ଆଜି ଶ୍ରାବଣ ଶେଷ ସୋମବାର : ରାଜ୍ୟର ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ଼

Published By : Prameya-News7 Bureau | August 12, 2019 IST

ଭୁବନେଶ୍ବର ୧୨/୮: ଶ୍ରାବଣ ଶେଷ ସୋମବାର । ଦେବ ଦେବ ମହାଦେବଙ୍କୁ ଜଳଲାଗି କରୁଛନ୍ତି କାଉଡିଆ । ଗତକାଲି ବିଭିନ୍ନ ଘାଟରେ ଭିଡ଼ ଜମିଥିବା ବେଳେ ଆଜି ମନ୍ଦିରରେ ଲାଗିଛି ଭିଡ଼ । ଆଜି ସରିବ ମାସକର ବ୍ରତ । ଶ୍ରାବଣ ଶେଷ ସେ।ମବାରରେ ଦେବ ଦେବ ମହାଦେବଙ୍କୁ ଜଳ ଅର୍ପଣ କରି ମାନସିକ ପୁରା କରିବେ ଶ୍ରଦ୍ଧାଳୁ । ପାଣି ଉଠାଇ ଶିବାଳୟ ମୁହାଁ ଭକ୍ତ । ବେ।ଲ୍ ବମ୍, ହର ହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ ।

{"id":143479}

ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରିବା ପରେ ପାଣି ଉଠାଉଛନ୍ତି । ଶେଷ ସେ।ମବାରକୁ ନେଇ ଉତ୍ସାହିତ ପିଲାଠୁ ବୁଢା ।ଶ୍ରାବଣ ଶେଷ ସେ।ମବାର ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି । ରାତି ୩ଟାରୁ ମହାଦେବଙ୍କୁ ଜଳାଭିଷେକ କରୁଛନ୍ତି ଶ୍ରଦ୍ଧାଳୁ ।

{"id":143480}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.