Thursday, February 21, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୧ ଫେବୃଆରୀ ୧୯, ସୋମବାର

ମେଶ – ସେବାମୂଳକ କାର୍ଯ୍ୟରେ ଆଗ୍ରହୀ ହେବେ । ପରିଶ୍ରମ ମୂଲ୍ୟ ମିଳିବ । ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଜ୍ଞାନ ଅର୍ଜନ ପାଇଁ ଆଗ୍ରହୀ ହେବେ ।

ବୃଷ – ଜଣେ ନିରଳସ ବ୍ୟକ୍ତିଙ୍କ ପରିଚୟ ସୃଷ୍ଟି କରିବେ । ଦାନ-ଧର୍ମକୁ ପାଥେୟ କରି କର୍ମ ପଥରେ ଅଗ୍ରସର ହେବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ ।

 ମିଥୁନ – ମାନସିକ ଭାରସାମ୍ୟ ରଖିବାକୁ ଚେଷ୍ଟା କରିବେ । ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ହେତୁ ସତର୍କତାର ସହ ଚଳିବାକୁ ପଡିବ । ନାନା ସାମସ୍ୟାର ସମ୍ମୁଖୀନ ହେବେ ।

କର୍କଟ- ନିର୍ଲୋଭ ହେଲେ ଜନସମାଜରେ ଆଦରଣୀୟ ହେବେ । ମିତ୍ର ଲାଭର ସୂଚନା ମିଳୁଛି ।

ସିଂହ – ବନ୍ଧୁ ସହ ଯୋଗ ମିଳିପାରେ ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡିବ । ଶତ୍ରୁନାଶ କରିପାରନ୍ତି । ସମ୍ମାନ,ଧନ, ଯାନବାହନାଦି ସୁଖ ଭୋଗ ଲାଭ ହେବ ।

 କନ୍ୟା – ଅର୍ଥ ପ୍ରାପ୍ତିର ପରିପୂର୍ଣ୍ଣ କରିପାରନ୍ତି । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ପାରିବାରିକ ସୁଖ ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ । ସର୍ବତ୍ର ସୁଖ ମିଳିବ ।

ତୁଳା – ମାନସିକ ସ୍ତରରେ ଦ୍ୱନ୍ଦ୍ୱ ଉପୁଜିପାରେ । ଚିନ୍ତାଗ୍ରସ୍ତ ହୋଇପାରନ୍ତି । ପାରିବାରିକ ସୁଖ ଅବ୍ୟାହତ ରହିବ । ବ୍ୟବସାୟ ଲାଭଜନକ ହେବ ।

ବିଛା – ନିଜର ଦାବିଉପସ୍ଥାପିତ କରିପାରନ୍ତି । କର୍ମକ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରତିପାଦନ କରିପାରନ୍ତି । ଅର୍ଥ ଲାଭ ହୋଇ-ପାରେ । ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି ।

ଧନୁ – ନିଜର କାର୍ଯ୍ୟ ଶୈଳୀ ଓ ପରିଚାଳନା ପାଇଁ ପୁରସ୍କୃତ ହୋଇପାରନ୍ତି । ଆଳସ୍ୟ ପରିତ୍ୟାଗ କରି ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି । ହସଖୁସିରେ ଦିନଟି ଅତିବାହିତ କରିପାରନ୍ତି ।

ମକର – ରୋଜଗାର ଆଶାନୁରୂପ ହେବ । ସମ୍ମାନିତ ହେବା ଆଶା କରାଯାଏ । ବ୍ୟବସାୟ ଲାଭଜନକ ହୋଇପାରେ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି ।

କୁମ୍ଭ – ଗୃହ କାର୍ଯ୍ୟରେ ମନୋନିବେଶ କରିବେ । ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି । ପ୍ରତାରକମାନଙ୍କ ପ୍ରତି ସତର୍କ ରହିବେ । ମଧୁରଭାଷୀ ହୋଇପାରନ୍ତି ।

ମୀନ – ବ୍ୟବସାୟରୁ ଲାଭ ମିଳିବ । ଆୟ ବୃଦ୍ଧିର ସୂଚନା ମିଳୁଛି । ମନରେ ସରସତା ଆସିବ । ଚିନ୍ତାଧାରା ଉନ୍ନତମାନର ହେବ । ଲୋକପ୍ରିୟତା ଅର୍ଜନ କରି ସନ୍ତୁଷ୍ଟ ହେବେ ।

169 Views

   ସମ୍ବନ୍ଧିତ ଖବର