ଆଜି ଗୁଜରାଟର ସୁରତରେ ଓଡ଼ିଆ ମହୋତ୍ସବ

Published By : Prameya-News7 Bureau | January 22, 2020 IST

ସୁରତ ୨୨/୧: ଆଜି ଗୁଜରାଟର ସୁରତରେ ଓଡ଼ିଆ ମହୋତ୍ସବ । ସ୍ଥାନୀୟ ଓଡ଼ିଆ ସମାଜ ପକ୍ଷରୁ ଗତବର୍ଷ ଠାରୁ ସୁରତରେ ଆୟୋଜିତ ହେଉଛି ଏହି ମହୋତ୍ସବ ।

{"id":214509,"sizeSlug":"large"}

ଆଜି ସ୍ଥାନୀୟ  ରଜବାଡ଼ି ପାର୍ଟି ପ୍ଲଟରେ ଅପରାହ୍ନ ୩ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ  କାର୍ଯ୍ୟକ୍ରମ । ଯେଉଁଥିରେ ଆସ୍କା ସାଂସଦ ପ୍ରମିଳା ବିଶୋଇ ଏବଂ  ରାଜ୍ୟ ସରକାରଙ୍କ ମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ବିଭିନ୍ନ ଓଡ଼ିଆ ସିନେକଳାକାରଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ପରିବେଷଣ କରାଯିବ।

{"id":214510,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.