ଆଜି ଶ୍ରାବଣ ପ୍ରଥମ ସୋମବାର

Published By : Prameya-News7 Bureau | July 30, 2018 IST

ଆଜି ଶ୍ରାବଣ ପ୍ରଥମ ସୋମବାର । ରାଜ୍ୟର ପ୍ରମୁଖ ଶୈବ ପୀଠରେ ଲାଗିଥିଲା କାଉଡ଼ିଆଙ୍କ ଭିଡ । ଭୋଲା ବାବାଙ୍କ ମସ୍ତକରେ ପାଣି ଢାଳିବାକୁ କାହିଁ କେଉଁଆଡୁ ଛୁଟି ଆସିଥିଲେ ଭକ୍ତ । ବୋଲ ବମ୍ ହର ହର୍ ବମ୍ ଧ୍ବନୀରେ କମ୍ପିଥିଲା ଗଗନ ପବନ ।.. ଜଟିଆ ବାବା ଡୋରୀ ଲାଗିଛି ଗୀତରୁ । ଜଳାଭିଷେକ ପାଇଁ କାହିଁ କେଉଁଆଡୁ ଛୁଟି ଆସିଥିଲେ କାଉଡ଼ିଆ । ଶନିବାର ସଂଧ୍ୟାରୁ କାଉଡିଆଙ୍କ ସମାଗମ ହୋଇଥିଲା । ଜଳାଭିଷେକ ପାଇଁ ଘଣ୍ଟା ଘଣ୍ଟା ଧରି ଧାଡିରେ ଅପେକ୍ଷା କରିଥିଲେ ଶ୍ରଦ୍ଧାଳୁ । ରାତି ୧୨ ଟାରୁ ଆରମ୍ଭ ହୋଥିଲା ଜଳାଭିଷେକ । ବୋଲ ବମ୍ ହର ହର୍ ବମ୍ ଧ୍ବନୀରେ କମ୍ପିଥିଲା ଗଗନ ପବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.