Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ରାଜ୍ୟସଭା ସାଂସଦ ରଘୁନାଥ ମହାପାତ୍ର
  • ||
  • ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଆହାତ, ମନ୍ତ୍ରୀଙ୍କ କାର୍‌କୁ ପିଟିଲା ଟ୍ରାକ୍ଟର
  • ||
  • କମୁନି ସଂକ୍ରମଣ : ଆଜି ବି ଦେଶରେ ୪ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ, ୪୦୯୨ ମୃତ
  • ||
  • ଦନ୍ତାକୁ ଧକ୍କା ଦେଲା ମାଲବାହୀ ଟ୍ରେନ୍, ଗୋଡରେ ଲାଗିଛି ଶକ୍ତ ଆଘାତ
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୯ଜଣଙ୍କ ଜୀବନ, ୨୧୮୦ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦,୬୩୫ ପଜିଟିଭ୍
  • ||
  • କମିଛି ତାତି, ୨ ଦିନ ପରେ ପୁଣି ବଢିବ ସୂର୍ଯ୍ୟଙ୍କ ପ୍ରକୋପ
  • ||

୧୦ ଫେବୃଆରୀ ୧୯, ରବିବାର

10/02/2019 at 10:20 AM

ମେଶ – ଆଜି ଦିନଟି ଶୁଭରେ କଟିବ । କାର୍ଯ୍ୟରେ ବିଳମ୍ବ ଘଟିବ । ଆୟ ମଧ୍ୟମ ଅଟେ । ଆଇନ୍ ଅଦାଲତରୁ ସୁଫଳ ପାଇବେ । ଚାକିରୀରେ ଅଭିଯୁକ୍ତ ହୋଇପାରନ୍ତି । ବ୍ୟବସାୟରେ ଲାଭ ପାଇବେ ।

ବୃଷ – ଆଜି ଆପଣଙ୍କ ଦିନଟି ଅଶୁଭ ଅଟେ । ଦେହ ଭଲ ରହିବ ନାହିଁ । କର୍ମକ୍ଷେତ୍ରରେ ସଫଳ ହେବେ । ପରିବାରର ସହ ଯୋଗ ପ୍ରାପ୍ତି ହେବ । ବ୍ୟବସାୟରେ କ୍ଷତି  ହେବ ।

 ମିଥୁନ – ଆଜି ଦିନଟି ଶୁଭ ଦାୟକ । ଦେହ ଭଲ ରହିବ । କର୍ମକ୍ଷେତ୍ରରେ ବିଳମ୍ବର ଯୋଗ ଅଛି । ଆୟ ମଧ୍ୟମ ଅଟେ । ଦୂର ଭ୍ରମଣ ଯୋଗ ରହିଛି । ପାରିବାରିକ ଧୀର ମନ୍ଥର ଗତିରେ ଚାଲିବେ ।

କର୍କଟ- ଆଜି ଶୁଭ ଅଟେ । କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ପାଇବେ । ବ୍ୟବସାୟରେ ଅର୍ଥ ବ୍ୟୟ ହେବ । ପାରିବାରିକ ଜୀବନ ପ୍ରଚୁର୍ଯ୍ୟ ଭିତରେ କଟିବ । ବ୍ୟବସାୟରେ ଖୁବ୍ ଉନ୍ନତି କରିବେ ।

ସିଂହ – ଆପଣଙ୍କ ଦିନଟି ଭଲରେ ଯିବ । ଆଜି ଖୁସିରେ କଟିବ । ବ୍ୟବସାୟରେ ଅନ୍ୟମାନଙ୍କ ଠାରୁ ।ଗେଇ ଚାଲିବେ । ପାରିବାରିକ ସହ ଯୋଗ ମିଳିବ ।

 କନ୍ୟା – ଆଜି ଦିନଟି ଅଶୁଭରେ କଟିବ । ଦେହ ଭଲ ରହିବ ନାହିଁ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନରେ ଲକ୍ଷ୍ୟହୀନ ଗତି ।ଚାକିରୀରେ ଅସନ୍ତୁଷ୍ଟ ଓ କାର୍ଯ୍ୟର ଚାପ ରହିବ ।

ତୁଳା – ଆଜି ଶୁଭ ଅଟେ । ଦେହ ଭଲ ରହିବ । କର୍ମକ୍ଷେତ୍ରରେ ସୁଖ ସମ୍ମାନ ମିଳିବ । ଅର୍ଥ ଲାଭର ଯୋଗ ଅଛି । ଚାକିରିରେ ଆସନ ସୁଦୃଢ ହେବ । ବ୍ୟବସାୟରେ ଧନ ସମ୍ମାନ ପାଇବେ ।

ବିଛା – ଆଜି ଦିନଟି ଶୁଭ ନୁହେଁ । ନାନା ଜଟିଳ ପରିସ୍ଥିତିରେ ଗତି କରିବେ । ଆୟ ଠାରୁ ବ୍ୟୟ ଅଧିକ ହେବ । ଚାକିରି ରେ ଅସ୍ଥିରତା ଦେଖା ଦେବ । ବ୍ୟବସାୟରେ କ୍ଷତି ସହିବେ ।

ଧନୁ – ଦିନଟି ଶୁଭ ଅଟେ । ବିଭିନ୍ନ ସୂତ୍ରରୁ ଆୟ ହେବ । ଚାକରି ପାଇଁ ଶୁଭ ଦିନ । ସମ୍ମାନ ପ୍ରାପ୍ତିର ଯୋଗ ଅଛି । ପରିବାରର ସହ ଯୋଗ ରହିବ । ବ୍ୟବସାୟ ଆପଣଙ୍କ ପାଇଁ ଉତ୍ତମ ରହିବ ।

ମକର – ଆଜି ଦିନଟି ଶୁଭ ଅଟେ । ଦେହ ଭଲ ରହିବ । ପରିବାରର ସହ ଯୋଗ ପାଇବେ । ଚାକିରୀରେ ସୁଦୃଢ ହେବ । ବ୍ୟବସାୟରେ ଧନ ପ୍ରାପ୍ତିର ଯୋଗ ଅଛି ।

କୁମ୍ଭ – ଆଜି ଦିନଟି ସାମାନ୍ୟ ଶୁଭ ରହିବ । ଭ୍ରମଣର ଯୋଗ ଅଛି । ଛାତ୍ରଛାତ୍ରୀମାନେ ପାଠପଢା ପାଇଁ ବିଦେଶ  ଯାତ୍ରା କରିବେ । ବ୍ୟବସାୟରେ ପୂର୍ବଭଳି ଚଳିବ । ପରିବାରର ସହ ଯୋଗ ମିଳିବ ।

ମୀନ – ଆପଣଙ୍କ ଦିନଟି ଆଜି ଶୁଭ ଫଳ ଦେବ । କର୍ମକ୍ଷେତ୍ରରେ ନୈରାଶ୍ୟତା ଯୋଗ ଅଛି । ଆୟ ଅଳ୍ପ । ପାରିବାରିକ ଜୀବନରେ ରୋଗପୀଡା ଓ ଅର୍ଥ ବ୍ୟୟ ଯୋଗ  ଅଛି । ବ୍ୟବସାୟରେ କ୍ଷତି ହେବ ।

   Related Posts