ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା
3/03/2019 at 9:13 AM

ଭୁବନେଶ୍ବର ୩/୩: ଆଜି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିହ୍ନା । ଆଜି ବିମାନବନ୍ଦରରେ ପହଞ୍ଚିବା ପରେ ଏୟାରପୋର୍ଟ ଅଥରିଟିଙ୍କ ସହ ଆଲୋଚନା କରିବା ସହ ସମୀକ୍ଷା ବୈଠକରେ ଯୋଗଦେବେ । ପରେ ମେ ଫେୟାରରେ ସାମ୍ବାଦିକ ସମ୍ମିଳନୀରେ ଉତ୍ତର ରଖିବେ ଜୟନ୍ତ ।

ସେହିପରି ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ମଧ୍ୟ ସଂଧ୍ୟାରେ ଓଡ଼ିଶା ଆସିବେ । ଆଜି ଓଡ଼ିଶାରେ ରାତ୍ରି ଯାପନ କରିବା ସହ ଆସନ୍ତାକାଲି କନ୍ଧମାଳ ଫିରିଙ୍ଗିଆ ଓ ଗଞ୍ଜାମ ଗୋପାଳପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

Related Posts
ତେନ୍ତୁଳି ଗଛରେ ବସିଛି ଭାଲୁ, ଗାଁରେ ପଡିଗଲାଣି ଭାଳେଣି
22 January 2021
ଅନୁଗୋଳ: ଟ୍ରେନ୍ ଲାଇନ୍ରେ ଧାରଣାରେ ବସିଲେ ବସ ମାଲିକ ସଂଘ
22 January 2021
କଳାହାଣ୍ଡି: ଜଙ୍ଗଲରୁ କାଠ ଚାଲାଣ କରି ହଟହଟା ହେଲେ ବନ କର୍ମଚାରୀ
22 January 2021