Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଧାରଣ ଜନତାଙ୍କ ପାଇଁ ବଢ଼ିଲା ଚିନ୍ତା : ପିଆଜ କିଲୋ ୧୦୦ ଟଙ୍କା !
  • ||
  • ରାସ୍ତା ଝାଡୁମାରି ପ୍ରଶଂସା ସାଉଁଟିଥିବା ଟ୍ରାଫିକ୍ କନେଷ୍ଟବଳ ଲଳିତ ମୋହନ ରାଉତ ସମ୍ମାନୀତ
  • ||
  • ଲେମ୍ବୁ ପାଣିରେ ସନ୍ଧବ ଲୁଣ ମିଶାଇ ସେବନ କଲେ ନିୟନ୍ତ୍ରଣ ହୋଇଥାଏ ଓଜନ
  • ||
  • ଆକର୍ଷଣୀୟ ଚାକିରୀ: ବିସ୍କୁଟ୍ ଚାଖିବାକୁ ମିଳିବ ୪୦ ଲକ୍ଷ ଟଙ୍କା ଦରମା
  • ||
  • ଭକ୍ତଙ୍କ ପାଇଁ ଖୁସି ଖବର, ପୁରୀ ଶ୍ରୀମନ୍ଦିରରେ ମିଳିବ ମହାପ୍ରସାଦ ମିଳିବ
  • ||
  • ପୂଜା ପାଇଁ କଟକ ସହରରେ ମୁତୟନ ହେବେ ୩୦ପ୍ଲାଟୁନ ପୋଲିସ ଫୋର୍ସ
  • ||
  • ସମ୍ବଲପୁର ପଡିଆବାହଲରେ ଟ୍ରକ୍ ଚାପାରେ ମା’ ଓ ଶିଶୁପୁତ୍ରର ମୃତ୍ୟୁ
  • ||
  • ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ
  • ||
  • ସଞ୍ଜୁ ବାବାଙ୍କ ସ୍ୱାସ୍ଥ୍ୟକୁ ନେଇ ସାମ୍ନାକୁ ଆସିଲା ବଡ ଖବର
  • ||
  • ବ୍ରହ୍ମୋସ୍ ମିସାଇଲ୍ ପରୀକ୍ଷଣରେ ଭିଡିଓ ଜାରି କଲା ଭାରତୀୟ ନୌସେନା
  • ||

ଆଜି ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ଭଉଁରୀ ଯାତ୍ରା ସହିତ ପୂର୍ଣ୍ଣାଙ୍ଗ ଚନ୍ଦନ ବେଶ

26/05/2019 at 11:46 AM

ପୁରୀ ୨୬/୫: ଆଜି ବ୍ରହ୍ମଗିରିରେ ମହାପ୍ରଭୁ ଅଲାରନାଥଙ୍କ ଭଉଁରୀ ଯାତ୍ରା ସହିତ ପୂର୍ଣ୍ଣାଙ୍ଗ ଚନ୍ଦନ ବେଶ । ସେଥିପାଇଁ ଭୋରୁ ସମସ୍ତ ନୀତିକ୍ରାନ୍ତି ଶେଷ ପରେ ବିମାନଗଡୁ ସେବାୟତଙ୍କ ଦ୍ଵାରା ସକାଳ ୬ ଟାରୁ ଆରମ୍ଭ ହୋଇଥିଲା ଚନ୍ଦନ ଘର୍ଷଣ କାର୍ଯ୍ୟ। ।

୧୬ ଜଣ ବିମାନଗଡୁ ସେବାୟତଙ୍କ ଦ୍ୱାରା ୧୦ କିଲୋ ଚନ୍ଦନ କାଠ ସହିତ କର୍ପୁର, କେଶର, ଯାଇପତ୍ରି, ଜାଇଫଳ, ଅଗୁର ମିଶ୍ରିତ ହୋଇ ଚନ୍ଦନ ପ୍ରସ୍ତୁତ କରାଯିବା ପରେ ମହାପ୍ରଭୁଙ୍କ ଚନ୍ଦନ ବେଶ ହୋଇଛି । ସନ୍ଧ୍ୟାରେ ବିମାନ ଶୋଭାଯାତ୍ରାରେ ମଦନମୋହନ, ଲକ୍ଷ୍ମୀ ସରସ୍ୱତୀ ଏବଂ ପାଲିଙ୍କିରେ ରାମ କୃଷ୍ଣ ଚନ୍ଦନ ପୁଷ୍କରିଣୀକୁ ଯାଇ ଚାପ ଖେଳିବେ।

   Related Posts