ଫୋକସରେ ରାଜ୍ୟ ପର୍ଯ୍ୟଟନ ଶିଳ୍ପ : ରାଜ୍ୟକୁ ବିଦେଶରୁ ବିମାନ ଚଳାଚଳ ନେଇ ଆଜି ବୈଠକ
22/01/2020 at 8:19 AM

ଭୁବନେଶ୍ବର ୨୨/୧: ଆଜି ବେସାମରିକ ବିମାନ ପ୍ରାଧିକରଣ କର୍ତ୍ତୃପକ୍ଷ ଓ ବିଭିନ୍ନ ବିମାନ କମ୍ପାନୀ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୈଠକ । ଓଡ଼ିଶା ହେବ ଟୁରିଜିମ୍ ଡେଷ୍ଟିନେସନ୍ । ଓଡିଶାକୁ କିପରି ଦେଶ ବିଦେଶରୁ ସିଧା ସଳଖ ଅଧିକ ପର୍ଯ୍ୟଟକ ଆସିବେ ସେନେଇ ଏୟାର କନେକେଟିଭିଟି ଉପରେ ଗୁରୁତ୍ବ ଦେଇଛନ୍ତି ସରକାର ।
ତେଣୁ ଭୁବନେଶ୍ବର ଏୟାର ପୋର୍ଟକୁ ଅଧିକ ଅନ୍ତଜାତୀୟ ଫ୍ଲାଇଟ ଆସିବା ଏବଂ ଦେଶର ବିଭିନ୍ନ ସହରରୁ ଅଧିକ ବିମାନ ଚଳଚଳା କିପରି ହୋଇପାରିବ ସେଥିପାଇଁ ଆଜି ବୈଠକ ବସିବ । ବୈଠକରେ ଏୟାରପୋର୍ଟ ଅଥରଟି, ରାଜ୍ୟ ସରକାର, ବିଭିନ୍ନ ବିମାନ କମ୍ପାନୀର ଅଧିକାରୀ ମାନେ ଉପସ୍ଥିତ ରହିବେ।
Related Posts
ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ,
27 February 2021
ଏମିତି ବି ଆସେ ମୃତ୍ୟୁ : ବାଇକରେ ଯାଉଥିଲା, ଉପରୁ ପଡିଲା ଗଛ
27 February 2021
ଅଳ୍ପକେ ବର୍ତ୍ତିଲେ ବିଏସଏଫ ଯବାନ, କମ୍ବିଂ ବେଳେ ବିପୁଳ ପରିମାଣର ବିସ୍ପୋରକ ଜବତ
27 February 2021