Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ଆଜି ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ; ସୁରକ୍ଷା ଦୃଷ୍ଟିରୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

2/09/2018 at 2:59 PM

ଜନ୍ମାଷ୍ଟମୀ ତିଥିରେ ଲକ୍ଷ୍ଣଣାନନ୍ଦ ସରସ୍ବତୀଙ୍କ ଦଶମ ଶ୍ରାଦ୍ଧବାର୍ଷିକୀ ପାଳନ କରାଯାଉଛି। ଏଥିପାଇଁ ଚକାପାଦ ଓ ଜଲେସପଟା ଆଶ୍ରମ ଚଳଚଞ୍ଚଳ ରହିଛି। ୨୦୦୮ରେ ଆଜିର ଦିନରେ କିଛି ଦୁର୍ବୃତ୍ତ ଅତି ନିର୍ମମଭାବେ ସ୍ବାମୀଜି ଏବଂ ତାଙ୍କର ୪ ଜଣ ସହଯୋଗୀଙ୍କୁ ହତ୍ୟା କରିଥିଲେ। ସ୍ବାମୀଜିଙ୍କୁ ମନେପକାଇ କନ୍ଧମାଳ ଜିଲ୍ଲାରେ ତାଙ୍କର ଅନୁଗାମୀ ଓଶ୍ରଦ୍ଧାଳୁମାନେ ଶ୍ରଦ୍ଧାଞ୍ଜଳି ପାଳନ କରିଆସୁଛନ୍ତି। ଚକାପାଦ ଆଶ୍ରମରେ ସ୍ବାମୀଜୀଙ୍କ ସମାଧିସ୍ଥଳରେ ପୂଜାର୍ଚ୍ଚନା,ଓ ଚକାପାଦ ଆଶ୍ରମରେ ନାମ ସଂକୀର୍ତ୍ତନ, ଯଜ୍ଞ ଆଦି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି।ସୁରକ୍ଷା ଦୃଷ୍ଟିରୁ ଏଠାରୁ ଗତକାଲିଠୁ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସିଆରପିଏଫ, ଏସଓଜି,ଡିବିଏଫ ଯବାନ ମଧ୍ୟ ସୁର୭ା ବ୍ୟବସ୍ଥାରେ ସାମିଲ ଅଛନ୍ତି।ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧନାରେ ଦୁଇ ଜଣ ଅତିରିକ୍ତ ଏସପି ଦୁଇ ଜଣ ଏସଡିପିଓ ଓ ୫ ଜଣ ଡିଏସପି,୧୨ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟୀତ୍ବରେ ଅଛନ୍ତି। ଜଲେସପଟା ଆଶ୍ରମରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନା କରାଯାଇଛି.

   Related Posts