Sunday, July 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରାଜ୍ୟର ୭ଟି ସହର ୪୦ ଡିଗ୍ରୀ ଉପରେ, ଭୁବନେଶ୍ୱର ୪୧.୭

ଭୁବନେଶ୍ୱର ୧୭|୪: ଆଜି ମଧ୍ୟ ଭୁବନେଶ୍ୱର ରାଜ୍ୟର ସବୁଠୁ ଉତପ୍ତ ସହର ହୋଇଛି। ଆଜି ଭୁବନେଶ୍ୱରର ତାପମାତ୍ରା ୪୧.୭ ଡିଗ୍ରୀ ହୋଇଛି। ଆଜି ରାଜ୍ୟର ୭ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ଗତ କାଲି ଭୁବନେଶ୍ୱରର ତାପମାତ୍ରା ୪୩.୭ ଡିଗ୍ରୀ ଥିଲା। ଗତ କାଲି ଭୁବନେଶ୍ୱର ବିଶ୍ୱର ଚତୁର୍ଥ ଉତପ୍ତ ସହର ଭାବେ ପରିଗଣିତ ହୋଇଥିଲା। ଆଜି କେଉଁଠି କେତେ ତାପମାତ୍ରା ଥିଲା ଜାଣନ୍ତୁ।

ଭୁବନେଶ୍ୱର- ୪୧.୭

ସୋନପୁର- ୪୦.୦

ମାଲକାନଗିରୀ- ୪୦.୫

ଟିଟଲାଗଡ- ୪୧.୦

ଭବାନିପାଟଣା- ୪୦.୦

ସୁନ୍ଦରଗଡ- ୪୦.୦

ଅନୁଗୁଳ- ୪୧.୧

ବାଲେଶ୍ବର- ୩୪.୦

ଚାନ୍ଦବାଲି- ୩୭.୨

କଟକ- ୩୯.୪

ଗୋପାଳପୁର- ୩୨.୨

ପାରାଦ୍ୱୀପ- ୩୨.୪

ପୁରୀ- ୩୩.୪

ବାରିପଦା- ୩୪.୮

ଝାରସୁଗୁଡା- ୩୮.୬

କେନ୍ଦୁଝର- ୩୮.୧

ସମ୍ୱଲପୁର- ୩୯.୨

ହିରାକୁଦ- ୩୮.୨

ବଲାଙ୍ଗିର- ୩୯.୦

କୋରାପୁଟ- ୩୬.୬

ଦାରିଙ୍ଗିବାଡି- ୩୫.୫

220 Views

   ସମ୍ବନ୍ଧିତ ଖବର