ଓ ବନ୍ଧୁ ମିଳନ ଯୋଗ ରହିଛି । ପାରିବାରିକ ଜୀବନରେ ଅବିଶ୍ୱାସ ବଢିବ । ବ୍ୟବସାୟରେ କଳାଧନ ବଢିବ ।


ମୀନ - ଆଜି ଦିନଟି ଉତ୍ତମ ରହିବ । ଦେହ ଓ ମନ ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନରେ ସୁଖି ହେବେ । ବ୍ୟବସାୟରେ ଉନ୍ନତି କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.