ନଭେମ୍ବର ୧୪ ତାରିଖ, ରବିବାର: କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନଟି ଜାଣନ୍ତୁ

Published By : Prameya-News7 Bureau | November 14, 2021 IST

ମେଷ–ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । ଯାନବାହନ ସୁଖଲାଭ, ପରିଜନରେ ଆଦୃତି, ସମସ୍ୟା ସମାଧାନ , ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ପାରସ୍ପରିକ ଉତ୍ତମ ସହଯୋଗ ମିଳିବ ।ଶୁଭରଙ୍ଗ ୟେଲୋ ।ଶୁଭଅଙ୍କ ୨ ।

                ଚାଷୀ-ଚାଷରେ ଉନ୍ନତି ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

                ରୋଗୀ-ଅସୁସ୍ଥ ଅନୁଭବ କରିବେ ।

                ଛାତ୍ରଛାତ୍ରୀ-ଉଚ୍ଚ ଶିକ୍ଷା ଆବଶ୍ୟକ ।

                କର୍ମଜୀବି-ଅର୍ଥ ମିଳିବ ।

                ବ୍ୟବସାୟୀ-ଅର୍ଥ ଲାଭହେବ ।

                ଗୃହିଣୀ-ନୂଆବସ୍ତ୍ର ଲାଭହେବ ।

ବୃଷ– ଯାନବାହନର ଅପବ୍ୟୟ ହେବ । ଦୁଃଶ୍ଚିନ୍ତା ବୃଦ୍ଧି । ଆଇନ ଅଦାଲତରୁ ଆସ୍ଥା କମିବ ।ଚକ୍ଷୁପୀଡା କିମ୍ବା ଗଣ୍ଠିବ୍ୟଥାର ଆଶଙ୍କା ଅଛି ।ଭୂମି ସଂକ୍ରାନ୍ତୀୟ  ଅସୁବିଧା ସହଜ ସମାଧାନ ହେବ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୫ ।

                ଗୃହିଣୀ-ପୂଜା ପାଠରେ ବ୍ୟସ୍ତ ରହିବେ ।

                ବ୍ୟବସାୟୀ- ବିଜୟୀ ହେବେ ।

                କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

                ଛାତ୍ରଛାତ୍ରୀ- ମୂଳଦୁଆ ପକାଇବେ ।

                ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

                ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

ମିଥୁନ - କେତେକ କାର୍ଯ୍ୟ ଅସଂପୂର୍ଣ୍ଣ ରହିଯାଇପାରେ ।ଭୋଗ ବିଳାସର ସାଧନ ମିଳିବ । ଆର୍ଥିକ ସ୍ଥିତି ଉନ୍ନତ ରହିବ ।ସାଧାରଣ ସ୍ୱାସ୍ଥ୍ୟ ସମସ୍ୟା ପରିବାରରେ ଆସିବ । ପିତାମାତା ଗୁରୁଜନ ବର୍ଗରୁ ଆର୍ଶୀବାଦ, ବନ୍ଧୁ ସହଯୋଗ ପାଇବେ ।ଶୁଭରଙ୍ଗ କଫି ।ଶୁଭ ଅଙ୍କ ୮ ।

                ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

                ରୋଗୀ-ଆଜିକିଛି ଦିନ ସତର୍କ ରୁହନ୍ତୁ ।

                ଛାତ୍ରଛାତ୍ରୀ-ସାଠରେ ମନ ଦେବେ ।

                କର୍ମଜୀବି-କାର୍ଯ୍ୟରେ ସଫଳ ହେବେ ।

                ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭହେବ ।

                ଗୃହିଣୀ-କାର୍ଯ୍ୟରେ ବ୍ୟସ୍ତ ରହିବେ ।

କର୍କଟ–ଘାତଚନ୍ଦ୍ର ଭୋଗ ହେବସାରାଦିନ ।ଲକ୍ଷ୍ୟ ସ୍ଥଳରେ ପହଁଞ୍ ôଚବାରେ ବିଳମ୍ବ ହେବ । ଦେହ ଅସୁସ୍ଥ ଓ ମନରେ ଅଶାନ୍ତି ଆସିପାରେ ।ଗୃହ ପରିବେଶରେ ଶୁଭକାର୍ଯ୍ୟ ଆରମ୍ଭ କରିବେ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୩ ।

                ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

                ବ୍ୟବସାୟୀ-ସୁଯୋଗକୁ ହାତଛଡା କରନ୍ତୁ ନାହିଁ ।

                କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।

                ଛାତ୍ରଛାତ୍ରୀ-ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

                ରୋଗୀ-ଅସାଧ୍ୟ  ରୋଗରୁ ମୁକ୍ତ ହେବେ ।

                ଚାଷୀ-ଉତ୍ତମବିହନ, କୃଷି ବିଭାଗରୁ ଆଣନ୍ତୁ ।

ସିଂହ –ଶ୍ରୀଚନ୍ଦ୍ରଭୋଗ ହେଉଛି । ପ୍ରତ୍ୟେକ କାର୍ଯ୍ୟରେ ମାନସିକ ସ୍ଥିରତା ରଖିବାର ଆବଶ୍ୟକତା ଅଛି । ନିର୍ମାଣମୂଳକ କାର୍ଯ୍ୟରେ ବ୍ୟୟକରିବେ ।ସ୍ୱାସ୍ଥ୍ୟ ଭଲ ରହିବ ।ସତ ପରାମର୍ଶ ପାଇ ନିଜକୁ ନିୟନ୍ତ୍ରିତ କରିବେ ।ଶୁଭରଙ୍ଗ ବ୍ରାଉନ୍ ।ଶୁଭ ଅଙ୍କ ୭ ।

                ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

                ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

                ଛାତ୍ରଛାତ୍ରୀ-ପାଠପଢା ପ୍ରତି ସଜାଗ ରହିବେ ।

                କର୍ମଜୀବି-ସମ୍ମାନିତ ହେବେ ।

                ବ୍ୟବସାୟୀ-ଅର୍ଥ ଲାଭହେବ ।

                ଗୃହିଣୀ-ସୁଖ ଅନୁଭବ କରିବେ ।

କନ୍ୟା–ମାଙ୍ଗଳିକ କର୍ମ ସଂପୃକ୍ତି, କର୍ମକ୍ଷେତ୍ରରେ ମନ୍ଥରତା, ଯାନବାହନରେ ବ୍ୟୟ, ଗୃହଭୂମିରେ ସଂସ୍କାର ଆଦି ଶୁଭାଶୁଭମିଶ୍ରିତ ଫଳ ଆଜି ଦିନରେ ଭୋଗହେବ । ଆଧ୍ୟାତ୍ମିକ ଚିନ୍ତା ଓ ଚେତନାର ବିକାଶ ଘଟିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୧ ।

                ଗୃହିଣୀ-ସୁଖଭାରା ଦିନଟି ।

                ବ୍ୟବସାୟୀ-ହାତକୁ ଆସୁଥିବା ଡିଲ୍‌, ପଳେଇ ଯାଇପାରେ ।

                କର୍ମଜୀବି- ସ୍ୱକାର୍ଯ୍ୟ କରିବେ ।

                ଛାତ୍ରଛାତ୍ରୀ-ଅନ୍‌ଲାଇନ୍‌ ବିଦ୍ୟା ଆରୋହଣ କରିବେ ।

                ରୋଗୀ-ବ୍ୟାୟାମ୍‌ କରିବା ଉଚିତ୍ ।

                ଚାଷୀ-ଉତ୍ତମ ବିହନ, କୃଷି ବିଭାଗରୁ ଆଣନ୍ତୁ ।

ତୁଳା– ଦିନଟି ଶୁଭଫଳ ଦାୟକହେବ ।ଭୋଗବିଳାସ ଦ୍ରବ୍ୟ ପାଇବେ ।ଗୃହରେ ମଙ୍ଗଳ କର୍ମ ସଂପାଦିତ ହୋଇପାରିବ । ପ୍ରତ୍ୟେକ କାର୍ଯ୍ୟରେ ସହଯୋଗ ଲାଭକ ରିବେ । ଅପରାହ୍ନ ଠାରୁ ନିଃସଂଗତା ବୋଧ ସାମୟିକ କଷ୍ଟଦାୟକ ହେବ ।ଶୁଭରଙ୍ଗ ନୀଳ ।ଶୁଭ ଅଙ୍କ ୫ ।

