ଆଜି ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ଭଉଁରୀ ଯାତ୍ରା ସହିତ ପୂର୍ଣ୍ଣାଙ୍ଗ ଚନ୍ଦନ ବେଶ

Published By : Prameya-News7 Bureau | May 26, 2019 IST

ପୁରୀ ୨୬/୫: ଆଜି ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ଭଉଁରୀ ଯାତ୍ରା ସହିତ ପୂର୍ଣ୍ଣାଙ୍ଗ ଚନ୍ଦନ ବେଶ । ସେଥିପାଇଁ ଭୋରୁ ସମସ୍ତ ନୀତିକ୍ରାନ୍ତି ଶେଷ ପରେ ବିମାନଗଡୁ ସେବାୟତଙ୍କ ଦ୍ଵାରା ସକାଳ ୬ ଟାରୁ ଆରମ୍ଭ ହୋଇଥିଲା ଚନ୍ଦନ ଘର୍ଷଣ କାର୍ଯ୍ୟ। ।

{"id":116099,"width":593,"height":326}

୧୬ ଜଣ ବିମାନଗଡୁ ସେବାୟତଙ୍କ ଦ୍ୱାରା ୧୦ କିଲୋ ଚନ୍ଦନ କାଠ ସହିତ କର୍ପୁର, କେଶର, ଯାଇପତ୍ରି, ଜାଇଫଳ, ଅଗୁର ମିଶ୍ରିତ ହୋଇ ଚନ୍ଦନ ପ୍ରସ୍ତୁତ କରାଯିବା ପରେ ମହାପ୍ରଭୁଙ୍କ ଚନ୍ଦନ ବେଶ ହୋଇଛି । ସନ୍ଧ୍ୟାରେ ବିମାନ ଶୋଭାଯାତ୍ରାରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଏବଂ ପାଲିଙ୍କିରେ ରାମ କୃଷ୍ଣ ଚନ୍ଦନ ପୁଷ୍କରିଣୀକୁ ଯାଇ ଚାପ ଖେଳିବେ।

{"id":116100,"width":595,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.