Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

୧୫ ଜାନୁଆରୀ ୧୯, ମଙ୍ଗଳବାର

15/01/2019 at 11:24 AM

ମେଷ – ଆଜି ଦିନଟି ଆପଣଙ୍କ ଅଶୁଭ ରହିବ । ଆୟ ହ୍ରାସ ପାଇବ । କର୍ମକ୍ଷେତ୍ରରେ ଉତ୍ସାହ ହାନି ଘଟିବ । ଛାତ୍ରଛାତ୍ରୀମାନେ ପାଢପଢାରେ ମନ ଦେବେ । ପାରିବାରିକ ଜୀବନ ସୁଖରେ କଟିବ । ବ୍ୟବସାୟ ଖିବ୍ ଭଲ ହେବ ।


ବୃଷ – ଆଜି ଦିନଟି ଶୁଭ ଅଟେ । ଦେହ ଭଲ ରହିବ । ଦୂର ଯାତ୍ରାରେ ସଫଳ ହେବେ । ଆୟ ଉତ୍ତମ ଅଟେ । ପାରିବାରିକ ଜୀବନ ସୁଖରେ କଟିବ । ବ୍ୟବସାୟ ଖୁବ୍ ଭଲରେ ଚାଲିବ ।


ମିଥୁନ – ଆଜି ଦିନଟି ଖୁବ୍ ଭଲରେ ଯିବ । ଉତ୍ସାହିତ ହେବେ । ସାହାର୍ଯ୍ୟ ସହ ଯୋଗ ପାଇବେ । କର୍ମକ୍ଷେତ୍ରରେ ସଫଳତା ପାଇବେ । ଆୟ ଅବ୍ୟାହତ ରହିବ । ଚାକିରୀରେ ପ୍ରଶଂସା ପାଇବେ । ବ୍ୟବସାୟରେ ଉନ୍ନତି କରିବେ ।


କର୍କଟ- ଆଜି ଦିନଟି ସାମାନ୍ୟ ଶୁଭ ଅଟେ । ମନ ଆଦୌ ଭଲ ରହିବ ନାହିଁ । ଆୟ ଉତ୍ତମ ରହିବ । ଚାକିରୀରେ ପ୍ରଶଂସା ପାଇବେ । ବ୍ୟବସାୟରେ ଉନ୍ନତି କରିବେ ।


ସିଂହ – ଆଜି ଦିନଟି ଶୁଭ ନୁହେଁ । ଛାତ୍ରଛାତ୍ରୀମାନଙ୍କ ପାଇଁ ମନ ଅସ୍ଥିର ରହିବ । ଆୟ ଠାରୁ ବ୍ୟୟ ଅଧିକ ଘଟେ । ପାରିବାରିକ ଜୀବନରେ ଅଭାବ ଅସୁବିଧା ରହିବ । ବ୍ୟବସାୟରେ ଅଶୁଭ ଫଳ ପଇବେ ।


କନ୍ୟା – ଆଜି ଆପଣଙ୍କ ଦିନଟି ଶୁଭରେ କଟିବ । ଆୟ ଉତ୍ତମ ରହିବ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦ୍ରବ୍ୟ ଲାଭ ଯୋଗ ରହିଛି । ବିବାଦୀୟ ସମାଧାନ ଘଟିବ । ବ୍ୟବସାୟରୁ ଲାଭବାନ୍ ହେବେ ।


ତୁଳା – ଆଜି ଦିନଟି ଶୁଭ ଫଳ ପଇବେ । ଆୟ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଉନ୍ନତି କରିବେ । ଦ୍ରବ୍ୟ ହାନି ଯୋଗ ରହିଛି । ପାରିବାରିକ ଜୀବନରେ ଶାନ୍ତି ପାଇବେ । ବ୍ୟବସାୟରେ ଶୁଭ ଫଳ ପାଇବେ ।


ବିଛା – ଆଜି ଆପଣଙ୍କ ଦିନଟି ଉତ୍ତମ ଅଟେ । ଦେହ ଓ ମନ ଭଲ ରହିବ । ଚାକିରୀରେ ଉଚ୍ଚ ସମ୍ମାନ ମିଳିବ । ଅର୍ଥ ଓ ଦ୍ରବ୍ୟ ଲାଭ ଯୋଗ ରହିଛି । ଆୟ ମଧ୍ୟମ ଅଟେ । ପାରିବାରିକ ଜୀବନରେ ଉନ୍ନତି ଘଟିବ ।

ଧନୁ – ଆଜି ସାମାନ୍ୟ ଶୁଭ ଅଟେ । ଭ୍ରମଣର ଯୋଗ ଅଛି । ନିଜର ଲୋକ ପ୍ରତାରଣା କରିବେ । ପାରିବାରିକ ଜୀବନରେ ରୋଗ ପୀଡା ଲାଗି ରହିବ । ବ୍ୟବସାୟ ସଂକୁଚିତ ହେବ ।


ମକର – ଆଜି ଦିନଟି ଅଶୁଭରେ କଟିବ । ବ୍ୟବସାୟରେ ଆଜି କ୍ଷତିର ଆଶଙ୍କା କରାଯାଇପାରେ । ପାରିବାରିକମ ଜୀବନରେ ରୋଗ ପୀଡା ଲାଗି ରହିବ ।


କୁମ୍ଭ – ଆଜି ଶୁଭ ଫଳ ପାଇବେ । ଆଇନ ଅଦାଲତରେ ସୁଫଳ ମିଳିବ । ପ୍ରୀତି ଲାଭ ଓ ବନ୍ଧୁ ମିଳନ ଯୋଗ ରହିଛି । ପାରିବାରିକ ଜୀବନରେ ଅବିଶ୍ୱାସ ବଢିବ । ବ୍ୟବସାୟରେ କଳାଧନ ବଢିବ ।


ମୀନ – ଆଜି ଦିନଟି ଉତ୍ତମ ରହିବ । ଦେହ ଓ ମନ ଭଲ ରହିବ । ଛାତ୍ରଛାତ୍ରୀମାନେ ପ୍ରତି ଯୋଗିତା ମୂଳକ କାର୍ଯ୍ୟରେ ସଫଳ ହେବେ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନରେ ସୁଖି ହେବେ । ବ୍ୟବସାୟରେ ଉନ୍ନତି କରିବେ ।

   Related Posts