                ଚାଷୀ-ଜଳବାୟୁ ପ୍ରତିସତର୍କ ରୁହନ୍ତୁ ।

                ରୋଗୀ-ସୁସ୍ଥ ଅନୁଭବ କରିବେ ।

                ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

                କର୍ମଜୀବି-ସମ୍ମାନିତ ହେବେ ।

                ବ୍ୟବସାୟୀ-ନୂଆ ବ୍ୟବସାୟ ଲାଭ ହେବ ।

                ଗୃହିଣୀ-ସୁଖୀ ହେବେ ।

ବିଛା– ଧର୍ମ କର୍ମରେ ରୁଚିବୋଧ ବଢିବ । ପତିତ ଅର୍ଥ ହାତକୁ ଆସିପାରେ ।ବନ୍ଧୁବର୍ଗରୁ ସହଯୋଗ ପାଇବେ । ଦେହ ସୁସ୍ଥରହିବ । ଯାନବାହନରେ ସଂସ୍କାର ଆଣିପାରିବେ ।ଭୂମିକ୍ରୟ ବିକ୍ରୟରେ ଲାଭବାନ ହେବାର ସମ୍ଭାବନା ଅଧିକ ।ଶୁଭରଙ୍ଗଗ୍ରୀନ୍ ।ଶୁଭ ଅଙ୍କ ୬ ।

                ଗୃହିଣୀ-ଧାର୍ମିକ ହେବେ ।

                ବ୍ୟବସାୟୀ-ନୂଆ ବ୍ୟବସାୟ କ୍ଷତିହେବ ।

                କର୍ମଜୀବି-କାର୍ଯ୍ୟକରି ପ୍ରଶଂସିତ ହେବେ ।

                ଛାତ୍ରଛାତ୍ରୀ- ବିଦ୍ୟା ପ୍ରତି ଆଗ୍ରହୀ ହେବେ ।

                ରୋଗୀ – ସ୍ୱାସ୍ଥ୍ୟ ଅତୁଟ ରହିବ ।

                ଚାଷୀ-ମାଟିରେ ଉର୍ବରତା ପାଇଁ କୃଷି ବିଭାଗର ପରାମର୍ଶ ନିଅନ୍ତୁ ।

ଧନୁ – ଦେହ ଓ ମନରେ ସୁସ୍ଥ ରହିବେ । ପାରିବାରିକ ପରିବେଶ ଶାନ୍ତିଦାୟକ ହେବ ।କର୍ମରେ ଗୁରୁତ୍ୱ ବଢିବ । ଅନେକଙ୍କର ବିଶ୍ୱାସଭାଜନ ହେବେ । ଯାନବାହନ ସୁଖସୌଭାଗ୍ୟ ମିଳିବ ।ଶୁଭରଙ୍ଗ ୟେଲୋ ।ଶୁଭ ଅଙ୍କ ୯ ।

                ଚାଷୀ-ଜୈବିକ ସାର ମାଟିରେ ବ୍ୟବହାର ଉଚିତ୍ ।

                ରୋଗୀ-ଡାକ୍ତରୀ ପରୀକ୍ଷା ନିହାତି କରନ୍ତୁ ।

                ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

                କର୍ମଜୀବି-ପ୍ରଶଂସିତ ହେବେ ।

                ବ୍ୟବସାୟୀ-ଅର୍ଥ ଲାଭ ହେବ ।

                ଗୃହିଣୀ-ସୁଖ ଅନୁଭବ କରିବେ ।

ମକର–କିଛି ପ୍ରତିକୂଳ ଫଳ ପାଇବେ । ଦୈହିକ ସ୍ୱାସ୍ଥ୍ୟରେ ଅବନତି, ଲୋକ ସଂପର୍କହାନୀ, କଥା ଓ କାର୍ଯ୍ୟରେ ସମନ୍ୱୟ ରକ୍ଷା କରିବା କଷ୍ଟକର ହେବ । ଆହାର ବିହାରରେ ଅନିୟମି ତହେବେ ।ଶୁଭରଙ୍ଗନାରଙ୍ଗୀ ।ଶୁଭ ଅଙ୍କ ୧ ।

                ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

                ବ୍ୟବସାୟୀ- ସଦ୍‌ବ୍ୟବହାରକରନ୍ତୁ ।

                କର୍ମଜୀବି-ସଫଳତା ହାତଛଡା ହୋଇଯିବ ।

                ଛାତ୍ରଛାତ୍ରୀ-ଯୋଗ, ସ୍ମରଣ ଶକ୍ତି ବଢାଇଥାଏ ।

                ରୋଗୀ-ରୋଗରୁମୁକ୍ତ ହୋଇପାରନ୍ତି ।

                ଚାଷୀ- ଶ୍ରମ ସାର୍ଥକ ହେବ ।

କୁମ୍ଭ  -ବନ୍ଧୁ ପରିଜନରୁ ସହଯୋଗ ପାଇବେ । ଆଧ୍ୟାତ୍ମିକ ଅନୁଭବ ଓ ନିଷ୍ଠାବଢିବ ।ସମୟୋପଯୋଗୀ ସତ ପରାମର୍ଶ ପାଇବେ ।କର୍ମକ୍ଷେତ୍ରରେ ସମ୍ମାନ, ଲକ୍ଷ୍ୟପୂରଣ , ସମସ୍ୟା ସମାଧାନ ଓ ନୂତନ ଚିନ୍ତାଧାରାକୁ କାର୍ଯ୍ୟରୂପ ଦେଇପାରିବେ ।ଶୁଭରଙ୍ଗ ଲାଲ୍ ।ଶୁଭ ଅଙ୍କ ୪ ।

                ଚାଷୀ-ଜଳବାୟୁ ପ୍ରତି ସତର୍କ ରୁହନ୍ତୁ ।

                ରୋଗୀ-ସୁସ୍ଥ ଅନୁଭବ କରିବେ ।

                ଛାତ୍ରଛାତ୍ରୀ-କ୍ରୀଡାରେ ମନ ଦେବେ ।

                କର୍ମଜୀବି-ସମ୍ମାନିତ ହେବେ ।

                ବ୍ୟବସାୟୀ-ଅର୍ଥ ଲାଭହେବ ।

                ଗୃହିଣୀ-ଆଜି ଦିନଟି ଆପଣଙ୍କ ପାଇଁଉତ୍ତମ ।

ମୀନ - ସାମାଜିକ ଅନୁଷ୍ଠାନ ଆୟୋଜନ କରିବେ ।ବିଭିନ୍ନ ପ୍ରୋତ୍ସାହନ ମିଳିବ । ଦୂର ଯାତ୍ରା ଶୁଭଙ୍କରହେବ । ଆୟ ଉର୍ପାଜନର ଦିଗ ପରିବର୍ତ୍ତିତ ହୋଇପାରେ ।ଶୁଭମଙ୍ଗଳ କାର୍ଯ୍ୟରେ ଅଗ୍ରଗତି ଓ ବୈଷୟିକ ସୁଖ ସମୃଦ୍ଧି ଲାଭ କରିବେ ।ଶୁଭରଙ୍ଗ ଧଳା ।ଶୁଭ ଅଙ୍କ ୭ ।

                ଗୃହିଣୀ-ସୌଭାଗ୍ୟ ପ୍ରାପ୍ତ ହେବ ।

                ବ୍ୟବସାୟୀ-ହାତକୁ ଆସୁଥିବାଡିଲ୍‌, ପଳେଇ ଯାଇପାରେ ।

                କର୍ମଜୀବି-ସୁରୁଖୁରୁରେ କାର୍ଯ୍ୟ କରିବେ ।

                ଛାତ୍ରଛାତ୍ରୀ-ବହୁ ପରିଶ୍ରମ କରିବାକୁ ପଡିବ ।

                ରୋଗୀ – ସ୍ୱାସ୍ଥ୍ୟ ଅତୁଟରହିବ ।

                ଚାଷୀ-ଜଳବାୟୁ ବିଷୟରେ ସଠିକ୍‌ ବିବରଣୀ ନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.